ମ୍ୟାଲେରିଆର ଦୂରୀକରଣରେ ଭାରତର ଅଭୂତପୂର୍ବ ସଫଳତା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ୱାଶିଂଟନ : ମ୍ୟାଲେରିଆର ଦୂରୀକରଣରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ-୨୦୨୦ ଅନୁସାରେ ଭାରତରେ ୨୦୧୯ରେ ୨୦୧୮ ତୁଳନାରେ ମ୍ୟାଲେରିଆରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୧୭.୬ ଭାଗ କମ୍ ଥିବା!-->…