Browsing Category

Llifestyle

ଚମକିଲେ ଆଉ ଜଣେ ଓଡ଼ିଆ ‘ନିଖିଳ ରଥ’ : ଟ୍ଵିଟ କରି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ରହିତ ଗଗନଯାନ ମିଶନ ପାଇଁ ଚୂଡ଼ାନ୍ତ ୪ ଜଣ ମହାକାଶଚାରୀଙ୍କ ମଧ୍ୟରେ ବଲାଙ୍ଗୀର ସୁନ୍ଦରପଦାର ନିଖିଲ ରଥ । ବର୍ତ୍ତମାନ ଚଣ୍ଡୀଗଡ଼ ଏୟାରବେସ ରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ନିଖିଲ ରଥ ।

ଚାନ୍ଦବାଲି ଅଞ୍ଚଳରେ ବିକାଶର ଆଉ ଏକ ନଗ୍ନ ଚିତ୍ର : ପକ୍କା ରାସ୍ତା ନ ଥିବାରୁ ଗାଁକୁ ଯାଇ ପାରିଲାନାହିଁ ଗାଡି,…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୁଣି ଥରେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକରେ ବିକାଶର ଏକ ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି କାଦୁଅ ପଚପଚ ହେଉଥିବାରୁ କୌଣସି ଚାରିଚକିଆ ଗାଡି ନଯିବା ଫଳରେ ବାଧ୍ୟହୋଇ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ସାଙ୍ଗୀ-ଦୋଳିରେ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ, କେଜ୍ରିୱାଲ ୨ୟ ଓ ୬ଷ୍ଠରେ ନବୀନ:…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଦେଶରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ। ତାଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ୩ୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ

ରାଜଗାଙ୍ଗପୁରରେ ବଢି ଚାଲିଛି କରୋନା ସଂକ୍ରମଣ : ପ୍ରଶାସନ ପକ୍ଷରୁ ସହରକୁ ଦୁଇ ଦିନିଆ ସଟଡାଉନ ଘୋଷଣା

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ମହାମାରୀ କରୋନା ରଚି ଚାଲିଛି ତାଣ୍ଡବ, ସାରା ବିଶ୍ୱ କୁ ସ୍ତବଧ କରିଛି । ବୀରଦର୍ପରେ ମାଡି ଚାଲିଛି ଏହି ମହାମାରୀ।ସରକାରଙ୍କ କଟକଣା ହାର ମାନିଛି ତା ନିକଟରେ - ସତେକି ଗୋଟିଏ ସାହସୀ ଯୋଦ୍ଧା !! କରୋନା ପ୍ରକୋପରୁ ବାଦ ପଡିନି ସୁନ୍ଦରଗଡ଼

ସେରମ ଇନଷ୍ଟିଚ୍ୟୁଟ ଗେଟ୍ସ ଫାଉଣ୍ଡେସନ୍ ସହ ମିଶି ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁନେ/ବେଙ୍ଗାଲୁରୁ ୦୮/୦୮: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଗାଭି, ଭ୍ୟାକ୍ସିନ୍ ଆଲାଇନ୍ସ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଏକ ନୂଆ ଭାଗିଦାରୀରେ ପ୍ରବେଶ କରିଛି ଯାହା ଭାରତ ଏବଂ କମ୍ ଆୟକାରୀ ଦେଶମାନଙ୍କ ପାଇଁ ୧୦୦ ମିଲିୟନ୍ ଡୋଜ୍

ବିହାରର ବାଲ୍ମିକୀ ଟାଇଗର ରିଜର୍ଭ ଫରେଷ୍ଟ ନିକଟସ୍ଥ ବିବାଦୀୟ ନୋ ମ୍ୟାନସ୍‌ ଲ୍ୟାଣ୍ଡରେ ଏକ ହେଲିପ୍ୟାଡ ନିର୍ମାଣ କରୁଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲା ବାଲ୍ମିକୀ ଟାଇଗର ରିଜର୍ଭ ଫରେଷ୍ଟ ନିକଟସ୍ଥ ନୋ ମ୍ୟାନସ୍‌ ଲ୍ୟାଣ୍ଡରେ ନେପାଳ ସରକାର ଏକ ହେଲିପ୍ୟାଡ ନିର୍ମାଣ କାମ ହାତକୁ ନେଇଛନ୍ତି। ଏହା ସହ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୩୬୦ ଡିଗ୍ରି

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଜବତ ଗାଡ଼ିକୁ ଖରା,ବର୍ଷାରେ ପକାଇ ରଖି ନଷ୍ଟ କରନି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୮: ଅପରାଧିକ ମାମଲାରେ ଜବତ ଗାଡିକୁ ଦୀର୍ଘଦିନ ଖରା,ବର୍ଷାରେ ପକାଇ ରଖିବା, ତା’ର କୌଣସି ରକ୍ଷଣାବେକ୍ଷଣ ନକରିବା ଘଟଣାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ପଦକ୍ଷେପ ପରେ ଗାଡ଼ିକୁ ମାଲିକ ଜିମା ‌ଦେବାରେ ସମସ୍ୟା ନାହିଁ ବୋଲି

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୦୮, ୨୦୨୦ରେ ସ୍ୱଚ୍ଛ ଭାରତ ମିଶନର ଇଣ୍ଟରାକ୍ଟିଭ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ। ଗାନ୍ଧିଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଅବସରରେ ଏପ୍ରିଲ ୧୦, ୨୦୧୭ରେ

କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,୨ ଜଣ ପାଇଲଟ୍‌ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ତିରୁଅନନ୍ତପୁରମ୦୮/୦୮: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନେଓ୍ଵରେ ଦୁଇଖଣ୍ଡ ହୋଇଯିବା ପରେ ହେଲପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ସିଆଇଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ

ବେହାଲ ଚାନ୍ଦବାଲି : ୨ ଦିନର ଲଗାଣ ବର୍ଷାରେ ଘରେ ପଶିଲା ନର୍ଦ୍ଦମା ପାଣି – ଉଜୁଡା ଡ୍ରେନେଜ ଓ ପରିମଳ…

ଚାନ୍ଦବାଲି/ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଓଡିଶା ତଥା ଭଦ୍ରକ ଜିଲ୍ଲାର ପୁରାତନ ବନ୍ଦର ନଗରୀ ଚାନ୍ଦବାଲିରେ ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରର ହାଲବେହାଲ ହୋଇଯାଇଛି । ମୁୁୁଖ୍ୟତଃ ସହରର ବହୁ ପୁରାତନ ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ବର୍ଷା
error: Content is protected !!
Open chat