Browsing Category

Breaking News

ଝଡ ସୃଷ୍ଟି କଲାଣି ବୈଜୟନ୍ତଙ୍କ ଟୁଇଟ : ଶାହରୁଖ ଓ ‘ପାକିସ୍ତାନୀ ଏଜେଣ୍ଟ’ର ଭାଇରାଲ ଫଟୋକୁ ନେଇ ଟ୍ୱିଟରରେ ଚର୍ଚ୍ଚା

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ବଲିଉଡର କିଛି ବ୍ୟକ୍ତି ପାକିସ୍ତାନ ଆର୍ମିର ଏଜେଣ୍ଟ ସହିତ ସମ୍ପର୍କରେ ରହିଛନ୍ତି। ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ସହିତ

‘ମଞ୍ଚେଶ୍ୱର ଶିଳ୍ପାଞ୍ଚଳ’ରେ ଭାଳେଣି : ଅଟାକଳର ଜଣେ କରୋନା ପଜିଟିଭ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫…

କରୋନା ଆଣିଲା ମଞ୍ଚେଶ୍ୱର ଅଟାକଳ ! ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚିନ୍ତା ବଢ଼ାଇଲେ ଅଟାକଳ କର୍ମଚାରୀ - ପାଲଟିଲେ 'ସୁପରସ୍ପ୍ରେଡର' ! ! ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : କରୋନା ଆଣିଲା ଅଟାକଳ ! ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଞ୍ଚେଶ୍ୱରର ଅଟାକଳ କର୍ମଚାରୀ

ରେକର୍ଡ ମୁହାଁ ଓଡ଼ିଶା : ଆଜି ରାଜ୍ୟରେ ପୁଣି ୧୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ !! – ମୋଟ‌ ଆକ୍ରାନ୍ତଙ୍କ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ରାଜ୍ୟରେ ଆଜି ପୁଣି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି। ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି

ପ୍ରତିଦିନ ନୂଆ ରେକର୍ଡ଼ ପଥେ ଭାରତ : ଦେଶରେ ଆଜି ରେକର୍ଡ଼ ସଂଖ୍ୟକ ସର୍ବାଧିକ ୪୫, ୭୨୦ ଜଣ ନୂଆ କରୋନା ଆକ୍ରାନ୍ତ…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ଆଜି ବି ଦେଶରେ ୪୫, ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୩୮, ୬୩୫ କୁ ବୃଦ୍ଧି ପାଇଛି ଏବଂ ୪, ୨୬, ୧୬୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୭, ୮୨, ୬୦୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ

ବୈତରଣୀ ନଦୀ ଗର୍ଭକୁ ଧସିଲା ୨୦୦ ଫୁଟର ନଦୀବନ୍ଧ, ଭୟଭୀତ ଅବସ୍ଥାରେ ନଦୀ କୂଳିଆ ଗ୍ରାମ ବାସୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଚାନ୍ଦବାଲି ୨୩/୦୭: ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ଆଜି ସକାଳ ସମୟରେ ନିକଟସ୍ଥ ସମୁଦ୍ରରୁ ଆସିଥିବା ଜୁଆର ଢେଉ ମାଡରେ ପାଖାପାଖି 200ଫୁଟର ଧସିଯାଇଛି । ଯାହାକୁ ନେଇ ସ୍ଥାନୀୟ ନଦୀକୂଳିଆବାସୀ ଭୟଭିତ

ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ରେ ଭୂମିପୂଜା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ସବୁ ରାଜ୍ୟର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ପୂର୍ବରୁ କରୋନା ମହାମାରୀ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ପାଇଁ ଦୁଇଟି ନୂଆ ତାରିଖ ଆପାତଃ ସ୍ଥିର ହୋଇଥିଲା । ଅଗଷ୍ଟ ୩ କିମ୍ବା ୫ ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ

‘କରୋନା କବଚ’ ସ୍ୱାସ୍ଥ୍ୟ ବୀମା ପଲିସିକୁ ଆଇଆର୍‍ଡିଏଆଇର ଅନୁମୋଦନ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ :  ଦେଶରେ କୋଭିଡ୍‍-୧୯ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ ପ୍ରାଧୀକରଣ(ଆଇଆର୍‍ଡିଏଆଇ) ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ସ୍ୱଳ୍ପମିଆଦୀ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା

ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ…

ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ଜମ୍ମୁ-କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ପ୍ରସ୍ତତି ନେଇ ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କରୋନା ଟିକା ମାଗିଛନ୍ତି। ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନୱାଲାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ବେଳେ ନବୀନ ତାଙ୍କର ସହଯୋଗ ଲୋଡ଼ିଛନ୍ତି। ଟିକା ପରୀକ୍ଷଣ ସଫଳ ହେଲେ ଓଡ଼ିଶାକୁ

ଆଜି ଓଡିଶାର ନବନିର୍ବାଚିତ ୪ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ : ସମସ୍ତ ୪ ସାଂସଦଙ୍କ ଓଡିଆରେ ଶପଥ ପାଠ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ଆଜି ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ମୁଜିବୁଲ୍ଲା ଖାନ (ମୁନା ଖାନ), ସୁଜିତ କୁମାର, ମମତା ମହନ୍ତ ଓ ସୁବାସ
error: Content is protected !!
Open chat