Browsing Category
Breaking News
ଦେଶରେ ରେକର୍ଡ଼ – ୫୨, ୧୨୩ ନୂଆ କରୋନା ଆକ୍ରାନ୍ତ, ୭୭୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪, ୯୬୮କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭:ଦେଶରେ ପ୍ରଥମ ଥର ପାଇଁ ୫୨ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୫୨ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିନକରେ ଆକ୍ରାନ୍ତ ଚିହ୍ନଟରେ ଏହା ହେଉଛି ସର୍ବାଧିକ । ସେହିପରି ଗତ ୨୪ ଘଂଟାରେ!-->…
ଅମ୍ବାଲାରେ ଅବତରଣ କଲା ରାଫେଲ,ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: ଆଜି ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି!-->…
ବେଧଡକ ଗୋରୁ ତଷ୍କର ! ! ରାଉରକେଲା ଅଞ୍ଚଳରୁ ପୁଣି ଏକ ଗୋରୁ ବୋଝେଇ ପିକଅପ ଜବତ ।
ରାଉରକେଲା ନିକଟସ୍ଥ ବେଦବ୍ୟାସରୁ, ଗତକାଲି ବିଳମ୍ବିତ ରାତି ଏକ ଗୋରୁ ବୋଝେଇ ପିକ୍ଅପ୍ ଜବତ - ଡ୍ରାଇଭର୍ ଗିରଫ, ହେଲ୍ପର ଫେରାର ।ଆଇନ ଓ କାର୍ଯ୍ୟାନୁଷ୍ଠାନ ପ୍ରତି ବେଖାତିର ଅପରାଧୀ : ବାରମ୍ବାର ନିର୍ଦ୍ଦିଷ୍ଟ ଅଞ୍ଚଳ ଗୋରୁ-ତଷ୍କରିରେ ସମ୍ପୃକ୍ତ !!
ରାଉରକେଲା,(କଳିଙ୍ଗ ଜ୍ୟୋତି!-->!-->!-->…
ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ ହାର ୭୮.୭୬% – ପୁଅଙ୍କୁ ପଛରେ ପକାଇଲେ ଝିଅ ।
ବରଗଡ଼ ଜିଲାରେ ସର୍ବାଧିକ ୮୯.୩୭% ପରୀକ୍ଷାର୍ଥୀ ପାସ ହୋଇଥିବାବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ୬୦.୧୮% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ।୮୧.୯% ଝିଅ ପାସ୍ ଓ ପୁଅଙ୍କ ପାସ ହାର ୭୭.୮% : ପାସ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ ।ମଧ୍ୟମା (ସଂସ୍କୃତ) ପରୀକ୍ଷାରେ ୯୭.୧୮% ପାସ କରିଥିବା ବେଳେ!-->…
ବିଧାୟକଙ୍କ ସରକାରୀ ବାସଭବନରେ ପହଞ୍ଚିଲା କରୋନା : କ୍ୱାରେଣ୍ଟାଇନରେ ବିଜେଡ଼ି ବିଧାୟକ ଅମର ଶତପଥୀ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୯ା୦୭ : ବିଜେଡ଼ି ବିଧାୟକ ଅମର ଶତପଥୀଙ୍କ ସରକାରୀ ବାସଭବନରେ ପହଞ୍ଚିଛି କରୋନା । ବିଧାୟକଙ୍କ ସହ ତାଙ୍କ ପିଏସଓ, ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି । ତେଣୁ ବିଧାୟକ ଅମର ଶତପଥୀ ଏବେ ହୋମ କ୍ୱାରେଣ୍ଟାଇନରେ!-->…
କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ଥିତି ଅଣୟାତ ହେବା ପରେ ପ୍ରଥମ ଥର ପାଇଁ ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ଲାଗି ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର!-->…
ଧର୍ମଗଡ : କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି ମୂର୍ତ୍ତି କାରିଗର – ଗଣେଶ ପୂଜା ହେବା ନେଇ ସନ୍ଧିହାନରେ ଶିଳ୍ପୀ !…
ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗୋଡ଼ଭଞ୍ଜ। ପଂଚାୟତର ମୂର୍ତ୍ତି କାରିଗର ମାନେ ଏବେ କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି । ଚଳିତ ବର୍ଷ ଗଣେଶ ପୂଜା ହେବ ନା ନାହିଁ ସେ ନେଇ ସନ୍ଧିହାନରେ ଅଛନ୍ତି ମୂର୍ତ୍ତି କାରିଗର, ତେଣୁ ସେମାନେ!-->…
ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ : ଗତକାଲି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଚିହ୍ନଟ ହୋଇଥିଲେ ପଜିଟିଭ
ନୂଆପଡା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୭ : ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ କରାଯାଇଛି । ନୂଆପଡ଼ା ସହରର ବାଣିକ ସଂଘ, ଓକିଲ ସଂଘ , ସାମ୍ବାଦିକ ସଂଘଙ୍କ ଆହ୍ୱାନ କ୍ରମେ ସମସ୍ତେ ସହଯୋଗ କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବଢ଼ିବାରେ!-->…
ରାଜ୍ୟରେ ଆଜି ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତ ୨୮୧୦୭ କୁ ବୃଦ୍ଧି ପାଇଛି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ!-->…
ରାଉରକେଲାରେ ଗୋରୁ ବୋଝେଇ ପିକଅପ ଜବତ: ୧୧ ଗୋରୁ ଉଦ୍ଧାର, ଜଣେ ଗିରଫ, ଚାଳକ ସମେତ ଅନ୍ୟ ଚାରିଜଣ ଫେରାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୮/୦୭: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଏକ ଗୋରୁ ବୋଝେଇ ପିକଅପ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ଗିରଫ ହୋଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ନିକଟସ୍ଥ ଖତଖୁରବାହାଲରୁ ବିଶ୍ରାକୁ ଏକ ଗୋରୁ!-->…