Browsing Category
National-International
ଭାରତ ଏବଂ ଅନ୍ୟ ଦେଶ ପ୍ରତି ଚୀନ୍ ଆଡୁ ଥିବା ବିପଦର ମୁକାବିଲା ପାଇଁ ନିଜର ସୈନ୍ୟ ମୁତୟନ ସ୍ଥିତି ସମୀକ୍ଷା କରୁଛି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬ : ଚୀନ୍ର ସେନାବାହିନୀ ‘ପିପୁଲସ୍ ଲିବସେରସନ୍ ଆର୍ମି’ର ମୁକାବିଲା ନିମନ୍ତେ ଆମେରିକାର ସାମରିକ ବାହିନୀ ଯେ ଠିକଣା ସ୍ଥାନରେ ମୁତୟନ ହୋଇଛନ୍ତି ଏ ବିଷୟରେ ସୁନିଶ୍ଚିତ ହେବାକୁ ଆମେରିକା ନିଜର ବୈଶ୍ବିକ ସେନା ମୁତୟନ ସ୍ଥିତି ସମୀକ୍ଷା!-->!-->!-->…
ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ଅଗଷ୍ଟ ୧୨ ଯାଏଁ ବାତିଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬: ଦେଶରେ କରୋନା ସଂକ୍ରମଣ ପାଇଁ ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । କିନ୍ତୁ ପରେ କିଛି ସ୍ୱତନ୍ତ୍ର ଟ୍ରେନ ଓ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିଥିଲା । ଏବେ ରେଳବାଇ ପୁଣି ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚଳାଚଳ କରୁଥିବା ଟ୍ରେନ, ମେଲ୍,!-->!-->!-->…
କୋଭିଡ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ମାସ୍କ ପିନ୍ଧନ୍ତୁ: ମୋଦି
କଳିଂଗ ଜ୍ୟୋତି ନୂଆଦିଲ୍ଲୀ,୨୬/୦୬: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଶୁକ୍ରବାର ୧୭,୨୯୬ଟି ନୂଆ କେସ୍ ରହିଛି। ଅନ୍ୟପକ୍ଷରେ ୧୫ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି।ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ!-->!-->!-->…
କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ରେ ପହଞ୍ଚିବ । ଅକ୍ସିଜେନ୍ ର ଅଭାବ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ : ବିଶ୍ୱରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିଚାଲିଛି। ଆଉ ଅଳ୍ପ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବା ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱ ଏବେ ଅକ୍ସିଜେନ୍ କନ୍ସେନଟ୍ରେଟର୍ର ଅଭାବ ସାମ୍ନା କରୁଛି । ଅନେକ!-->!-->!-->…
ଚୀନକୁ ଭାରତର କଡା ସନ୍ଦେଶ : ଏଲଏସିରେ ଦୀର୍ଘଦିନ ଧରି ଚାଲିବନି ବିବାଦ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬/୦୬ ଦୀର୍ଘ ଦିନ ଧରି ଚାଲିବନି ସୀମା ବିବାଦ । ଏହାର ଚୀନକୁ ଏହାର ଫଳ ଭୋଗିବାକୁ ପଡିବ । ଲଦାଖ ସୀମାନ୍ତ ଗଲୱାନ ଘାଟି ବିବାଦ ଘଟଣାକୁ ନେଇ ଏବେ ଚୀନକୁ ଏପରି କିଛି କଡାବାଣୀ ଶୁଣେଇ ଦେଇଛି ଭାରତ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା!-->!-->!-->…
ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଖୁବଶୀଘ୍ର ହୋଇପାରେ ନିଷ୍ପତ୍ତି।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଏବେ ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଯାଉଛି। କରୋନା ଭାଇରସ୍ ଲକ୍ଡାଉନ୍ରେ ଦେଶରେ ଯାହା ସବୁ ଗତିବିଧି ବନ୍ଦ ଥିଲା ସେସବୁ ଖୋଲିବାର ପ୍ରକ୍ରିୟା ଅନଲକ ୧.୦ରେ ଆରମ୍ଭ ହୋଇଥିଲା। ମାତ୍ର ଯେଉଁଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ!-->!-->!-->…
ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬/୦୬ : ଉଭୟ ପକ୍ଷର ସୈନ୍ୟ ଛାଉଣୀ ଓ ଅସ୍ତ୍ରଶସ୍ତ୍ର ଠୁଳ ରଣନୀତି ଆଗାମୀ ଦିନରେ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ ବୋଲି ବିଭିନ୍ନ କୂଟନୈତିଜ୍ଞ ମାନେ ମତ ଦେଉଛନ୍ତି । ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି,!-->…
ଜାମ୍ମୁକାଶ୍ମୀର: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ…
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬: ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥ। ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି!-->…
ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଶିଷ୍ଟବ୍ଯକ୍ତି ଙ୍କ ଅଭିନନ୍ଦନ।
ଆଜି ଆମ ଓଡ଼ିଶାମାଟି ର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ଯକ୍ତି ମାନେ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ଗ୍ରୁହମନ୍ତୀ, ବିଜେପି ରାଷ୍ଟ୍ରୀୟ!-->…
ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ : ଜାମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିହତ।
ନୂଆଦିଲ୍ଲୀ / ଜାମ୍ମୁକାଶ୍ମୀର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬ : ତ୍ରାଲରଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୁଲିସ, ସେନା ଏବଂ ସିଆରପିଏଫ୍ର ମିଳିତ ଦଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ!-->…
