କୋଭିଡ୍‌ ନୀତିରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର; ପଜିଟିଭ୍‌ ରିପୋର୍ଟ ନଥିଲେ ବି ମେଡ଼ିକାଲ୍‌ରେ ହୋଇପାରିବ…

ନୂଆଦିଲ୍ଲୀ: ଏଣିକି ମେଡ଼ିକାଲ୍‌ରେ ଆଡ୍‌ମିଶନ୍ ପାଇଁ କୋଭିଡ୍‌ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ବି କୋଭିଡ୍‌ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ଆଡ୍‌ମିଶନ୍‌ କରାଯାଇପାରିବ ବୋଲି କେନ୍ଦ୍ର

ଦୃଢ ପଦକ୍ଷେପ ନେଲେ କରୋନାର ୩ୟ ଲହର ଆସି ନପାରେ : ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା

ନୂଆଦିଲ୍ଲୀ : ଆଗକୁ କରୋନାର ୩ୟ ଲହର ଆସିବ କହି ସବୁଆଡ଼େ ଚହଳ ପକାଇଦେଇଥିବା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ ଆଜି ଏକ ଆଶାଜନକ କଥା କହିଛନ୍ତି । ସେ କହିଛନ୍ତି ଯ଼ଦି ଆମେ ଦୃଢ ପଦକ୍ଷେପ ନେବା ତେବେ ୩ୟ ଲହର ଆସିନପାରେ । କୋଭିଡ କଟକଣାକୁ ଯ଼ଦି

ଋଷିଆ ପ୍ରସ୍ତୁତ କଲା ଥରେ ଦିଆଯ଼ାଉଥିବା କରୋନା ଟିକା ‘ସ୍ପୁଟନିକ ଲାଇଟ୍’

ମସ୍କୋ : ଋଷିଆର ଗାମେଲିଆ ଲାବରେଟୋରୀଜ ପକ୍ଷରୁ ଏକ ସିଙ୍ଗଲ ଡୋଜ୍ (ଥରେ ଦିଆଯ଼ାଉଥିବା) କରୋନା ଟିକା ସ୍ପୁଟନିକ ଲାଇଟ୍ ପ୍ରସ୍ତୁତ କରାଯ଼ାଇଛି । ଏହି ଟିକାକୁ ଋଷିଆରେ ବ୍ୟବହାର ପାଇଁ ଅନୁମତି ଦିଆଯ଼ାଇଛି । ଗାମେଲିଆ ପକ୍ଷରୁ ଟ୍ବିଟ କରି କୁହାଯ଼ାଇଛି ଯ଼େ, ପ୍ରଥମ ଓ ଦ୍ବିତୀୟ ପର୍ୟ଼୍ୟାୟ

ହିମାଚଳ ପ୍ରଦେଶରେ ମେ ୬ ରୁ ୧୬ ତାରିଖ ୧୦ ଦିନିଆ କର୍ଫ୍ୟୁ ଜାରି

ସିମଲା: ମେ ୬ ତାରିଖ ମଧ୍ୟରାତ୍ୟରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ସମୟରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ବି କଟକଣା

ସାମ୍ୱାଦିକ ପ୍ରିୟା ରମାଣୀଙ୍କ ବିରୋଧରେ ଏମଜେ ଆକବରଙ୍କ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ଏକ ଟ୍ରାଏଲ କୋର୍ଟ ଦ୍ୱାରା ସାମ୍ବାଦିକ ପ୍ରିୟା ରମାଣୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଦାୟର ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୧ରେ ହେବ ବୋଲି ଜଣାପଡିଛି। ଆଜି ଦିଲ୍ଲୀ ହାଇକୋର୍ଟ ଆକବରଙ୍କ ଆବେଦନକୁ

ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ

ଲକଡାଉନରେ ଘରୁ ଯାଇ ଏତଲା ଆଣିବ ପୁଲିସ, ଆରମ୍ଭ ହେଲା ‘ଇ-ଆସିଷ୍ଟାନ୍ସ’

ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ରୋକିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଠାରୁ ଲକଡାଉନ ଲାଗୁ ହେବାକୁ ଥିବା ବେଳେ ଲୋକମାନେ କିଭଳି ଘରୁ ବାହାରକୁ ନ ଆସିବେ, ସେ ନେଇ କମିସନରେଟ ପୁଲିସ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଲକଡାଉନ କାଳରେ ଯେଭଳି କୌଣସି ବ୍ୟକ୍ତି ଥାନାକୁ କୌଣସି

ପଶ୍ଚିମବଙ୍ଗରେ ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବେଗ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗତ ରବିବାର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସା ଯୋଗୁ

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ଅଚଳ, ସଚଳ କରିବାକୁ ତେଜୁଛି ଦାବି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ବହୁଳ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟ୍ୱିଟର କଙ୍ଗନା ରାନାୱତଙ୍କ ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖିଛି। ଟ୍ୱିଟର ଏ ସମ୍ପର୍କରେ ସଫେଇ ଦେଇ କହିଛି, କଙ୍ଗନାଙ୍କ ମନ୍ତବ୍ୟ

ଆସନ୍ତାକାଲି ଠାରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା

ଭୁବନେଶ୍ୱର : ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସରକାର ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ମେ ୩୧ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି କରାଯାଇଛି।ଏହାସହ
error: Content is protected !!
Open chat