Browsing Category
Llifestyle
ସୀମା ବିବାଦ ନେଇ ସିଡିଏସ୍ ବିପିନ ରାୱତ ଚୀନକୁ ଦେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଚେତାବନୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଚୀନ ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ ବିପିନ ରାୱତ। ସୋମବାର ଜେନେରାଲ ରାୱତ କହିଛନ୍ତି ଯେ ଚୀନ ସହିତ ସୀମା!-->…
ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ଅରୁଣ ଜେଟଲୀ – ଧର୍ମେନ୍ଦ୍ର ପ୍ରଧାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ!-->…
ଗାଡ଼ି କାଗଜପତ୍ର RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢିବା ସହ ପଲ୍ୟୁସନ୍ ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କଲେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮ : ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍!-->…
ଅନଲକ-୪: ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଖୋଲିବ ମେଟ୍ରୋ !
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଅଗଷ୍ଟ ୩୧ ପରେ ଦେଶରେ ଅନଲକ-୪ ଲାଗୁ ହେବ। ଏନେଇ ମାନସମନ୍ଥନ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଅନଲକ-୪ରେ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ, ସେନେଇ ଆଲୋଚନା ଆରମ୍ଭ ହୋଇଛି। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଅନଲକ-୪ରେ!-->…
ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପ୍ରମାଣ ଖୋଜୁଛି କ୍ରାଇମ୍ ବ୍ରାଞ୍ଚ, ଫରେନ୍ସିକ୍ ବିଭାଗକୁ ଲାଇ ଡିଟେକ୍ସନ୍ ଟେଷ୍ଟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮: ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରୁଛି। ଆଜି ଫରେନ୍ସିକ୍ ବିଭାଗକୁ ଲାଇ ଡିଟେକ୍ସନ୍ ଟେଷ୍ଟ ପାଇଁ କ୍ରାଇମ୍ବ୍ରାଞ୍ଚ ଆବେଦନ ଆବେଦନକରିଛି। ତଦନ୍ତ ଘେରରେ ଥିବା ବ୍ୟକ୍ତିଙ୍କ ଟେଷ୍ଟ ପାଇଁ ଆବଦେନରେ!-->…
ଅଦାଲତ ଅବମାନନା ମାମଲା : କ୍ଷମା ମାଗିବି ନାହିଁ- ପ୍ରଶାନ୍ତ ଭୂଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮:ଅଦାଲତ ଅବମାନନା ମାମଲାଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କ ମତ ଥିଲା ଏବଂ ତାହା ଉପରେ ସେ ଅଟଳ ଅଛନ୍ତି। ବିଚାରପତିଙ୍କ ବିରୋଧରେ ନିଜ ଟୁଇଟ୍ ପାଇଁ ଅଦାଲତ !-->…
କାଲିମେଳା ଅଂଚଳରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି…
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଂଚଳରୁ ମାଓବାଦୀଙ୍କ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଛି ।
ପ୍ରାପ୍ତ ସୂଚନା!-->!-->!-->!-->!-->…
ଅଶାନ୍ତ କଂଗ୍ରେସରେ ‘‘ଚିଠି ବୋମା’’, ସାତ ଘଣ୍ଟିଆ ନାଟକରେ ଯବନିକା, ବିନା ପରିବର୍ତନରେ ବୈଠକ ଶେଷ ,କଂଗ୍ରେସର…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ସ୍ଥାୟୀ ଓ ପ୍ରଭାବୀ ନେତୃତ୍ବ ନେଇ ୨୩ ବଡ଼ ନେତାଙ୍କ ‘‘ଚିଠି ବୋମା’’ ଓ ଏହାର ପରବର୍ତୀ ସମୟରେ କଥିତ ‘‘ ବିଜେପି ସହ ବୁଝାମଣା’’ ବିବାଦୀୟ ବିବୃତି ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କୌଣସି ନିଷ୍କର୍ଷରେ ଶେଷ ହୋଇଛି। ମାତ୍ର ଏହାପରେ!-->…
ଲଗାଣ ବର୍ଷାରେ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ର କୟାଁଗୋଲା ବ୍ରୀଜ ନିକଟରେ ଧସିଥିବା ୧୫୦ ଫୁଟ ଆପ୍ରୋଚ ରୋଡର ଅସ୍ଥାୟୀ…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଗତ ୨୦ ତାରିଖର ଲଗାଣ ବର୍ଷାରେ ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ ବୋଡକ ଠାରେ କୟାଁଗୋଲା ବ୍ରୀଜର ଆପ୍ରୋଚ ରୋଡରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିଲା । ଫଳରେ!-->…
ଆରଡ଼ିସ୍ଥ ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଖଣ୍ଡଳମଣି କ୍ଷେତ୍ର ଚତୁଃପାର୍ଶ୍ୱ ଅଞ୍ଚଳକୁ ସାନିଟାଇଜ…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଭଦ୍ରକ ଜିଲ୍ଲାସ୍ଥ ଆରଡ଼ି ପଞ୍ଚାୟତ ଅଞ୍ଚଳରୁୁ ୩୧ ଜଣ କୋରାନା ପଜେଟିଭ ଚିହ୍ନଟ ପରେ ସଂପୃକ୍ତ ଆରଡ଼ି ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପାଇଁ ସଟଡାଉନ କରିବା ସହ ଆଖଣ୍ଡଳମଣି ପୀଠକୁ କଣ୍ଟେନ୍ଟମେଣ୍ଟ ଜୋନ କରାଯାଇଛି । ଏହି ସମୟରେ!-->…