Browsing Category
National-International
ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ବିଜେପି ରୋକ ଲଗାଇଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଥିବା ଭିତିରି ବୁଝାମଣା ପୁଣିଥରେ ସାମ୍ନାକୁ ଆସିଛି। କରୋନା ମୁକାବିଲାରେ ଭାରତ ସରକାର କେତେ ଦୂର ସଫଳ ହୋଇଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ପିଏମ!-->…
ବିବାଦ ନକରି ଭାରତ ଓ ଚୀନ ପରସ୍ପର ସହଯୋଗୀ ହେବା ଉଚିତ :ଚୀନ ରାଷ୍ଟ୍ରଦୂତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ସୀମାରେ ସୈନ୍ୟ ଠୁଳକରି ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ଆଜି ଶାନ୍ତିର କଥା କହିଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍ଵଡଙ୍ଗ୍ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ!-->…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି , Whatsapp ଓ Teligramରେ ପଠାଯିବ ସମନ୍ ଓ ଲିଗାଲ ନୋଟିସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଏବେ କୋର୍ଟଙ୍କ ପକ୍ଷରୁ ସମନ୍ ଅଥବା ଲିଗାଲ ନୋଟିସ୍ ସୋସିଆଲ ନେଟୱାର୍କିଂ ସାଇଟ୍ରେ ପଠା ଯାଇପାରିବ। ଏଥିଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍!-->…
ସାରା ଦେଶରେ ଖୁବ୍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ : ଆଇସିଏମ୍ଆର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭:: କୋଭିଡ୍-୧୯ ସଂକ୍ରମଣର ଗତି ନିର୍ଦ୍ଧାରଣ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର) ସାରା ଦେଶରେ ଖୁବ୍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ ଆରମ୍ଭ କରିବାକୁ ଯୋଜନା କରୁଛି। ଲୋକମାନଙ୍କ ମଧ୍ୟରେ କୋଭିଡ୍-୧୯ ସଂକ୍ରମଣର ଗତି!-->…
ବ୍ୟାନ୍ ହୋଇଥିବା ୫୯ ଚାଇନିଜ୍ ଆପକୁ ସରକାରଙ୍କ ନୋଟିସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍ ହୋଇଥିବା ୫୯ ଟି ଚାଇନିଜ୍ ଆପକୁ ନୋଟିସ୍ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍ରେ ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି।!-->…
ବାୟୁ ଦ୍ୱାରା କରୋନା ବ୍ୟାପିବା ସମ୍ଭାବନା ପରେ WHO ର ନୂଆ ଗାଇଡଲାଇନ୍ ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କରୋନା ଭାଇରସକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି । ବାୟୁ ଦ୍ୱାରା ଭାଇରସ ବ୍ୟାପିବା ଖବର ଆସିବା ପରେ ଏହି ଗାଇଡଲାଇନ୍ ଜାରି କରାଯାଇଛି ।
ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗାଇଡଲାଇନ୍!-->!-->!-->!-->!-->…
ଭାରତରେ ପହଞ୍ଚିଲା ଆଉ ୫ଟି ଆପାଚେ ଲଢୁଆ ହେଲିକାପ୍ଟର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି । ଗଲଓ୍ଵାନ ସଂଘର୍ଷ ପରେ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ପୁଣି ଫେରିବା ଅସମ୍ଭବ ନୁହେଁ । ଏଣୁ ଭାରତ ନିଜର ଲଢୁଆ ବିମାନ ଓ!-->!-->!-->…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ୱାସନା : ବଢୁଛି କରୋନା ସୁସ୍ଥ ହାର, କମୁଛି ମୃତ୍ୟୁ ହାର, ଭୟ ନ କରିବାକୁ କହିଲେ…
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି। କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର!-->…
ଆଜି ICSE ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଲା
ଭୁବନେଶ୍ୱର / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଆଜି ଅପରାହ୍ଣ ୩ଟା ବେଳେ CISCE ନୋଟିଫିକେସନ୍ ଜାରି କରି ରେଜଲ୍ଟର ଘୋଷଣା କରିଛି। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (CISCE) ପକ୍ଷରୁ ଦଶମ (ICSE) ଓ ଦ୍ୱାଦଶ (ISC) ପରୀକ୍ଷା ଫଳ ଆଜି!-->…
କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କର୍ମଚାରୀ କରୋନା ପଜିଟିଭ୍, ଘରୁ କାମ କରିବେ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ।
ବେଙ୍ଗାଲୁରୁ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ବେଙ୍ଗାଲୁରୁ ସ୍ଥିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କ ସରକାରୀ ବାସଭବନ ବା ଅଫିସର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଘରୁ ରହି କାମ କରିବେ ମୁଖ୍ୟମନ୍ତ୍ରୀ। ପ୍ରତିକାର ସ୍ୱରୂପ ଏପରି!-->…
