Browsing Category
National-International
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ସେ ନିଜେ!-->…
ଚାଇନିଜ୍ ଆପ୍ ଟିକଟକ୍କୁ କିଣିବ ମାଇକ୍ରୋସଫ୍ଟ ! ଆଗେଇଲାଣି କଥାବାର୍ତ୍ତା
ନ୍ୟୁୟର୍କ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ଚାଇନିଜ୍ ଆପ୍ ଟିକଟକ୍କୁ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରାଯାଇଛି । ଏହାପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସଚିବ ମାଇକ ପାମ୍ପିଓ!-->…
ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS)ର ହେଲମେଟ ଲଗାଇବା ବାଧ୍ୟତାମୂଳକ – କେନ୍ଦ୍ର ପରିବହନ ମନ୍ତ୍ରଣାଳୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ହେଲମେଟ ନ ପିନ୍ଧିଲେ ଚାଲାଣ କଟିବା ସାଧାରଣ କଥା ହେଲେ ହେଲମେଟ ପିନ୍ଧିଥିଲେ ବି କାହିଁକି କଟିବ ଚାଲାଣ? ଏବେ ରାସ୍ତା କଡ଼ରୁ ଲୋକାଲ ହେଲମେଟ କିଣିବା ଆପଣଙ୍କୁ ଭାରି ପଡିପାରେ। କେନ୍ଦ୍ର ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଥିରେ!-->…
ରାଜ୍ୟପାଳଙ୍କ ମଞ୍ଜୁରୀ : ଆନ୍ଧ୍ରପ୍ରଦେଶରେ ରହିବ ତିନିଟି ରାଜଧାନୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୦୨/୦୮: ୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ଗୃହୀତ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନ୍ ମୋହନ ରେଡ୍ଡୀ ୨୦୧୯ରେ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ତିନି ତିନିଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ | ଜୁଲାଇ ୧୮,୨୦୨୦ରେ!-->…
ସୁପ୍ରିମ କୋର୍ଟଙ୍କ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ନିର୍ଦ୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାରଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାର୍ଚ୍ଚ ୩୧ ପରେ ଦେଶରେ ଲକଡାଉନ!-->!-->!-->!-->!-->…
ଆମେରିକାର କୋଭିଡ ଟିକା ‘ମଡର୍ଣ୍ଣା ଭାକ୍ସିନ’ ଉପରେ ଏବେ ଚୀନର ସରକାରୀ ହ୍ୟାକରଙ୍କ ଟାର୍ଗେଟ ! !
ଓ୍ୱାସିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୮ : ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି 'ମଡର୍ଣ୍ଣା' ଦ୍ବାରା ବିକଶିତ କୋଭିଡ୍ ଟିକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ହଡ଼ପ କରିନେବା ପାଇଁ ଚୀନୀ ସରକାରଙ୍କ ସହ ସଂପୃକ୍ତ ସାଇବର ହଡ଼ପକାରୀମାନେ ଉଦ୍ୟମ କରିଥିଲେ ବୋଲି ଆମେରିକୀୟ ସୁରକ୍ଷା ସଂସ୍ଥା!-->…
ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା!-->…
ଭାରତୀୟ ସେନା ବାହିନୀ ଉପରେ ଚଳଚ୍ଚିତ୍ର ଓ ଓ୍ବେବ୍ସିରିଜ ନିର୍ମାଣ ହେଲା ପ୍ରତିବନ୍ଧିତ : ଏଣିକି ନେବାକୁ ପଡିବ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : କିଛି ଫିଲ୍ମ ଓ ଓ୍ବେବ୍ସିରିଜ୍ରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ଘଟଣାକୁ ବେଶ୍ ଗମ୍ଭୀର ଭାବରେ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ ।
ଏହି ଅଭିଯୋଗ!-->!-->!-->!-->!-->…
ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆକାଉଣ୍ଟରୁ ୧୫ କୋଟି ଗାଏବ: ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୧/୦୮: ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ’ ଇଡି ପ୍ରିଭେନସନ୍ ଅଫ୍ ମନି!-->…
ସଜେଇ ହେଲାଣି ରାମନଗରୀ ଅଯୋଧ୍ୟା : ୧ ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି।
!-->!-->!-->!-->!-->…
