Browsing Category
Llifestyle
ଓମାର ଅବଦୁଲ୍ଲା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିବେନି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଶ୍ରୀନଗର ୨୮/୦୭ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମରେ ଏକ ସ୍ତମ୍ବ ଲେଖିଥିବା ବେଳେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ!-->…
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ସୌନ୍ଦର୍ଯ୍ୟ କରଣ : ବିଭିନ୍ନ ସରକାରୀ କାନ୍ଥ-ବାଡ଼ରେ ଏବେ ଐତିହ ଓ ପରମ୍ପରାର ଚିତ୍ର
ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.ଏସ୍.ଦିବାକର, ଆଇ.ଏ.ଏସ୍ ଙ୍କ ପକ୍ଷରୁ ଧର୍ମଗଡ଼ ସହରର ସଫେଇ ଓ ସୌନ୍ଦର୍ଯ୍ୟକରଣ!-->…
ଚୀନର ୪୭ ଆପ୍କୁୁ ପୁଣି ବ୍ୟାନ୍ କଲା ଭାରତ, ସ୍କାନରରେ PUBG ସମେତ ଆହୁରି ୨୭୫ଟି ଆପ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ନିକଟ ଅତୀତରେ ଭାରତ ସରକାର ୫୯ଟି ଚୀନ୍ ଆପ୍କୁ ବ୍ୟାନ୍ କରି ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏବେ ପୁଣି ଥରେ ଚୀନ୍ର ୪୭ଟି ଆପ୍କୁ ବ୍ୟାନ୍ କରିଛି ଭାରତ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯେଉଁ ନୂଆ ୪୭ ଆପ୍କୁ!-->…
ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କରୋନା ପରୀକ୍ଷଣ କେନ୍ଦ୍ରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନୋଏଡ଼ା,…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କୋଭିଡ୍ ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଭିଡିଓ କନଫେରେନ୍ସିଂ ଜରିଆରେ ନୋଏଡ଼ା, ମୁମ୍ବାଇ ଏବଂ କୋଲକାତାଠାରେ ଏହି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ!-->…
ରାଜ୍ୟ ସୂଚନା କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ସୂଚନା ନ ଦେଲେ ଅଧିକାରୀ ଦେବେ ୨୫ ହଜାର ଜୋରିମାନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ରାଜ୍ୟ ସୂଚନା କମିସନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏଣିକି ସୂଚନା ପ୍ରଦାନ କ୍ଷେତ୍ରରେ କୌଣସି ଅଧିକାରୀ ଜାଣିଶୁଣି ଅବହେଳା କଲେ ଦଣ୍ଡିତ ହେବେ। ସମ୍ପୂକ୍ତ ଅଧିକାରୀଙ୍କୁ ୨୫ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।!-->…
ବିଜୟ ମହାନ୍ତିଙ୍କ ପରେ ଆରପାରିରେ ଆଉ ଜଣେ ଓଡିଆ କଳାକାର ! ! ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ –…
ଢ଼େଙ୍କାନାଳ ଜିଲ୍ଲା, ଭାପୁରସ୍ଥ ଜନ୍ମଭୂମିରେ ହେବ ଶେଷକୃତ୍ୟ।ପ୍ରସିଦ୍ଧ ଓଡିଆ ଆଲବମ୍ 'ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ', 'ଏକଡ଼ା ଏକଡ଼ା ରା' ର ଲୋକପ୍ରିୟ ଅଭିନେତ୍ରୀ ଥିଲେ ଦୀପା ସାହୁ ।
ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୭/୦୭ : ବିଜୟ ମହାନ୍ତିଙ୍କ ପରେ ଆଉ ଜଣେ!-->!-->!-->…
ପୁର୍ନଉଦ୍ଧାର ଅପେକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ ‘ଅମର୍ଦ୍ଦା ଏୟାର…
ରକ୍ଷଣାବେକ୍ଷଣ ଓ ପୁର୍ନଉଦ୍ଧାର ନିମନ୍ତେ ଗୁମୁରି କାନ୍ଦୁଛି 'ଅମର୍ଦ୍ଦା ଏୟାର ଷ୍ଟ୍ରିପ' ! !
ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଗୁମୁରି କାନ୍ଦୁଛି ମୟୂରଭଞ୍ଜର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ 'ଅମର୍ଦ୍ଦା ଏୟାର ଷ୍ଟ୍ରିପ'। ବ୍ରିଟିଶ ଶାସନ ସମୟରେ!-->!-->!-->…
ବଳଦ ନଥିବାରୁ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଲଙ୍ଗଳ ଧରି ହଳ କରୁଥିଲେ ଦୁଇ ଝିଅ, ଖବର ପାଇବା ପରେ ଟ୍ରାକ୍ଟର ପଠାଇଲେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: କରୋନା କାଳରେ ଜମି ହଳ ପାଇଁ ବଳଦ କିଣିବା ପାଇଁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାପାଙ୍କ କାନ୍ଧରେ ବୋଝ ନହୋଇ ଦୁଇ ଝିଅଙ୍କ ଏଭଳି କାମକୁ ଅନେକ କ୍ଷେତ୍ରରେ!-->…
କୋଭିଡ୍-୧୯ ତଥ୍ୟ ପ୍ରଦାନରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡିଶା, ପ୍ରଥମରେ କର୍ଣ୍ଣାଟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର!-->…
ସୌରଭ ଗାଙ୍ଗୁଲି ଆଇସିସି ସଭାପତି ହେବା ପାଇଁ ଯୋଗ୍ୟ : କୁମାର ସାଙ୍ଗାକାରା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/କଲମ୍ବୋ ୨୭/୦୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର!-->…
