Daily Archives

December 17, 2021

ଆଜି ହେବ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ

ଭୋପାଳ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତାମିଲନାଡୁର କୁନ୍ନୁର ଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁଧବାର ପ୍ରାଣ ହରାଇଥିବା ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ଗୁରୁବାର ବେଙ୍ଗାଲୁରୁରୁ ଭୋପାଳ ଅଣାଯାଇଛି । ମୃତଦେହ ଭୋପାଳର ଭୋଜରାଜ ବିମାନବନ୍ଦରରେ…

ମହାପ୍ରୟାଣରେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା

ଦୁର୍ଗାପୁର/ଭୁବନେଶ୍ୱର ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଟି ହୃଦୟର ଆରାଧ୍ୟ ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ୧୬ ତାରିଖ ଗୁରୁବାର ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ…

ବଦଳିଲା ନିୟମ: ୨୧ ବର୍ଷ ପୂର୍ବରୁ ଝିଅଙ୍କ ବିବାହ ମନା, ପ୍ରଚଳିତ ୩ ଆଇନରେ ଅଣାଯିବ ସଂଶୋଧନ

ନୂଆଦିଲ୍ଲୀ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୨୧ ବର୍ଷକୁ ବୃଦ୍ଧି ପାଇବ । ବର୍ତ୍ତମାନ ଏହା ୧୮ ବର୍ଷ ରହିଛି । ବୟସସୀମା ବଢ଼ାଇବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସୂତ୍ର ମୁତାବକ, ଏ ନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନୀତିଗତ…

ଦିଲ୍ଲୀରେ ଆଉ ଚାଲିବନି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି

ନୂଆଦିଲ୍ଲୀ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦିଲ୍ଲୀରେ ପ୍ରଦୂଷଣ ସୀମା ଟପିଥିବାରୁ ସଂପ୍ରତି ସେଠାରେ ସରକାର ପରିବେଶ ସୁଧାରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ଦିଲ୍ଲୀ ମହାନଗରରେ ୧୦ରୁ ପୁରୁଣା ଡିଜେଲ ଗାଡି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଚଳାଚଳକୁ ଆଉ…
error: Content is protected !!
Open chat