Browsing Category

Llifestyle

କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି – ରାଜ୍ୟ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୦/୦୭ : କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆକ୍ଟିଭ୍ କେସ୍ ତୁଳନାରେ ସୁସ୍ଥ ହାର ଅଧିକ ରହିଛି। ଏନେଇ ରବିବାର ରାଜ୍ୟ ସରକାରଙ୍କ କୃଷି ସଚିବ ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ମିଳିତ ଭାବେ ସୂଚନା ଦେଇଛନ୍ତି ।

ସ୍କୁଲ-କଲେଜ୍ ଖୋଲିବା ନେଇ ଅଭିଭାବକଙ୍କୁ ପ୍ରସ୍ତାବ ମାଗିଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କରୋନା ଭାଇରସ ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ହିଁ ଦେଶରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସବୁ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ ହୋଇଯାଇଛି। ଏଣୁ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ର ମାନବ ସମ୍ବଳ

ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କଲେ ରାଜ୍ୟ ସରକାର ‌- ସକାଳ ୮ରୁ ଦିନ ୨ଟା ଯାଏଁ ଖୋଲା ରହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ମହାମାରୀ କରୋନା ଭାଇରସ ପାଇଁ ଗତ ୧୭ ତାରିଖ ରାତି ୯ଟାରୁ ଠାରୁ ଆରମ୍ଭ ହୋଇଥିବା ଲକଡାଉନ ଅଂଚଳରେ ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ନୂତନ ଆଦେଶନାମା

ଚୀନ ପାଇଁ ଟିକଟକ୍, ହୁଏଇ ସହ ୪ ପ୍ରମୁଖ କମ୍ପାନୀ ପିଏଲଏକୁ ତଥ୍ୟ ଦେଇ ଗୁଇନ୍ଦାଗିରି କରୁଛନ୍ତି ?

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : କେନ୍ଦ୍ର ସରକାର ଭାରତରେ କାରବାର କରୁଥିବା ଚାରୋଟି କମ୍ପାନୀକୁ ଚିହ୍ନଟ କରିଛନ୍ତି ଯେଉଁମାନେ ଗୁଇନ୍ଦାଗିରିରେ ସଂପୃକ୍ତ ଅଛନ୍ତି । ଏହି କମ୍ପାନୀମାନେ ଚୀନର ସେନାକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଗତ

ଦେଶରେ ଡାଟା ସୁରକ୍ଷା ଆଇନ ଖୁବଶୀଘ୍ର କାର୍ଯ୍ୟକାରୀ ହେବ : ରବିଶଙ୍କର ପ୍ରସାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭: ସରକାର ଦେଶରେ ଖୁବଶୀଘ୍ର ଏକ ଡାଟା ବା ତଥ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଏବଂ ସଂସଦର ଏକ ସିଲେକ୍ଟ କମିଟି ଏ ସଂପର୍କରେ ପରୀକ୍ଷା ନିରୀକ୍ଷା କରୁଛି। ଡାଟା ବା ତଥ୍ୟ ର ସାର୍ବଭୌମତ୍ୱ ଉପରେ ସରକାର କେବେ ବି ସାଲିସ୍‍ କରିବେ

କର୍ଣ୍ଣାଟକର ଏନଏସି କାଉନସିଲରଙ୍କ ଭାଇରାଲ ଭିଡିଓ : କହିଛନ୍ତି, ରମ୍ ପିଅ-ଆମଲେଟ୍ ଖାଅ, କରୋନା ଭଗାଅ ।

ମାଙ୍ଗାଲୁରୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଥରହର। ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଭାକସିନ୍ ପ୍ରସ୍ତୁତିରେ ଲାଗିଛନ୍ତି । ଏପରିକି ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ଆରମ୍ଭ ହେଲାଣି । ଏଭଳି ଏକ ସଙ୍କଟ ସମୟରେ କିନ୍ତୁ

ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣକୁ ଅନୁମତି : ଆସନ୍ତାକାଲି ଠାରୁ…

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ର ନୈତିକ କମିଟି ଶନିବାର କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର

ଖୁସି ଖବର : ରାଜ୍ୟରେ ସଫଳ ହେଉଛି ‘ପ୍ଲାଜମା ଥେରାପି’ – ଓଡିଶାରେ ଗୁରୁତର ଆକ୍ରାନ୍ତ ୬ ଜଣ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଓଡିଶାରେ ସଫଳ ହୋଇଛି ପ୍ଲାଜମା ଥେରାପି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା ।

‘ଟ୍ଵିନ-ସିଟି’ ପାଲଟିଛି ମହାମାରୀର ଚରାଭୁଇଁ : ଆଜି ପୁଣି ରାଜଧାନୀରୁ ୫୨ ଜଣ ଓ କଟକ ସହରରୁ ୧୬ ଜଣ ନୂଆ…

ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୫୨ ଜଣ ଓ କଟକ ସହରରୁ ୧୬ ଜଣ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର ଓ କଟକ ସହର।

ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତ ୨୦୦ ଆପ ତିଆରି କରିଛି : କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାତୀୟ ସୁରକ୍ଷା ତଥା ଡାଟା ଗୋପନୀୟତା କାରଣରୁ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟଙ୍କ ତଥ୍ୟର ଗୋପନୀୟତା ହେଉଛି ସେମାନଙ୍କର ମୌଳିକ ଅଧିକାର ଏବଂ ଏ ନେଇ କୌଣସି ପ୍ରକାରେ ଆପୋଷ ବୁଝାମଣା ହୋଇପାରିବ
error: Content is protected !!
Open chat