Browsing Category

Llifestyle

ପୋଲିସ କର୍ମଚାରୀ ମାନେ ନିଜର ପ୍ଲାଜ୍‌ମା ଦାନ କରିବା ନେଇ ଏସ୍‌ଓପି ଜାରି କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୪/୦୭ : କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ନିଜର ପ୍ଲାଜ୍‌ମା ଦାନ କରିବେ। ଏ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଏସ୍‌ପି ଏବଂ

ଇସ୍ରାଏଲର କିଟ୍‌ରେ ମାତ୍ର ୩୦ ମିନିଟ୍‌ରେ ହେବ କରୋନା ଟେଷ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ପ୍ରତିକାରକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଣିକି କରୋନା ଟେଷ୍ଟ ଫଳାଫଳ ମାତ୍ର ୩୦ ମିନିଟରେ ଜଣାପଡିବ। ଏନେଇ ପରୀକ୍ଷାନିରୀକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍ ଭାରତ ଆସିବ । ତେବେ ପୂର୍ବରୁ ଏହାର ପରୀକ୍ଷଣ

ଭଦ୍ରକ ଜିଲ୍ଲା : କରୋନା ଟାର୍ଗେଟରେ ‘କୋଭିଡ ଯୋଦ୍ଧା’ – ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ବ୍ୟାଙ୍କ…

ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ଆଜି ଭଦ୍ରକ ଜିଲ୍ଲାର 'କୋଭିଡ ଯୋଦ୍ଧା' ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କର୍ମଚାରୀ ମାନଙ୍କର କଣ୍ଟାକ୍ଟ

ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଲଦାଖରେ ବୌଦ୍ଧଧର୍ମ ଅଧ୍ୟୟନ କେନ୍ଦ୍ର ଓ ଅନ୍ୟାନ୍ୟ ବିଷୟ ଥିବା ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବାର ଦୁଇ ସପ୍ତାହ ପୂର୍ବରୁ

ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୪/୦୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା

ଅକ୍ଟୋବର ପହିଲାରୁ ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ – ସିବିଆଇସି

କଳିଙ୍ଗ ଜ୍ୟୋତି ବ୍ୟୁରୋ ମାଙ୍ଗାଲୋର ୨୪/୦୭: ଇ-ଇନଭଏସିଂ ସ୍କିମକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ

ଓଡିଶାରେ ବଢି ଚାଲିଛି ସ୍ଥାନୀୟ ସଂକ୍ରମଣ – ମହାମାରୀ ଦେଖାଉଛି ଗୋଷ୍ଠୀ ସଂକ୍ରମଣ ଭୟ ! !

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୫୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୧୦୬୭, ଲୋକାଲ କେସ୍ ୫୨୭ - ଆଜି କରୋନା ନେଲା ପୁଣି ୬ ମୁଣ୍ଡ : ମୋଟ ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ! ! ଗଂଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ; ରାଜ୍ୟରେ ମୋଟ

ଚାଇନା ଓ ପାକିସ୍ତାନ ଉପରେ ଭାରତର ଅର୍ଥନୀତିକ ଷ୍ଟ୍ରାଇକ: ଲାଗୁ ହେଲା ନୂଆ କଟକଣା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଡିଜିଟାଲ ଷ୍ଟ୍ରାଇକ ପରେ ଭାରତ ସରକାର ଚାଇନା ଉପରେ ଅର୍ଥନୀତିକ ଷ୍ଟ୍ରାଇକ କରିଛନ୍ତି। ଚାଇନା ସହ ସୀମା ବିବାଦ ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାରତ ସରକାର ଗୁରୁବାର ବିଳମ୍ବିତ ରାତିରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଇନା ଓ

ମହିଳା ସେନା ଅଧିକାରୀଙ୍କୁ ସଶକ୍ତ କରିବା ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ:ଭାରତୀୟ ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ବଡ଼ ଭୂମିକା

ଦେଶରେ ସ୍ବାଧନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ଗାଇଡ୍‌ଲାଇନ୍ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ ଗୃହ
error: Content is protected !!
Open chat