Browsing Category

National-International

ଟିକାର ବୁଷ୍ଟର ଡୋଜ୍ ଦିଆଯିବା ଉପରେ ଏବେ କୌଣସି ବିଚାର କରାଯାଉନାହିଁ : ଆଇସିଏମଆର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ ୧୬/୦୯/୨୦୨୧ କଳିଙ୍ଗ ଜ୍ୟୋତି : ବୁଷ୍ଟର ଡୋଜ ଉପରେ ଏବେ କୌଣସି ବିଚାର କରାଯାଉନାହିଁ ଓ ଲୋକମାନଙ୍କୁ କରୋନା ଟିକାର ଉଭୟ ମାତ୍ରା ଦେବା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ କଳିଙ୍ଗ ଜ୍ଯୋତି ୧୩/୦୯/୨୦୨୧ : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଭୂପେନ୍ଦ୍ର ପଟେଲ। ସୋମବାର ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର

ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ କଳିଙ୍ଗ ଜ୍ଯୋତି ୧୨/୦୯/୨୦୨୧ : ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି। ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲ ନେତା ନିର୍ବାଚିତ। ଫଳରେ ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ

ପରିବର୍ତ୍ତନ ପାଇଁ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୮/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ ପରିବର୍ତ୍ତନ ପାଇଁ ଏକ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମାଇ ଗଭ୍‍ ଇଣ୍ଡିଆ ଫୋରମରେ ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ଗତ ୭ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ବ୍ୟାପକ

ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶା ଦ୍ୱିତୀୟ: ନବ ଦାସ

ଭୁବନେଶ୍ୱର ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଉପସ୍ଥିତ ରହି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନଶୁଖ

ଭିଟାମିନ ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍‍ସର

ହାଇଦରାବାଦ/ବଦ୍ଦେଶ୍ୱରମ ୨୮/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତରେ ବିକଶିତ ହୋଇଛି ହାତ ତିଆରି ପେପର ସେନ୍‍ସର। ଦେଶରେ ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ କେଏଲ ଡିମ୍‍ଡ-ଟୁ-ବି ୟୁନିଭରସିଟି, ଏହି ଅନନ୍ୟ ହାତ ତିଆରି ପେପର ସେନ୍‍ସର ବିକଶିତ

୨ୟ ଲହର ଶେଷ ହୋଇନାହିଁ, ସେପ୍ଟେମ୍ବର-ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ ୨୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୪୬ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତାହାର ୫୮ ପ୍ରତିଶତ ଗୋଟିଏ ରାଜ୍ୟ କେରଳରୁ ଆସିଛି । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ

ନିୟମିତ ଓ ଅନିୟମିତ ସରକାରୀ କର୍ମଚାରୀଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ : ମାଡ୍ରାସ ହାଇକୋର୍ଟ

ମାତୃତ୍ୱ କାଳୀନ ସୁବିଧା ପ୍ରଦାନ ପ୍ରସଙ୍ଗ ଚେନ୍ନାଇ ୨୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମାତୃତ୍ୱ କାଳୀନ ସୁବିଧା ପ୍ରଦାନକୁ ନେଇ ନିୟମିତ ତଥା ଅ-ନିୟମିତ ବିବାହିତ ମହିଳା ସରକାରୀ କର୍ମଚାରୀଙ୍କ ମଧ୍ୟରେ କୌଣସି ଭେଦଭାବ ହୋଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏ ପ୍ରସଙ୍ଗରେ ରାଜ୍ୟ

ଜାଇଡସ କାର୍ଡିଲାର କରୋନା ଟିକାକୁ ସରକାରୀ ବିଶେଷଜ୍ଞ କମିଟିର ସବୁଜ ସଂକେତ

ନୂଆଦିଲ୍ଲୀ ୨୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତରେ ଖୁବଶୀଘ୍ର ଏକ ଦେଶୀ କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡିକୁ ଭାରୀତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ବିଶେଷଜ୍ଞ କମିଟି (ସବଜେକ୍ଟ

ଫେସବୁକ ଓ ଇନଷ୍ଟାଗ୍ରାମ ହଟାଇଲା ରାହୁଲ ଗାନ୍ଧିଙ୍କ ପୋଷ୍ଟ

ନୂଆଦିଲ୍ଲୀ ୨୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦେଇଛି। ଏହି ପୋଷ୍ଟରେ ଦୁଷ୍କର୍ମ ପୀଡିତା‌ଙ୍କ ପରିବାରଙ୍କ ପରିଚୟ ଜଣାପଡ଼ୁଥିଲା। ଏହାପୂର୍ବରୁ ଟୁଇଟର ଦ୍ବାରା ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦିଆଯିବା ସହିତ
error: Content is protected !!
Open chat