Browsing Category
Breaking News
ରାଜସ୍ଥାନ ରାଜନୀତିରେ ଝଡ : ଆଜି ସଚିନ ପାଇଲଟ ବିଜେପିରେ ମିଶିବା ସମ୍ଭାବନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ସଚିନ ପାଇଲଟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଉପସ୍ଥିତିରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ । କାରଣ କଂଗ୍ରେସ ପାଇଲଟଙ୍କ ସହିତ ରବିବାରଦିନ ରଖିଥିବା!-->…
ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାର : ସହଯୋଗୀ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପାଇଲଟ୍, ଅନୁସରଣ କରିବେ କି…
ଜୟପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ!-->…
ଭାରତ ସଙ୍କଳ୍ପବଦ୍ଧତା ଓ ଉତ୍ସାହର ସହ କୋଭିଡ୍-୧୯ ମହାମାରୀ ବିରୋଧୀ ସଂଗ୍ରାମରେ ଉତ୍ତମ ସ୍ଥିତିରେ ରହିଛି: କେନ୍ଦ୍ର…
ଗୁରୁଗ୍ରାମ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଦ୍ବାରା ଆରମ୍ଭ ହୋଇଥିବା ବିଶାଳ ବୃକ୍ଷରୋପଣ ଅଭିଯାନରେ ଅଂଶ ଗ୍ରହଣ କରି ଗୃହମନ୍ତ୍ରୀ କହିଛନ୍ତି, ଯ ଦୁନିଆ ଦେଖୁଛି ଯଦି ସମଗ୍ର ବିଶ୍ବରେ କେଉଁଠି କରୋନାଭାଇରସ୍ ବିରୋଧରେ ସଫଳ ସଂଗ୍ରାମ!-->…
ଚୀନ୍ ସାରା ବିଶ୍ୱରେ ନିଜ ପତିଆରା ଜାହିର କରିବା ପାଇଁ କୋଭିଡ୍-୧୯କୁ ଅସ୍ତ୍ର କରିଥିଲା : ଭୟାବହତା ନେଇ ତଥ୍ୟ…
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ସମ୍ପୂର୍ଣ୍ଣ ବିଶ୍ୱରେ ନିଜ ପତିଆରାକୁ ଜାହିର କରିବା ପାଇଁ କୋଭିଡ୍-୧୯ ଭୂତାଣୁକୁ ଅସ୍ତ୍ର କରିଥିଲା ଚୀନ୍ । ଜାଣିଶୁଣି ବିଶ୍ୱ ସମୁଦାୟକୁ ଏହି ତଥ୍ୟ ଅତ୍ୟନ୍ତ ବିଳମ୍ବରେ ଚୀନ୍ ପ୍ରଦାନ କଲା । କରୋନା କାୟାରେ!-->…
ଅନୁପମ ଖେରଙ୍କ ମାଆଙ୍କ ସମେତ ୪ ପରିବାର ସଦସ୍ୟ କରୋନା ପଜିଟିଭ ।
ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ମାଆ ଦୁଲାରୀ ଦେବୀ, ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀ ମଧ୍ୟ କୋରୋନା ପଜିଟିଭ୍ ଥିବା ସୂଚନା ଦେଇଛନ୍ତି ଅନୁପମ । କିନ୍ତୁ, ଅନୁପମଙ୍କ କୋରୋନା ଟେଷ୍ଟ ରିପୋର୍ଟ!-->…
ମହାରାଷ୍ଟ୍ର ରାଜ୍ୟପାଳ ‘ଆଇସୋଲେସନ’ରେ : ମୁମ୍ବାଇ ରାଜଭବନର ୧୬ କର୍ମଚାରୀ କରୋନା ପଜିଟିଭ ।
ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ର ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ!-->…
ଆଜି ରାଜ୍ୟରେ ଆଉ ନୂଆ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ଆକ୍ରାନ୍ତ ମୃତ ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ରାଜ୍ୟରେ ଆଜି ଆଉ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗଞ୍ଜାମରୁ ସର୍ବାଧିକ ୨୩୦!-->!-->!-->!-->!-->…
ପ୍ରଥମଥର ଲାଗି ଫେସ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭ : ଶନିବାର ଦିନ ଏକ ସାମରିକ ହସ୍ପିଟାଲ୍ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଫେସ୍ ମାସ୍କ୍ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍ର!-->…
ବଲିଉଡ୍ ସୁପରଷ୍ଟାର ବିଗ୍ ‘ବି’ ଅମିତାଭଙ୍କୁ କରୋନା, ଅଭିଷେକ ବି ଆକ୍ରାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୨/୦୭ : ବଲିଉଡ୍ ସୁପରଷ୍ଟାର ବିଗ୍ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ!-->…
ଆଇଆର୍ଡିଏଆଇ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ଯୋଜନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଦେଶରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ ପ୍ରାଧୀକରଣ(ଆଇଆର୍ଡିଏଆଇ) ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ସ୍ୱଳ୍ପମିଆଦୀ ‘କରୋନା କବଚ’!-->!-->!-->…