Browsing Category

Llifestyle

ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ କେନ୍ଦ୍ରର ନିର୍ଦେଶ: କରୋନାର ଭାରତୀୟ ଭାରିଆଣ୍ଟ ସମ୍ପର୍କିତ ଖବର ହଟାଅ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭାରତୀୟ ଭାରିଆଣ୍ଟ ବି୧.୬୧୭ ସମ୍ପର୍କିତ ଖବରକୁ ହଟାଇବା ଲାଗି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଆଦେଶ ଦେଇଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦେଶ ଦିଆଯାଇଥିବା ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ

ଲଂଚ ହେଲା କୋଭିସେଲ୍ଫ : ୨୫୦ ଟଙ୍କାରେ ନିଜେ ଘରେ କରିପାରିବେ କରୋନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ କରୋନା ପରୀକ୍ଷା ପାଇଁ ଆପଣ ଟେଷ୍ଟିଙ୍ଗ ସେଣ୍ଟରକୁ ଯାଉଛନ୍ତି କି ? ଯଦି ହଁ ତେବେ ଆପଣଙ୍କୁ ସେଠାରେ ବି ସଂକ୍ରମଣର ଭୟ ରହୁଥିବ । ତେବେ ପ୍ରଥମ ଥର ପାଇଁ ଆଇସିଏମଆର ଭାରତର କରୋନାର ପ୍ରଥମ ହୋମ ଟେଷ୍ଟ କିଟକୁ ମଞ୍ଜୁରୀ ଦେଇଛି। ପୁନେର

ଆରମ୍ଭ ହେଲା ‘ଆୟୁଷ କୋଭିଡ-୧୯’ ପରାମର୍ଶ ହେଲ୍ପଲାଇନ

ନୂଆଦିଲ୍ଲୀ : କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ନିମନ୍ତେ ଏକ ସମର୍ପିତ ପରାମର୍ଶ ହେଲ୍ପଲାଇନ ‘ଆୟୁଷ କୋଭିଡ-୧୯’ ନାମରେ କାର୍ୟ୍ୟକ୍ଷମ ହୋଇଛି । ‘ଆୟୁଷ’ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଚିକିତ୍ସାଭିତ୍ତିରେ କରୋନା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ନିଶୁଳ୍କ ୧୪୪୪୩

ବନ୍ଦ ହେବ ଇଣ୍ଟରନେଟ ଏକ୍ସପ୍ଲୋରର, ଘୋଷଣା କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ୱେବ୍‌ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଆସନ୍ତା ୨୦୨୨ରେ ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୨୦୨୧ ଜୁନରେ ଇଣ୍ଟରନେଟ୍‌ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଏକ ରିପୋର୍ଟରେ କୁହାଯାଇଛି। କିନ୍ତୁ ଏବେ

ବିଲ୍‍ ଗେଟ୍ସଙ୍କ ମତ – ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

ନ୍ୟୁୟର୍କ : ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ସର୍ବବୃହତ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥିବା ବିଲ୍‍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶ୍ୱର ଧନାଢ୍ୟ ବ୍ୟକ୍ତି ବିଲ୍‍ ଗେଟ୍ସ ଭାରତ ପରି ବିକାଶଶୀଳ ରାଷ୍ଟ୍ରଗୁଡିକୁ କୋଭିଡ ଟିକା ପ୍ରସ୍ତୁତି ପଦ୍ଧତି ନଦେବାକୁ

ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ମହାମାରୀର ୨ୟ ତରଙ୍ଗ ଜାରି ରହିଛି। ଆଗକୁ ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେବେ କେବଳ ୩ୟ ତରଙ୍ଗ ନୁହେଁ, ଆଗାମୀ ଦିନରେ ଆହୁରି ଏକାଧିକ ତରଙ୍ଗ ଆସିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବା ହୁ)ର

ଟିକାକରଣ ପରେ ସୁରକ୍ଷିତ ହାର ୯୭.୩୮%, କେବଳ ୦.୦୬% ଡାକ୍ତରଖାନାରେ ଭର୍ତ୍ତି ହେବାର ରହିଛି ସମ୍ଭାବନା: ଅଧ୍ୟୟନ

କୋଭିଡ ଟିକାକରଣ ପରେ କେବଳ ୦.୦୬% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ଭାବନା ରହିଛି। ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୭.୩୮% ଏହି ଭୂତାଣୁରୁ ରକ୍ଷା ପାଇପାରିବେ। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ସୂଚନା

ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ…

ନୂଆଦିଲ୍ଲୀ : ଦେଶରେ କରୋନା ପରୀକ୍ଷା ପାଇଁ ସିଟି-ସ୍କାନର ଦୁରୁପଯୋଗ କରାଯାଉଛି । ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନେ ସିଟି-ସ୍କାନ କରିବାର ଆଦୌ ଆବଶ୍ୟକତା ନାହିଁ । ଏହାର ଉପକାର ତୁଳନାରେ ଅପକାର ଅଧିକ । କାରଣ ଗୋଟିଏ ଥର ସିଟି ସ୍କାନ କରିବା ଅର୍ଥ ହେଉଛି ୩୦୦ ଥର ଛାତି

ଜାଣନ୍ତୁ ଯଦି ଅମ୍ଳଜାନ ଅଭାବ ହୁଏ ତେବେ କ’ଣ କରିବେ?

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳି‌ଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ

ବ୍ୟାଙ୍କ ଧର୍ମଘଟ : ସୋମବାର, ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ, ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଗତ ଶନିବାର ଓ ଆଜି (ରବିବାର ) ବନ୍ଦ ଥିବା ବ୍ୟାଙ୍କଗୁଡ଼ିକ ଆସନ୍ତା ଦୁଇଦିନ ଅର୍ଥାତ ସୋମବାର ଓ ମଙ୍ଗଳବାର ମଧ୍ୟ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାରଙ୍କ ବ୍ୟାଙ୍କ ମିଶ୍ରଣ
error: Content is protected !!
Open chat