କଳାହାଣ୍ଡିରେ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ, ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଲେ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି

ଓଡ଼ିଶାର ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଏବଂ ଜୟପୁର ବିମାନବନ୍ଦର ଲାଗି ୧୭.୫୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି:…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅଧୀନରେ ଓଡ଼ିଶାର ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶର ସ୍ଥିତିକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ

କରୋନା ଟେଷ୍ଟିଂ ପାଇଁ ଦେଶରେ ତିଆରି ହୋଇଥିବା ‘ଫେଲୁଦା’କୁ ଡିସିଜିଆଇ ଅନୁମତି କମ୍‌ ଖର୍ଚ୍ଚ, କମ୍‌ ସମୟରେ ହେବ ନମୁନା…

ଆର୍‌ଟି-ପିସିଆର୍‌ ପରୀକ୍ଷା ଭଳି ଦେଉଛି ଫଳାଫଳ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢ଼ିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କୋଭିଡ ସିଆର୍‌ଆଇଏସ୍‌ପିଆର୍‌ ଟେଷ୍ଟିଂ କିଟ୍‌ ‘ଫେଲୁଦା’କୁ ଡ୍ରଗ କଣ୍ଟ୍ରୋଲର

ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ

ପୁରୀ ପେଣ୍ଠକଟାରେ ଚର୍ଚ୍ଚା :କଙ୍କଡ଼ା ଦେହରେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ

ପୁରୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଙ୍କଡ଼ା ଶରୀରରେ ଠାକୁରଙ୍କ ଛବି! ନିରେଖିଲେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ । ଏହି ବିଚିତ୍ର କଙ୍କଡ଼ା ଦେଖିବାକୁ ପେଣ୍ଠକଟାରେ ଭିଡ଼ ଲାଗିଛି । ପେଣ୍ଠକଟା ବେହେରା ସାହିର ଜନାର୍ଦ୍ଦନ ବେହେରା । ସେ ଜଣେ ମାଛ ବ୍ୟବସାୟୀ । ରବିବାର

ଜଗତପୁରର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ

ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିଲେ ସ୍ଲାଇଡ୍‌ ଅପ୍‌ ପାଇଁ ବିଦ୍ୟାର୍ଥୀ କରିବେ ଆବେଦନ ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ

ଆଜିଠାରୁ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୦-୦୯-୨୦ : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ସର୍କୁଲେସନ ଘନୀଭୂତ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ କେତୋଟି ଜିଲ୍ଲାରେ ପ୍ରବଳରୁ

ଜାମ୍ମୁ କାଶ୍ମୀର ପାଇଁ ଅର୍ଥନୈତିକ ପ୍ୟାକେଜ୍ : ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲରେ ୫୦ ପ୍ରତିଶତ ଛାଡ

ଶ୍ରୀନଗର/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେଇ ଶନିବାର ରାଜ୍ୟ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆର୍ଥିକ

ଆଜିଠାରୁ ଆଇପିଏଲ୍‍ର ୧୩ଶ ସଂସ୍କରଣ

ମୁମ୍ବଇ ଇଣ୍ଡିଆନ୍ସ-ଚେନ୍ନଇ ସୁପର କିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ ଆବୁଧାବି/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଶନିବାରଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ
error: Content is protected !!
Open chat