ଓଡ଼ିଶାର ୪ ଜିଲ୍ଲା ସମେତ ଦେଶର ୭୧ଟି ଜିଲ୍ଲାରେ ପିଜିଟିଭିଟି ହାର ୧୦% ଉପରେ ରହିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ ୦୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ମେ ପ୍ରଥମ ସପ୍ତାହରେ ସଂକ୍ରମଣ ସର୍ବୋଚ୍ଚ ଶିଖର ଛୁଇଁବା ପରଠାରୁ ଏବେ ସୁଦ୍ଧା ସଂକ୍ରମଣରେ ପ୍ରାୟ ୮୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ମେ ୩ରେ ଆରୋଗ୍ୟ ହାର ୮୧.୧ ପ୍ରତିଶତ!-->…