Browsing Category
Llifestyle
‘ସ୍ପୁତନିକ ଭି’ : ରୁଷ ସାମ୍ନାକୁ ଆଣିଲା ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନର ଅଫିସିଆଲ ଫଟୋ
ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ସାମ୍ନାକୁ ଆସିଲା ରୁଷର କରୋନା ଭ୍ୟାକ୍ସିନ ‘ସ୍ପୁତନିକ ଭି’ର ଅଫିସିଆଲ ଫଟୋ ନିକଟରେ ରୁଷ ସଫଳତାର ସହ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହା କରିବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଟୀକାକରଣର ପ୍ରଥମ ମାତ୍ରା!-->…
ବେଙ୍ଗାଲୁରୁ : ଫେସବୁକ୍ ପୋଷ୍ଟକୁ ନେଇ ହିଂସା , ବିଧାୟକଙ୍କ ଘରେ ଆକ୍ରମଣ, ୨ ମୃତ, ୬୦ ପୋଲିସ କର୍ମୀ ଆହତ, ସ୍ଥାନୀୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮: ମଙ୍ଗଳବାର ରାତିରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ହିଂସାକାଣ୍ଡ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଲିଖିତ ଏକ ଫେସବୁକ ପୋଷ୍ଟ କାରଣରୁ ବେଙ୍ଗାଲୁରୁରେ ବିଧାୟକଙ୍କ ଘରେ ଭିଡ଼ ତୁମୁଳକାଣ୍ଡ!-->…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ମଧ୍ୟ ସମାନ ଅଧିକାର
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ!-->…
ପାକିସ୍ତାନୀ ସ୍ପିନର ଦାନିଶ କାନେରିଆ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବାକୁ ଚାହାନ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮ : ପାକିସ୍ତାନର ପ୍ରତିବନ୍ଧିତ ଲେଗ୍ ସ୍ପିନର ଦାନିଶ କାନେରିଆ ରାମ ମନ୍ଦିର ଭୂମି ପୂଜନରେ ଖୁସି ବ୍ୟକ୍ତ କରି ସମଗ୍ର ଦୁନିଆ ପାଇଁ ଏହି ଦିନକୁ ଐତିହାସିକ ଆଖ୍ୟା ଦେଇଛନ୍ତି। କାନେରିଆ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ମଧ୍ୟ ଇଚ୍ଛା!-->…
ଜନସାଧାରଣଙ୍କ ଅନୁରୋଧ ମାନିଲା ପ୍ରଶାସନ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏବଂ ସ୍ୱାଧୀନତା ଦିବସରେ ସଟ୍ଡାଉନ…
ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ଓ ନୂଆଖାଇ ଅବସରରେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍ ରହିବ ନାହିଁ। ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ସମୟରେ ଲାଗୁ ହେବନି ସଟ୍ଡାଉନ କଟକଣା। ଏନେଇ!-->…
ଲଞ୍ଚ ହେଲା ଏଲଜି ଇଣ୍ଡିଆର ଅନଲାଇନ ଷ୍ଟୋର ‘ଡାଇରେକ୍ଟ-ଟୁ-କଞ୍ଜୁମର’ ଚ୍ୟାନେଲ ବିଜନେସ : ଏବେ ଗ୍ରାହକଙ୍କ ଘରେ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ଗ୍ରାହକଙ୍କ ନିକଟକୁ ସିଧା ପହଞ୍ଚାଇବା ପାଇଁ ‘ଡାଇରେକ୍ଟ-ଟୁ-କଞ୍ଜୁମର ଚ୍ୟାନେଲ' ଲଞ୍ଚ କରିଛି। ପ୍ରତ୍ୟେକ ଗ୍ରାହକଙ୍କ ରୁଚିକୁ ଆଖି ଆଗରେ ରଖି ଇ-କମର୍ସ କମ୍ପାନୀଙ୍କ ପରି ଗ୍ରାହକମାନେ ଅନ୍ୟ ଉତ୍ପାଦ!-->…
କରୋନା ପ୍ରଭାବ : ନିବେଶକଙ୍କୁ ବିପୁଳ ରିଟର୍ଣ୍ଣ ଦେଉଛି ସୁନା – ଦିପାବଳୀ ବେଳକୁ ସୁନା ଦର ଛୁଇଁପାରେ ୭୦,୦୦୦…
ମୁମ୍ବାଇ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଗତ କିଛି ଦିନ ମଧ୍ୟରେ କ୍ରମାଗତ ଭାବେ ୧୬ ଦିନ ଧରି ସୁନା ଓ ରୁପା ଦରରେ ବୃଦ୍ଧି ଜାରି ରହିଛି । କରୋନା ମାଡ଼ରେ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଚଳିତବର୍ଷ ଜାନୁଆରୀଠାରୁ ନିବେଶକଙ୍କୁ ବିପୁଳ!-->…
ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ : ସେପ୍ଟେମ୍ବର ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ପିଲାଙ୍କ ପାଠପଢ଼ାରେ କ୍ଷତି ହୋଇଥିଲେ ହେଁ ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ। ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ୪ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆସନ୍ତା ସେପ୍ଟେମ୍ବର ଶେଷ!-->…
ରୁଷ ଲଞ୍ଚ କଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ : ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ ଡୋଜ
ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ସବୁ ଅପେକ୍ଷାର ଅନ୍ତ ଘଟାଇ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ କରୋନାକୁ ମାତ ଦେଇପାରୁଥିବା ଟିକା ବାହାର କରିବାରେ ସକ୍ଷମ ହୋଇଛି। ଆଜି ରୁଷ କରୋନା ଟିକା ବାହାର କରିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଋଷ!-->…
ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ସଂକ୍ରମିତ : ମନ୍ଦିର ବନ୍ଦ କରିବା ପାଇଁ ଲୋକଙ୍କ ଦାବି
କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୧୧/୦୮: କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି।!-->…
