Browsing Category

Llifestyle

ଅଭିନେତ୍ରୀ ଐଶ୍ୱର୍ୟ୍ୟା ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୮/୦୭ : ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି ।  ୪୬ ବର୍ଷୀୟା ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ

‘କରୋନା ଭୁତାଣୁ’ର ମନ୍ଦିର ପ୍ରବେଶ : ତିରୁପତି ବାଲାଜୀ ମନ୍ଦିରରେ ୧୪ ଜଣ ପୂଜାରୀଙ୍କ ସମେତ ୧୪୦ ଜଣ…

ତିରୁପତି / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ବି ପଶିଛି କରୋନା । ସଂକ୍ରମଣ ରୋକିବାର ସମସ୍ତ ବନ୍ଦୋବସ୍ତ ସତ୍ତ୍ବେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଛି । ଜୁନ୍ ୮ ତାରିଖରେ ଅନଲକ୍ ୧ ପରେ ମନ୍ଦିର ଖୋଲା

ବେକାବୁ ହେଉଛି ରାଜଧାନୀ : ଆଜି ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ ଆକ୍ରାନ୍ତ ଚିହ୍ନଟ – ହଜାରେ ଟପିଲା ମୋଟ…

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ରାଜଧାନୀ ଭୁବନେଶ୍ଵରରେ ବେକାବୁ ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି

ହ୍ୟାକର୍ସ ଙ୍କ ସାଇବର ଆଟାକ : ସାଇବର ହ୍ୟାକର୍ସଙ୍କ କବଳରେ ଓବାମା, ବିଲ୍‌ ଗେଟ୍ସଙ୍କ ସମେତ ବିଶ୍ୱର ଖ୍ୟାତନାମା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବେଜୋସ, ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଏବଂ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ବିଶ୍ୱର ଖ୍ୟାତନାମା ଶିଳ୍ପପତି ଏବଂ ବଡ

ଟ୍ଵିନସିଟିରେ ‘ନାକାବନ୍ଦୀ’ – ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ଗାଡ଼ି ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : କଟକ-ଭୁବନେଶ୍ୱର ଟ୍ଵିନସିଟି ଭିତରକୁ ଏଣିକି ବିନା କାରଣରେ ବାହାର ଗାଡ଼ି ପ୍ରବେଶ କରିପାରିବନି । କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ

ଆଜି ରାଜ୍ୟରେ ଆଉ ୭୧୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ପାର ହେଲା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : ରାଜ୍ୟରେ ଦିନ କୁ ଦିନ କରୋନା ସ୍ଥିତି ବିସ୍ଫୋରକ ହେବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ମଧ୍ୟ ସବୁଦିନ ଲମ୍ବଡିଆଁ ମାରୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୨୪ଟି

ଧର୍ମଗଡ଼ ସହର କୁ ଛୁଇଁଲା କରୋନା : କଣ୍ଟେନମେଣ୍ଟ ଜୋନ ଘୋଷଣା।

ଭବାନୀପାଟଣା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ତିନି ଓ ସାତ ରେ ଦୁଇଜଣ କରୋନା ସଂକ୍ରମିତ ହେବାପରେ ଜନସାଧାରଣରେ ଆତଙ୍କ ଦେଖାଦେଇଛି। ଗତ କାଲି ଜଣେ ଦିଲ୍ଲୀ ଫେରନ୍ତା ଯୁବକ ଗୃହ ସଂଘରୋଧରେ ଥିବା ବେଳେ ସ୍ୱାବ

‘ନ୍ୟୁମୋକୋକାଲ ପଲିସାକାରାଇଡ କଞ୍ଜୁଗେଟ’ ଟୀକା : ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ନିମୋନିଆ…

ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ପୁଣେସ୍ଥିତ 'ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ' ଦ୍ବାରା ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ 'ପଲିସାକାରାଇଡ କଞ୍ଜୁଗେଟ' ଭାକ୍ସିନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : କରୋନା ମୁକାବିଲା ପାଇଁ ଆସନ୍ତାକାଲି, ଜୁଲାଇ ୧୭ ରାତି ୯ଟାରୁ ୩୧ଜୁଲାଇ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୪ ଜିଲ୍ଲାରେ ଲକ୍‌ଡାଉନ୍‌ରେ ରହିବ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ଲାଗୁହେବ ଲକ୍‌ଡାଉନ୍ । ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଏଣିକି ସବୁ ଆର୍‌ଟିଓ ଅଫିସରେ ହେବ ସ୍ବତନ୍ତ୍ର ‘ସିଙ୍ଗଲ୍‌ ୱିଣ୍ଡୋ…

ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୬/୦୭ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଭିଡ଼ ଜମୁଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନରେ ସମସ୍ୟା
error: Content is protected !!
Open chat