ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ : ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କଲେ ତେଲେଙ୍ଗାନା ବିଜେପି ମୁଖ୍ୟ…

ନୂଆଦିଲ୍ଲୀ / ହାଇଦ୍ରାବାଦ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ତେଲେଙ୍ଗାନା ବିଜେପି ନେତା ତଥା ମୁଖ୍ୟ ପ୍ରବକ୍ତା କୃଷ୍ଣ ସାଗର ରାଓ ଅଯୋଧ୍ୟା ରାମମନ୍ଦିର ଭୂମି ପୂଜନକୁ ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ

ବଲାଙ୍ଗିରରେ ଶୀଘ୍ର ହେବ ଆରମ୍ଭ ବହୁ ପ୍ରତିକ୍ଷିତ ଟ୍ରକ ଟର୍ମିନାଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର /ବଲାଙ୍ଗିର ୦୩/୦୮: : ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍‍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି। ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି।

ଭାରତୀୟ ରେଳବାଇର ୧୦୯ ରୁଟର, ୧୫୧ଟି ଟ୍ରେନରେ ଖୁବଶୀଘ୍ର ହୋଇପାରେ ଘରୋଇକରଣ : ଟ୍ରେନ ଟିକେଟ ଭଡାରେ ରହିବ ନାହିଁ କୌଣସି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଭାରତୀୟ ରେଳବାଇ ୩୫ ବର୍ଷ ପାଇଁ ବେସରକାରୀ କମ୍ପାନୀଙ୍କୁ ୧୦୯ ରୁଟ୍ ରେ ୧୫୧ ଟି ଟ୍ରେନ୍ ଚଳାଇବା ଦେବାକୁ ଯାଉଛି। ଏଥିପାଇଁ ଅନେକ ଆଶାୟୀ କମ୍ପାନୀ ଆବେଦନ କରିବାକୁ ଚାହୁଁଛନ୍ତି। ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରୁ

ନୀତି ଆୟୋଗଙ୍କ ସୁପାରିଶ : ଘରୋଇକରଣ ହେବ ୩ ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଆଗକୁ ଦେଶର ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ହୋଇପାରେ ଘରୋଇକରଣ। ଏ ନେଇ ନୀତି ଆୟୋଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଘରୋଇକରଣ ହେବାକୁ ଥିବା ଏହି ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ପଞ୍ଜାଵ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ

ଭାରତରେ ମୋବାଇଲ କାରଖାନା ବସାଇବା ଲାଗି ୨୨ ବିଶ୍ୱସ୍ତରୀୟ କମ୍ପାନୀ ଆଗ୍ରହୀ : କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୨/୦୮ : ଭାରତରେ ମୋବାଇଲ ନିର୍ମାଣ ଲାଗି ଜର୍ମାନ, ଦକ୍ଷିଣକୋରିଆ, ତାଇୱାନ, ଅଷ୍ଟ୍ରିଆ କମ୍ପାନୀ ଆଗ୍ରହୀ - ସାମସଙ୍ଗ, ଆପଲ୍, ଡ଼ିକ୍ସନ, ଲାଭା ଆଦି କମ୍ପାନୀ ନିମନ୍ତେ ଠିକାରେ କାମ କରୁଥିବା କିଛି ଭାରତୀୟ କମ୍ପାନୀ ସହ ବିଦେଶର ୨୨ କମ୍ପାନୀ

ଚୀନରେ ଅତିଷ୍ଠ ‘ଵିଘର’ ମୁସଲିମ୍‌ ମହିଳା : ଖୋଲିଲେ ବେଜିଂ ପ୍ରଶାସନର ମୁଖା ! !

ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଦୀର୍ଘ ବର୍ଷ ଧରି ଚୀନ୍‌ର ଜିଞ୍ଜିଆଙ୍ଗ ପ୍ରଦେଶରେ ରହୁଥିବା ତୁର୍କୀର ସଂଖ୍ୟାଲଘୁ ଵିଘର ମୁସଲିମ୍‌ ମହିଳାମାନେ ଦେଶ ଭିତରେ ଓ ବାହାରେ ଚୀନୀ ସରକାରଙ୍କ ବିରୋଧରେ ନାନା ଅଭିଯୋଗ ଗୋପନରେ ଉଠାଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳପ୍ରୟୋଗ ପରିବାର

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ସେ ନିଜେ

‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାରେ ସାମିଲ ହେଲେ ଆଉ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ପ୍ରାୟ ୮୦ ଶତାଂଶ ଲୋକ ଏବେ ୨୪ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ପାଇବେ ଖାଦ୍ୟଶସ୍ୟ ଉଠାଇବା ସୁବିଧା । ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି କେନ୍ଦ୍ର ଖାଉଟି

ଚାଇନିଜ୍ ଆପ୍ ଟିକଟକ୍‌କୁ କିଣିବ ମାଇକ୍ରୋସଫ୍ଟ ! ଆଗେଇଲାଣି କଥାବାର୍ତ୍ତା

ନ୍ୟୁୟର୍କ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ଚାଇନିଜ୍ ଆପ୍ ଟିକଟକ୍‌କୁ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରାଯାଇଛି । ଏହାପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସଚିବ ମାଇକ ପାମ୍ପିଓ

ରାଉରକେଲା: ପ୍ଲାଜମା ବ୍ୟାଙ୍କ ଉଦଘାଟନ ଲାଗି ସରକାରୀ କଳର ବ୍ୟସ୍ତତା – ନେଇଗଲା ସୁନାମଧନ୍ୟ କଳାକାରଙ୍କ ଜୀବନ !…

ରାଉରକେଲା,ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଓ ଉଦଘାଟନ ଲାଗି ପୁରା ଶାସନ କଳ ସହ ବ୍ୟସ୍ତ ଥିବା ବେଳେ ସାମାନ୍ୟ ଜ୍ୱରର ଚିକିତ୍ସା କଲେନି ଡାକ୍ତର । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡିବା ଭିତରେ ଚାଲିଗଲା ସୁନାମଧନ୍ୟ ଗାୟକ ସଞ୍ଜୟ ତନ୍ତୀଙ୍କ ଜୀବନ !! ରାଉରକେଲା,
error: Content is protected !!
Open chat