Browsing Category
National-International
ଅଭିନେତ୍ରୀ ଐଶ୍ୱର୍ୟ୍ୟା ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୮/୦୭ : ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୪୬ ବର୍ଷୀୟା ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ!-->…
ରାଜସ୍ଥାନରେ ହାଇ-ଭୋଲଟେଜ ରାଜନୈତିକ ଡ୍ରାମା : ବାଚସ୍ପତିଙ୍କ ନୋଟିସ ବିରୋଧରେ୧୯ ବିଦ୍ରୋହୀ ବିଧାୟକ ହାଇକୋର୍ଟଙ୍କ…
ଜୟପୁର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁକ୍ରବାର ଶୁଣାଣି ହୋଇଛି । ଏହାପୂର୍ବରୁ ଏହି!-->…
‘କରୋନା ଭୁତାଣୁ’ର ମନ୍ଦିର ପ୍ରବେଶ : ତିରୁପତି ବାଲାଜୀ ମନ୍ଦିରରେ ୧୪ ଜଣ ପୂଜାରୀଙ୍କ ସମେତ ୧୪୦ ଜଣ…
ତିରୁପତି / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ବି ପଶିଛି କରୋନା । ସଂକ୍ରମଣ ରୋକିବାର ସମସ୍ତ ବନ୍ଦୋବସ୍ତ ସତ୍ତ୍ବେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଛି । ଜୁନ୍ ୮ ତାରିଖରେ ଅନଲକ୍ ୧ ପରେ ମନ୍ଦିର ଖୋଲା!-->…
ବିଶ୍ୱର ପ୍ରଥମ କରୋନା ଭ୍ୟାକସିନର ‘ହ୍ୟୁମାନ ଟ୍ରାଏଲ’ କଲା ଚୀନ : ବିନା ମଞ୍ଜୁରୀରେ ପରୀକ୍ଷଣ କରୁଛି…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ବିଶ୍ବରେ କରୋନାର ସବୁଠାରୁ ପ୍ରଥମେ ଭ୍ୟାକସିନ୍ ତିଆରି କରିବା ପାଇଁ ଚୀନର ଏକ କମ୍ପାନୀ ପରୀକ୍ଷଣ ଭାବରେ ନିଜର କର୍ମଚାରୀଙ୍କୁ କୋଭିଡ୍-୧୯ ଭ୍ୟାକସିନ୍ ଦେଇଛି। କୁହାଯାଉଛି ଯେ, ଏଥିପାଇଁ କମ୍ପାନୀକୁ କୌଣସି ଅନୁମତି ମିଳିନାହିଁ। ଦ୍ରୁତ!-->…
ଶେଷରେ ଭାରତର ଦାବି ମାନିଲା – କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ‘କନ୍ସୁଲାର୍ ଆକ୍ସେସ୍’ ପାଇଁ ଅନୁମତି…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଭାରତର ଦାବି ମାନିଲା ପାକିସ୍ତାନ। କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ଲାଗି କନ୍ସୁଲାର୍ ଆକ୍ସେସ୍ ପ୍ରଦାନ କଲା ପାକିସ୍ତାନ। କନସୁଲାର ଆକ୍ସେସ ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଅଧିକାରୀ ଭେଟିପାରିବେ। ଏହି ସାକ୍ଷାତକାର ସମୟରେ!-->…
ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଇ ଦିନିଆ ଲେହ ଗସ୍ତ : ଭାରତୀୟ ସେନାର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜନାଥ ସିଂହ
ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିବସୀୟ ଲେହ ଯାତ୍ରାରେ ପହଁଞ୍ଚିଛନ୍ତି। ଲେହର ସ୍ଥାକନାରେ ସେନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜପାଥ। ସ୍ଥାକନାରେ ଭାରତୀୟ ସେନାର ଖାସ୍ କାର୍ଯ୍ୟକ୍ରମ ଯବାନଙ୍କୁ ପାରା ଡ୍ରପଂ!-->…
ହ୍ୟାକର୍ସ ଙ୍କ ସାଇବର ଆଟାକ : ସାଇବର ହ୍ୟାକର୍ସଙ୍କ କବଳରେ ଓବାମା, ବିଲ୍ ଗେଟ୍ସଙ୍କ ସମେତ ବିଶ୍ୱର ଖ୍ୟାତନାମା…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବେଜୋସ, ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ବିଶ୍ୱର ଖ୍ୟାତନାମା ଶିଳ୍ପପତି ଏବଂ ବଡ!-->…
‘ନ୍ୟୁମୋକୋକାଲ ପଲିସାକାରାଇଡ କଞ୍ଜୁଗେଟ’ ଟୀକା : ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ନିମୋନିଆ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ପୁଣେସ୍ଥିତ 'ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ' ଦ୍ବାରା ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ 'ପଲିସାକାରାଇଡ କଞ୍ଜୁଗେଟ' ଭାକ୍ସିନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି!-->…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : କରୋନା ମୁକାବିଲା ପାଇଁ ଆସନ୍ତାକାଲି, ଜୁଲାଇ ୧୭ ରାତି ୯ଟାରୁ ୩୧ଜୁଲାଇ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୪ ଜିଲ୍ଲାରେ ଲକ୍ଡାଉନ୍ରେ ରହିବ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ଲାଗୁହେବ ଲକ୍ଡାଉନ୍ । ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ!-->…
ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅର୍ଥାଭାବ ଭେଳିକି : ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ତଥ୍ୟ ଉପସ୍ଥାପନା –…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଚର୍ଚାରେ ଓଡ଼ିଶାର ଅଲିମ୍ପିଆନ ତଥା ଆଥଲେଟ ଦୂତୀ ଚାନ୍ଦ।ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍ଡବ୍ଲୁ କାର୍ ବିକ୍ରି କରିବାକୁ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା!-->…
