ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। ଏହି ପ୍ରକଳ୍ପରେ ୨୯ଦଶମିକ ୪କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଟି କରିଡର ନିର୍ମାଣ କରାଯାଇଛି। ପରିବେଶ ଅନୁକୂଳ

କୃଷକ ସଂଗଠନଗୁଡିକ ପକ୍ଷରୁ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର  : କେନ୍ଦ୍ରର ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଥିବା ଘୋଷଣା କରିଛି  । କୃଷକମାନେ ଆମର ଅନ୍ନଦାତା ଓ

ସ୍ପୁଟ୍‌ନିକ୍-୫ ଟିକା ଦ୍ବାରା କୋଭିଡ୍‌-୧୯ ଗଣଟିକାକରଣ ଆରମ୍ଭ କଲା ମସ୍କୋ

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିପକ୍ଷରେ ରୁଷ୍‌ର ପ୍ରଥମ ଗଣଟିକାକରଣର ଶୁଭାରମ୍ଭ କରି ଶନିବାର ଦିନ ୭୦ଟି କ୍ଲିନିକ୍ ଜରିଆରେ ମସ୍କୋ ‘ସ୍ପୁଟ୍‌ନିକ୍‌-୫’ ଟିକା ବଣ୍ଟନ ଆରମ୍ଭ କରିଥିବା କଥା ସେଠାକାର କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସ କହିଛି। କୋଭିଡ୍‌-୧୯ ସଂସ୍ପର୍ଶରେ ଆସିବାର ଅଧିକ

୧୦ରେ ନୂତନ ସଂସଦ ଭବନର ଭୂମିପୂଜନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି, ନିମନ୍ତ୍ରଣ କଲେ ଲୋକସଭା ଅଧ୍ୟକ୍ଷ…

ନୂଆଦିଲ୍ଳୀ,୫।୧୨: ଦେଶ ପାଇଁ ନୂତନ ସଂସଦ ଭବନ ଖୁବ୍ ଶୀଘ୍ର ତିଆରି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନୂତନ

ଆକାଶ ପାଠକ ଆମର କର୍ମଚାରୀ ନୁହେଁ: ଟାଟା

ଭୁବନେଶ୍ୱର: ଆଇଏଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଆମର କର୍ମଚାରୀ ନୁହେଁ। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିିଙ୍ଗ ସହ ଆମର କୌଣସି ବ୍ୟାବସାୟିକ ସଂପର୍କ ନାହିଁ ବୋଲି ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସ୍କାଏ କିଙ୍ଗ ସହିତ ଆମର କୌଣସି କାରବାର ହୋଇ ନାହିଁ। ସ୍କାଏ

ପରଲୋକରେ ‘ମାଉଣ୍ଟେନ୍ ମ୍ୟାନ୍’ ଦଶରଥ ମାନଝିଙ୍କ ଝିଅ

ଗୟା,୫।୧୨: ମାଉଣ୍ଟେନମ୍ୟାନ୍ ନାମରେ ପରିଚିତ ଦଶରଥ ମାନଝିଙ୍କ ଝିଅ ଲୋଙ୍ଗି ଦେବୀଙ୍କର ପରଲୋକ। ଶୁକ୍ରବାର ୭୦ ବର୍ଷ ବୟସରେ ଲୋଙ୍ଗି ଦେବିଙ୍କର ମୃତ୍ୟୁ ତାଙ୍କର ପୈତୃକ ବାସଭବନରେ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏନିମିୟା ମଧ୍ୟ ହୋଇଥିଲା। ଗହଲୋର ସ୍ଥିତ ପଞ୍ଚାୟତ ଭବନ

ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିଲେ ଚଳାଉଥିବା ବ୍ୟକ୍ତିର ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ବର : ଏଣିକି ବାଇକ, ସ୍କୁଟର ଆଦି ଦୁଇଚକିଆ ଯାନର ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ, ଗାଡ଼ି ଚଳାଉଥିବା ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଟ୍ବିଟ୍ କରି ଏପରି ଚେତାବନୀ ଶୁଣାଇଛି

ଦୁଇ ସପ୍ତାହ ସମୟ ଦିଅନ୍ତୁ ଖୋଲିବ ‘ପରୀ ହତ୍ୟାକାଣ୍ଡ’ର ଗୁମର : ଅରୁଣ ବ୍ରୋଥା

ଭୁବନେଶ୍ବର : ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସଆଇଟି । ତଦନ୍ତ ଭାର ଗ୍ରହଣ କରିବା ପରେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଏବଂ ଟିମ୍‌ ନୟାଗଡ ଗସ୍ତ କରି ଜିଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ପରୀର ଗାଁ ଯଦୁପୁର ଯାଇ ପରୀର ମୃତଦେହ

ପିଏଚଡି, ପିଜିି ଓ ଏମ.ଫିଲ ପିଲାଙ୍କ ପାଇଁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ଲାବୋରେଟୋରୀ

ଭୁବନେଶ୍ବର: ନଭେମ୍ବର ୩୦ରେ ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର। ଏହି ଗାଇଡଲାଇନରେ ଡିସେମ୍ବର ୧ରୁ ରାଜ୍ୟରେ ସମସ୍ତ ମେଡିକାଲ କଲେଜ କୋଭିଡ ଗାଇଡଲାଇନ ସହ ଖୋଲିବାକୁ ଅନୁମତି ଦେବା ସହ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାର

ପ୍ରଥମ ଟି-୨୦ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ଭାରତ

କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୧୧ ରନରେ ବିଜୟ ହାସଲ କରିଛି । ୧୬୨ ରନର ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୦ ରନ କରିପାରିଥିଲା । ଦଳ ପକ୍ଷରୁ ଆର୍ସି
error: Content is protected !!
Open chat