Browsing Category

National-International

ଜୁଲାଇ ୨୧ ରୁ ଅମରନାଥ ଯାତ୍ରା : ସମସ୍ତ ଯାତ୍ରୀଙ୍କର ହେବ କୋଭିଡ଼ ଟେଷ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୦୬/୦୭ : ବାବା ଅମରନାଥଙ୍କ ପ୍ରସିଦ୍ଧ ଦିବ୍ୟ ଆଳତୀ ଆରମ୍ଭ ହୋଇଛି। ଜୁଲାଇ ୫ ରୁ ଅଗଷ୍ଟ ୩ ତାରିଖ ଯାଏଁ ସକାଳ ଓ ସନ୍ଧ୍ୟା ଆଳତୀ ପ୍ରତ୍ୟେକ ଦିନ ଦୂରଦର୍ଶନରେ ସିଧାପ୍ରସାରଣ କରାଯିବ। ଏହାସହ ଚଳିତ ବର୍ଷ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା।

କରୋନା ପାଇଁ ଆଇସିଏସ୍‌ଇ, ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ ହେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍‌ଇ ଏବଂ ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ପାଠ୍ୟକ୍ରମ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ

୩୨ଟି ଦେଶର ବୈଜ୍ଞାନିକଙ୍କ ଦାବି : ବାୟୁ ଦ୍ୱାରା ବ୍ୟାପୁଛି କରୋନା,WHO କୁ କଲେ ସତର୍କ

ନୂଆଦିଲ୍ଲୀ, ୦୬।୭: ବାୟୁରେ ବ୍ୟାପୁଛି କରୋନା । ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏନେଇ ବୈଜ୍ଞାନିକାନେ ଓପନ ଲେଟର୍ ମଧ୍ୟ ଲେଖିଛନ୍ତି । ଏହାକୁ ନେଇ ବିଶ୍ୱ

ଚୀନ୍‌ ବିରୋଧୀ ସ୍ୱର ବଢ଼ିଲାଣି,ମୁକାବିଲା ପାଇଁ ଆମେରିକା-ବ୍ରିଟେନ୍‌ ସେନା ମୁତୟନ କଲେଣି

ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ, କରୋନା ପାଇଁ ଖରାପ ଆର୍ଥିକ ସ୍ଥିତି ଏବଂ ଭାରତୀୟ ସୀମାରେ ଅତିକ୍ରମଣ ପ୍ରୟାସ ଏବେ ଚୀନ୍‌ ପାଇଁ ମହଙ୍ଗା ପଡ଼ିଛି। ପୂର୍ବ ଲଦାଖ୍‌ରେ ଚୀନ୍‌ର ବିସ୍ତାରବାଦୀ ନୀତିର ଭାରତ କଡ଼ା ଜବାବ ଦେଇଛି ଏବଂ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ

ବିଜେପିର ଜାତୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଆଜି ନିଜର ‘ପ୍ଲାଜମା’ ଦେଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଡ.ସମ୍ବିତ ପାତ୍ର ଆଜି ନିଜର ପ୍ଲାଜମା ଦେଇଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ମେଦାନ୍ତ ହସ୍ପିଟାଲରେ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

ଭାରତ – ଚୀନ ସୀମା ବିବାଦ : ଗଲୱାନ ଘାଟିରେ ୧ କି.ମି. ପଛକୁ ହଟିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତ ଜୁନ ୧୫ ତାରିଖରେ ଗଲୱାନ ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ସେହି ସ୍ଥାନଠାରୁ ୧ କି.ମି. ପଛକୁ ହଟିଛନ୍ତି ଚୀନ ସୈନ୍ୟ। ଉଭୟ ଦେଶ ମଧ୍ୟରେ ସେନା କମାଣ୍ଡର ସ୍ତରୀୟ ବୈଠକରେ ବାରମ୍ବାର ଦୁଇଦେଶ

ଅଗଷ୍ଟ ୧୫ ସୁଦ୍ଧା କରୋନା ଭ୍ୟାକସିନ ସମ୍ଭବ ନୁହେଁ – ବିଜ୍ଞାନ ମନ୍ତ୍ରଣାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭: ଅନେକ ସଂଗଠନ ଏବଂ ବିରୋଧୀ କରୋନା ଭାଇରସ ଟିକା ସମ୍ବନ୍ଧରେ ଆଇସିଏମଆର ଦାବି ଉପରେ ପ୍ରଶ୍ନ ଉଠାଉଥିଲେ, ବର୍ତ୍ତମାନ ବିଜ୍ଞାନ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ୨୦୨୧ ପୂର୍ବରୁ ଏହି ଭ୍ୟାକସିନ ବ୍ୟବହାର ହେବାର ସମ୍ଭାବନା ନାହିଁ। ଆଇସିଏମଆର

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଁଚିଲା ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : କରୋନାଭାଇରସ୍ ମହାମାରୀରେ ଭାରତ ରବିବାରଦିନ ଋଷକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଁଚିଛି। ଏହି ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦୁଇ ଦେଶ ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ପହଁଚିଛି। ଦେଶର ଦ୍ରୁତ ଗତିରେ

ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା : ମହାପ୍ରସାଦ ପାଇ ବିଭୋର ହେଲେ ଭକ୍ତ

ପୁରୀ, (କଳିଙ୍ଗ ଜ୍ୟୋତି) ୦୬/୦୭ : ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡିଛନ୍ତି ଶ୍ରୀମନ୍ଦିର। ସରିଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ଖାଲିପଡିଥିବା ରତ୍ନସିଂହାସନ ମହାପ୍ରଭୁଙ୍କୁ ପାଇ ଶୋଭାବର୍ଦ୍ଧନ କରୁଛି । ନୀଳକନ୍ଦରରେ ବିରାଜମାନ କରିଛନ୍ତି କଳା ଠାକୁର । ରବିବାର
error: Content is protected !!
Open chat