ଆସାମରେ ଜାନୁଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଏଭଳି ସମୟରେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର ଷଷ୍ଠ,

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଆରଏଲ୍‌ପିର ଧମକ

ନୂଆଦିଲ୍ଲୀ,୦୧/୧୨: କୃଷି ସଂସ୍କାର ଆଇନକୁ ରଦ୍ଦ କରିବା ଦାବିରେ ଚାଷୀମାନେ ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ ଜାରି ରଖିଥିଲା ବେଳେ ଏନ୍‌ଡିଏ ଦଳ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏନ୍‌ଡିଏରୁ ଓହରିଯାଇଥିଲା ବେଳେ ଏବେ ଅନ୍ୟତମ ସହଯୋଗୀ

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା…

ଗୋପ : ଗୋପ ଥାନା ଅଞ୍ଚଳରେ ପୁଣି ମାତିଲେ ଛେଳି ଚୋର । ସେମାନେ ଗୋଟିଏ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ଚୋରମାନେ ବ୍ୟବହାର କରିଥିବା କାର୍‌ର ଛବି ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଆଧାରରେ ଗୋପ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋପ ଥାନା ବନ୍ତଳୀ ପଞ୍ଚାୟତର

ମସ୍ତିଷ୍କକୁ ପ୍ରବେଶ କରିପାରେ କରୋନା ଭୂତାଣୁ

ବର୍ଲିନ: କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ଆମର ଶ୍ବାସକ୍ରିୟା ବ୍ୟବସ୍ଥା (ଫୁସ୍‌ଫୁସ୍‌)କୁ ସଂକ୍ରମଣ କରୁଥିବାବେଳେ ଏହା ଏବେ ମସ୍ତିଷ୍କକୁ ସଂକ୍ରମଣ କରିବାର ନୂଆ ଆଶଙ୍କା ସୃଷ୍ଟି କରିଛି। ନୂଆ ଗବେଷଣାରୁ ଜଣାଯାଇଛି କରୋନା ଭୂତାଣୁ ନାକ ବାଟ ଦେଇ ମସ୍ତିଷ୍କକୁ ଯିବାର ଆଶଙ୍କା

ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଝାରସୁଗୁଡ଼ା : ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ

ଦେଶରେ ଦିନକରେ ୩୧ ହଜାର ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ

ନୂଆଦିଲ୍ଳୀ : ଦେଶରେ ଦିନକରେ ୩୧ ହଜାର ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୨,୮୧୦ରେ ପହଞ୍ଚିଛି। ସେହିଭଳି ଆଜି ୪୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୫,୬୦୩ ରହିଥିବାବେଳେ

ରାଜଗାଙ୍ଗପୁର: ଝଗରପୁର, DISIR ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୪/୧୦ : ରାଜଗାଙ୍ଗପୁର, ଝଗରପୁରସ୍ଥ DISIR ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୭.୩୦ ଘଟିକା ସମୟରେ ଲିପଲୋଇ ପାନପଡାର ବାସିନ୍ଦା ବିଶ୍ଵଜିତ ତ୍ରିପାଠୀ ରାଉରକେଲାରୁ ଏକ

କୁପାରୀ: ଶାରୀଶୁଆ ପାହାଡ଼ ନିକଟସ୍ଥ କପିଳଝର ବନ୍ଧ-ନଟା ଜଳପ୍ରପାତରୁ ପଥର ଖସି ଛାତ୍ରର ମୃତ

ଖଇରା,(ଅନିଲ କୁମାର ପଣ୍ଡା/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ଜଳପ୍ରପାତରୁ ପଥର ଖସି ଛାତ୍ରର ମୃତ୍ୟୁ ! ! ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖଇରା ଥାନା କୁପାରୀ ଶାରୀଶୁଆ ପାହାଡ଼ରେ ଥିବା କପିଳଝର ବନ୍ଧ ନଟା ଜଳପ୍ରପାତରେ। ଘଟଣାରୁ ପ୍ରକାଶ ଖଇରା ବ୍ଲକ ଅଧିନ ଅନ୍ତରା ଗ୍ରାମର କିଶୋର ଶୁକ୍ଳଙ୍କ

ସାଲେପୁର ବ୍ଲକ ମିର୍ଜାପୁର ଅନ୍ତର୍ଗତ ଛୋଟିପଡାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିଗଲା

ସାଲେପୁର,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ସାଲେପୁର ବ୍ଲକ ମିର୍ଜାପୁର ପଂଚାୟତ ଅନ୍ତର୍ଗତ ଛୋଟିପଡା ଗ୍ରାମରେ ଗତ ଶନିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସତ୍ୟାନନ୍ଦ ନାୟକଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିଯାଇଅଛି । ଖବର ପାଇ ସାଲେପୁର ଅଗ୍ନିସମ
error: Content is protected !!
Open chat