Browsing Category

Llifestyle

ଚୀନକୁ ଆଉ ଏକ ଝଟ୍ କା : ଅଟୋମୋବାଇଲ ଉପକରଣ ଆମଦାନୀ କମାଇବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ​ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍‌ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ​ଚେନ‌ ଉପରେ ଉତ୍ପାଦନକାରୀଙ୍କୁ ରିପୋର୍ଟ

ବଗଲା ଧର୍ମଶାଳା ଜମିରେ ବେଆଇନ ପ୍ଲଟିଂ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସ ମିଟ

"ରାଜ୍ୟ ସରକାର ସାଜିଛନ୍ତି ପ୍ରପର୍ଟି ଡିଲର": ସମ୍ବିତ ପାତ୍ର  ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍‌ କରିବା ପାଇଁ ମସୁଧା ଚଲାଇଛନ୍ତି ରାଜ୍ୟସରକାର  ରାଜ୍ୟସରକାର ତୁରନ୍ତ ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ  କେନ୍ଦ୍ରସରକାରଙ୍କ

ଭଦ୍ରକ ଜିଲ୍ଲା ଆରଡ଼ି: ବାବାମଣିଙ୍କ କ୍ଷେତ୍ରରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ – ପଞ୍ଚାୟତ ଅଞ୍ଚଳକୁ…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଆରଡ଼ି ପଞ୍ଚାୟତ ଅଞ୍ଚଳରେ ଗତକାଲି କୋଭିଡ ଟେଷ୍ଟ ହେଲା ପରେ ୩୧ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି

ରାଜଗାଙ୍ଗପୁର: ତେଜରାତି ଗୋଦାମରୁ ଚୋରି ଅଭିଯୋଗରେ ୭ ଦୃର୍ବୁତ୍ତ ଗିରଫ – ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁଙ୍କ ରିପୋର୍ଟ),୨୨/୦୮ : ରାଜଗାଙ୍ଗପୁରର ତେଜରାତି ବ୍ୟବସାୟୀ ବିନୋଦ ଟିବ୍ରେୱାଲଙ୍କ ତେଜରାତି ଗୋଦାମରୁ ଗତ ୧୮ ତାରିଖ ରାତିରେ କିଛି ଦୃର୍ବୁତ୍ତ ତାଙ୍କ ତେଜରାତି ଗୋଦାମର ଜଗୁଆଳିଙ୍କୁ ମାରଣ।ନ୍ତକ ଆକ୍ରମଣ କରି ଗୋଦାମର ତାଲା

ରାଜଧାନୀ ଦିଲ୍ଲୀରୁ ଆଇଏସ‌ଆଇଏସ ଆତଙ୍କବାଦୀ ଗିରଫ: ୧୫ କିଲୋ ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍ ‌(ଆଇଇଡି)

ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଗତକାଲି, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ଇସ୍‌ଲାମିକ‌ ଷ୍ଟେଟ‌ (ଆଇଏସ‌ଆଇଏସ‌) ଆତଙ୍କବାଦୀକୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏହି ଆତଙ୍କବାଦୀକୁ ଗିରଫ କରିବା

ବୈତରଣୀରେ ପ୍ରଥମ ବନ୍ୟା ଜଳ: ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ !! ଆରଡ଼ି – ମତୋ ରାସ୍ତା ଉପରେ ୩ ଫୁଟର…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡ଼ି, ନନ୍ଦପୁର, ସୁନ୍ଦରପୁର ତଥା ଓଳଗ ଆଦି ପଞ୍ଚାୟତ ଅଧିନସ୍ତ ଅନେକ ଅଞ୍ଚଳରେ ଉପର

ରାଉରକେଲା: ଆଉ ଜଣେ କରୋନା ଯୋଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତ କୋଭିଡ ଯୋଦ୍ଧା ଡାକ୍ତରଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ

ଭଦ୍ରକ ସାଂସଦ ଦମ୍ପତ୍ତି କରୋନା ଆକ୍ରାନ୍ତ: ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ…

ଭଦ୍ରକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭଦ୍ରକ ସାଂସଦ ଦମ୍ଫତ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କୋଭିଡ ପଜିଟିଭ ନେଇ ନିଜେ ସୂଚନା ଦେଇଛନ୍ତି। ଭଦ୍ରକ ସାଂସଦ ମଞ୍ଜୁଲତା

କରୋନା ମୁକାବିଲାରେ ଓଡିଶା ରୋଲ୍ ମଡେଲ : ଟେଷ୍ଟିଂରେ ସାରା ଦେଶରେ ଦ୍ୱିତୀୟ, ଜାତୀୟ ହାରଠୁ ଅଧିକ ପରୀକ୍ଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଓଡିଶା କରୋନା ମୁକାବିଲାରେ ଆଗରେ ରହିଛି । ରାଜ୍ୟରେ ଟେଷ୍ଟିଂ ହାର ବୃଦ୍ଧି ପାଇଛି । କରୋନା ଟେଷ୍ଟିଂରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ଟେଷ୍ଟିଂରେ ଓଡିଶା ବଡ ବଡ ରାଜ୍ୟ ପାଇଁ ରୋଲ୍ ମଡେଲ ପାଲଟିଛି । ଏଠାରେ ପ୍ରତି

ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତାକାଲି(ଶୁକ୍ରବାର)ଠାରୁ ଆବେଦନ ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସେପ୍ଟେମ୍ବର ୪ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ
error: Content is protected !!
Open chat