Yearly Archives

2021

୧୨ରେ କୁଳପତି ବୈଠକ: ସ୍ନାତକ-ସ୍ନାତକୋତ୍ତର ପାଠପଢ଼ା, ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ନିଆଯାଇପାରେ

ଭୁବନେଶ୍ୱର ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା କାଳରେ ଶିକ୍ଷା ବିଭାଗ ଉପରେ ସର୍ବାଧିକ ପ୍ରଭାବ ପଡିଛି । ସ୍ନାତକ ଓ ସ୍ନାତକୋତ୍ତର ପାଠପଢା ଏବଂ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି । ଚଳିତ ମାସ ୧୨ ତାରିଖରେ ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ

ଜୁଲାଇ ମାସରେ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଏଥର ସ୍ବାଭାବିକ ସମୟ ନିର୍ଘଣ୍ଟ ଅନୁଯାୟୀ ଜୁଲାଇ ମାସରେ ସଂସଦର ମୌସୁମୀ ଅଧିବେଶନ ବସିବ ବୋଲି ଆଶାବାଦୀ ଥିବା କଥା ମଙ୍ଗଳବାର ଦିନ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଗଣମାଧ୍ୟମକୁ ଯୋଶୀ କହିଛନ୍ତି,

ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ବିଶ୍ୱରେ ଭୂପୃଷ୍ଠରେ ସର୍ବାଧିକ ବେଗରେ ଗତି କରିପାରୁଥିବା ଚିତାବାଘକୁ ଆଉ କିଛିଦିନ ମଧ୍ୟରେ ଭାରତୀୟମାନେ ଦେଖିବାର ସୁଯୋଗ ପାଇବେ। ପାଖାପାଖି ୫୦ ବର୍ଷ ତଳେ ଭାରତରୁ ଚିତାବାଘ ବଂଶ ବିଲୁପ୍ତ ହୋଇଯାଇଥିବାବେଳେ ଏବେ କିଛି ଚିତାବାଘ

କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇକମୋ ମେସିନ୍‍ : ସ୍ୱାସ୍ଥ୍ୟ ମନ୍ତ୍ରୀ

ବିଦେଶରୁ ଇକମୋ ଆଣିବାକୁ ଟେଣ୍ଡର ଶେଷ ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଜୀବନ ରକ୍ଷାକାରୀ ଇକମୋ ମେସିନ୍‍। ସିଏସଆର ପାଣ୍ଠି ଜରିଆରେ ଏହି ମେସିନ ପ୍ରତିଷ୍ଠା କରାଯିବ ଏବଂ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି

କରୋନାର ୩ୟ ଲହର ମୁକାବିଲା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ଭାଇରସ୍ ମହାମାରୀର ୨ୟ ଲହର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ସରକାର ଏବେ ୩ୟ ଲହର ନେଇ ଅଧିକ ଚିନ୍ତିତ । ବିଶେଷଜ୍ଞମାନେ ଏବେ ଠାରୁ ସତର୍କ ସୂଚନା ଦେଉଛନ୍ତି ଯେ, କରୋନାର ୩ୟ ଲହର  ଶିଶୁମାନଙ୍କୁ ଅଧିକ ପ୍ରଭାବିତ

କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ…

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କିଛି ଲୋକ ଟଙ୍କା ପାଇଁ କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବ୍ୟବହାର କରୁଥିବା ଦେଖାଯାଉଛି । ସେମାନଙ୍କ ନାଁରେ ପାଣ୍ଠି ସଂଗ୍ରହ କରିବା ସହ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବିଜ୍ଞାପନ ଦେଉଛନ୍ତି । ଏନେଇ ଅଭିଯୋଗ ହେବା ପରେ ଆଜି

ଦେଶରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି । ଗତ ଏକ ସପ୍ତାହରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇଛି । ସେହିପରି ସକ୍ରିୟ ସଂକ୍ରମଣ ସଂଖ୍ୟା ୬୬ ପ୍ରତିଶତ ହ୍ରାସ ପାଇଛି । ଦେଶର ୧୫ଟି ରାଜ୍ୟରେ

ସାମାନ୍ୟ ଧୀମା ହୋଇଯ଼ାଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ସକ୍ରିୟ ହେବ : ସ୍କାଏମେଟ୍

ହାଇଦ୍ରାବାଦ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୌସୁମୀର କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ବିଭିନ୍ନ ଦକ୍ଷିଣ ରାଜ୍ୟ ଓ ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଥିଲା । ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ବାଭାବିକଠାରୁ ୪୦ ପ୍ରତିଶତ

ଆହୁରି ସଶକ୍ତ ହେବ ଏସଟିଏଫ୍‍ : ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟକୁ ମଞ୍ଜୁରୀ

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ରୋକ୍‍ ଲଗାଇବାକୁ ଆହୁରି ସଶକ୍ତ ହେବ ଏସଟିଏଫ୍‍। ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟ୍‍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ

ଡିସେମ୍ବର ଶେଷ ସୁଦ୍ଧା ଉପଲବ୍ଧ ହେବ ୨୦୦ କୋଟିରୁ ଊର୍ଦ୍ଧ୍ବ ଟିକା

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ମହାମାରୀର ମୁକାବିଲା ପାଇଁ କୋଭିଡ ଟିକାକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଏବେ ଜୋରସୋରରେ ଚାଲିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ଯୋଗାଣ
error: Content is protected !!
Open chat