Browsing Category

National-International

ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଝା ଦଳରୁ ନିଲମ୍ବିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାମ। ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି।

ଓଲିଙ୍କ ବିବାଦୀୟ ‘ଅଯୋଧ୍ୟା’ ବୟାନ ନେଇ ସଫେଇ ଦେଲା ନେପାଳ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ / କାଠମାଣ୍ଡୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ନେପାଳ ପ୍ରଧାନମନ୍ତ୍ରୀ ଓଲି ନିଜର ଅଦ୍ଭୁତ ବୟାନକୁ ନେଇ ଆଲୋଚନାର ଶିକାର ହୋଇଥିବା ହେତୁ ନେପାଳର ବିଦେଶ ମନ୍ତ୍ରାଳୟ ସଫେଇ ଦେଇ କହିଛି ଯେ ଏହି ବୟାନର କୌଣସି ରାଜନୈତିକ ଲେନଦେନ ନାହିଁ । ଏହା ଦ୍ୱାରା କାହାର ଭାବନାକୁ ଆଘାତ

ରାଜସ୍ଥାନ ରାଜନୀତି ରେ ନୂଆ ମୋଡ: କଣ କରିବେ ସଚିନ ପାଇଲଟ ?

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭ : ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ସଚିନ ପାଇଲଟ ଏବେ କ‘ଣ କରିବେ, ତା’କୁ ନେଇ ଚର୍ଚ୍ଚା ଜୋରଧରିଛି। ସେ ବିଜେପିକୁ ଯିବେ ନା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଗୋଟି ଚାଳନା କରିବେ, ତା’ ଉପରେ ସମସ୍ତଙ୍କ

ଓଡ଼ିଶାରେ କରୋନା ଆରୋଗ୍ୟହାର ବଢ଼ୁଛି : ରାଜେଶ ଭୂଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣଙ୍କ ସୂଚନା। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି। ଯାହା ଜାତୀୟ ହାର ଠାରୁ ୨୦ଟି ରାଜ୍ୟର

ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟା ରେ ଭିସି ଜରିଆରେ ଓଡ଼ିଶାରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। SCB ମେଡିକାଲରେ ଅପରାହ୍‌ଣ ୫ଟା ୧୫ରେ ଭିସି ଜରିଆରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ @Naveen_Odisha

ବିହାରରେ ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା ହେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ପାଟନା ୧୫/୦୭ : କୋଭିଡ୍-୧୯ ବିସ୍ତାର ଦମନ କରିବାକୁ ଜୁଲାଇ ୧୬ରୁ ୩୧ ତାରିଖଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ହେବ ବ‌ୋଲି ମଙ୍ଗଳବାର ଦିନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ ପ୍ରସ୍ତୁତ ଦୁଇଟି ଭ୍ୟାକ୍ସିନ୍ ର ମାନବ ପରୀକ୍ଷଣ ଆରମ୍ଭ : ଆଇସିଏମଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ଭାରତରେ ଏବେ ଦୁଇଟି କରୋନା ଟୀକା ଉପରେ ପରୀକ୍ଷଣ ଚାଲିଛି । ପଶୁମାନଙ୍କ ଉପରେ ସେଗୁଡ଼ିକର ପରୀକ୍ଷଣ ସଫଳର ରହିବା ପରେ ମାନବ ପରୀକ୍ଷଣ ଆରମ୍ଭ ହୋଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ

ଜୁଲାଇ ୨୨ ପରେ ଭାରତକୁ ପୁଣି ଫେରିପାରେ ଟିକ୍‌ଟକ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ଗତ କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତ ସରକାର ଲୋକପ୍ରିୟ ଟିକଟକ ଆପ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ୍‌ କରିଥିଲେ। ଆପ୍‌ଗୁଡ଼ିକ ବ୍ୟାନ୍‌ ହେବାପରେ କେନ୍ଦ୍ରୀୟ ଇଲୋକଟ୍ରୋନିକ୍ସ ଓ ସୂଚନା

ବାୟୁମାଧ୍ୟମରେ କରୋନା ବ୍ୟାପୁଥାଇପାରେ : ଆଇସିଏମଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : କରୋନା ସଂକ୍ରମଣ ଡ୍ରପଲେଟ ମାଧ୍ୟମରେ ବ୍ୟାପିଥାଏ । ତେବେ କେତେକ ବୈଜ୍ଞାନିକ କହୁଛନ୍ତି ଯେ ଏହା ବାୟୁମାଧ୍ୟମରେ ମଧ୍ୟ ବ୍ୟାପୁଥାଇପାରେ । ବାୟୁରେ ଥିବା ମାଇକ୍ରୋ ଡ୍ରପଲେଟ (୫ ମାଇକ୍ରନରୁ କମ ଆକାରର) ମାଧ୍ୟମରେ ଏହା ବ୍ୟାପୁଥାଇପାରେ । ତେବେ

ଆସନ୍ତାକାଲି ଠାରୁ ବିହାର, ଓଡ଼ିଶା, ଆନ୍ଧ୍ର‌ପ୍ରଦେଶ ଏବଂ ଗୋଆରେ ଅତି ପ୍ରବଳ ବର୍ଷା ସମ୍ଭାବନା: ଭାରତୀୟ ପାଣିପାଗ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହାଛଡ଼ା ଉତ୍ତର ପ୍ରଦେଶ,
error: Content is protected !!
Open chat