Browsing Category
Breaking News
ପରଲୋକରେ ‘ପଣ୍ଡିତଜୀ’ : ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଦେହାନ୍ତ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮: ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତି ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ!-->…
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡରଗଡି ପଞ୍ଚାୟତ ପାର୍କ : ଏବେ ଗାଁ ଲୋକ ପାଇବେ ଚିତ୍ତବିନୋଦନ ଲାଗି ସହର ଭଳି…
ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୭/୦୮: ଏବେ କାଣ୍ଡରଗଡି ଗାଁ ଲୋକେ ମଧ୍ୟ ନେଇପାରିବେ ସହର ଭଳି ପାର୍କର ମଜା । ସନ୍ଧ୍ୟା ହେଲେ ବସି ଚିତ୍ତବିନୋଦନ କରିିିିିବା ସହ ସମୟ ଅତିବାହିତ କରି ନିଜର ମନକୁ ଶାନ୍ତ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ!-->…
ରାହୁଲ ଗାନ୍ଧୀଙ୍କୁ ବିଜେପିର ତେରଛାବାଣ: “ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା” – ଭାଜପା…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍ଏସ୍ଏସ୍) ଉପରେ ଅଭିଯୋଗ ଆଣିିଥିଲେ!-->…
ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ: ଧାର୍ଯ୍ୟ ତାରିଖରେ ହିଁ ହେବ ଜେ.ଇ.ଇ-ମେନ ଓ ନିଟ୍ ପରୀକ୍ଷା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜେଇଇ-ମେନ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି!-->…
‘ଡି୬୧୪ଜି’ ଭୂତାଣୁ : କରୋନା ଭୂତାଣୁ ଠାରୁ ୧୦ ଗୁଣ ଅଧିକ ମାରାତ୍ମକ ଭାଇରସ – ମାଲେସିଆରେ ଠାବ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଏବେ ମାଲେସିଆ ଯେଉଁ ତଥ୍ୟ ଦେଇଛି, ତାହା ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ଚାଇନାର ଉହାନରେ କରୋନା ଭାଇରସର ଯେଉଁ ଷ୍ଟ୍ରେନ ଠାବ କରାଯାଇଥିଲା, ତା’ଠାରୁ ଅଧିକ ୧୦ ଗୁଣ ଅଧିକ ଭୟଙ୍କର ଏକ କରୋନା ଭୂତାଣୁ ଠାବ ହୋଇଛି।!-->…
ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ: ନିଜେ ଟ୍ୱିଟ୍ କରି ସୂଚନା ଦେଲେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ନମୁନା!-->…
‘ଫେମ ଇଣ୍ଡିଆ ଏସିଆ ପୋଷ୍ଟ’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାର ଦୁଇ ବିଧାୟକ ତାରାପ୍ରସାଦ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଓଡ଼ିଶାର ଦୁଇ ବିଧାୟକ ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟରେ ସ୍ଥାନ ପାଇଛନ୍ତି । ନିଜର!-->…
ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଚେତନ ଚୌହ୍ୱାଣଙ୍କ ପରଲୋକ
ନୂଆଦିଲ୍ଲୀ/ଲକ୍ଷ୍ନୌ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶରେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହ୍ବାନ କରୋନା ସଂକ୍ରମିତ ହେବା ଜଣାପଡ଼ିଥିଲା । ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି!-->…
ବରଫ ଭିତରୁ ମିଳିଲା ସହିଦ ଯବାନଙ୍କ ମର ଶରୀର: ନିୟନ୍ତ୍ରଣ ରେଖା ନିକଟରୁ ୮ମାସ ହେବ ନିଖୋଜ ଥିଲେ
ନୂଆଦିଲ୍ଲୀ/ଡେରାଡୁନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଭାରତୀୟ ସେନାର ୧୧ ଘର୍ୱାଲ ରାଇଫଲର ଯବାନ ହାବିଲଦାର ରାଜେନ୍ଦ୍ର ସିଂହ ନେଗି ଏ ବର୍ଷ ଜାନୁଆରି ମାସରେ କଶ୍ମୀରର ଗୁଲମାର୍ଗ ଅଞ୍ଚଳ ନିୟନ୍ତ୍ରଣ ରେଖା ପାଖରେ ଡିୟୁଟି କରୁଥିବା ସମୟରେ ହଠାତ୍ ବହଳ ବରଫ ମଧ୍ୟକୁ ଖସଡ଼ି ଯାଇଥିଲେ।!-->…
ଚାନ୍ଦବାଲି ବ୍ଲକ ଭାଟପଡ଼ା: ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଟ୍ରିକ ବୋର୍ଡ଼ ପରୀକ୍ଷାର କୃତି…
ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୬/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡ଼ାର ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଟ୍ରିକ (ଦଶମ) ବୋର୍ଡ଼ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି!-->…