Browsing Category
Llifestyle
ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି
ଭୁବନେଶ୍ୱର/ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ତୈଳ ମାର୍କେଟିଂ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୨୫.୫ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହେବ। ମୁମ୍ବଇ ଏବଂ ଦିଲ୍ଲୀରେ ରନ୍ଧନ ଗ୍ୟାସ ୧୪.୨ କିଲୋଗ୍ରାମ ସିଲିଣ୍ଡର!-->…
ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ
ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଘୋଷଣା କରାଯାଉଥିବା ତାଲାବନ୍ଦ ଦ୍ୱାରା ବ୍ୟବସାୟ, ନିଯୁକ୍ତି ଏବଂ ସମୁଦାୟ ଅର୍ଥନୀତି ନଷ୍ଟ ହେଉଛି । କରୋନା ଭୂତାଣୁ ସଂକ୍ରମଣକୁ ସଠିକ ଭାବରେ ନିୟନ୍ତ୍ରଣ ନକରି ଏଭଳି ତାଲାବନ୍ଦ କରାଗଲେ ତାହା!-->…
୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର
ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର!-->…
ମଡର୍ଣ୍ଣା ଟିକା ଆମଦାନୀ ପାଇଁ ମିଳିଲା ଅନୁମତି
ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ମୁମ୍ବଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲା ଏଣିକି ଏହି!-->…
ସଂକ୍ରମଣ ବଢିଲେ ଆଉଥରେ ହୋଇପାରେ ଲକ୍ଡାଉନ୍! ଡେଲ୍ଟା ପ୍ଲସ୍ ଆକ୍ରାନ୍ତଙ୍କ ପାଖ ଦେଇ ଗଲେ ବି ହୋଇପାରନ୍ତି ସଂକ୍ରମିତ…
ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଡେଲ୍ଟାପ୍ଲସ ଆକ୍ରାନ୍ତଙ୍କ ପାଖ ଦେଇ ଚାଲିକରି ଗଲେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ଏମସ୍ର ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ ପ୍ରକାଶ କରିଛନ୍ତି । ଏହା ଏକ ନୂଆ ମ୍ୟୁଟେସନ୍ । ଅନ୍ୟ ପ୍ରତିରୂପ ଅପେକ୍ଷା ଏହା ଦ୍ରୁତଗତିରେ ବ୍ୟାପୁଥିବା!-->…
କୋଭାକ୍ସିନ ଓ କୋଭିସିଲ୍ଡ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ-ଆରଏମଆରସି
ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍!-->…
ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା
ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମିଳିମିଳା ଟିକା ଶିଶୁଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରୋକିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଏକ ଅନୁଧ୍ୟାନର ତଥ୍ୟ ଅନୁଯାୟୀ ମିଳିମିଳା ଟିକା କରୋନା ଭୂତାଣୁ ବା ସାର୍ସ-ସିଓଭି-୨ ବିରୋଧରେ ୮୭.୫% ପ୍ରଭାବୀ।!-->…
‘ଡେଲ୍ଟା+’ ସମ୍ଭାବ୍ୟ ୩ୟ ପ୍ରବାହର କାରଣ ହେବ ବୋଲି କୌଣସି ପ୍ରମାଣ ନାହିଁ: ବିଶେଷଜ୍ଞ
ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ‘ଡେଲ୍ଟା+ ଭେରିଆଣ୍ଟ୍’ ସମ୍ଭାବ୍ୟ ୩ୟ କୋଭିଡ୍ ସଂକ୍ରମଣ ପ୍ରବାହର କାରଣ ହେବ ବୋଲି କୌଣସି ପ୍ରମାଣ ନ ଥିବା କଥା ଭାରତର ଜଣେ ଶୀର୍ଷସ୍ତରୀୟ ଚିକିତ୍ସକ ତଥା ଗୁଣସୂତ୍ର-କ୍ରମ ନିର୍ଦ୍ଧାରକ ଡାକ୍ତର ଅନୁରାଗ ଅଗ୍ରୱାଲ୍ କହିଛନ୍ତି।
ସମ୍ପ୍ରତି!-->!-->!-->…
‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’
ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଖୁବ୍ଶୀଘ୍ର ଆସିବାକୁ ଯାଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇସାରିଲେଣି। ସମ୍ଭବତଃ ୪ରୁ ୬ ସପ୍ତାହ ମଧ୍ୟରେ ଏହି ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଛି। କରୋନାର ଏହି!-->…
ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ଅଫର: ଟିକା ନିଅନ୍ତୁ, ଟିକେଟରେ ୧୦% ରିହାତି ପାଆନ୍ତୁ
ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା!-->…