Browsing Category
National-International
ବିଦେଶ ଫେରନ୍ତାଙ୍କ ପାଇଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ
ନୂଆଦିଲ୍ଲୀ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା ୭ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ମାର୍ଗଦର୍ଶୀକା ଜାରି କରିଛନ୍ତି । ଆସନ୍ତା ୧୧ ତାରିଖରୁ ଏହା ଲାଗୁ ହେବ। କରୋନା!-->…
ନିର୍ଦ୍ଧାରିତ ସମୟରେ ହେବ ୟୁପିଏସସି ମେନ୍ସ ପରୀକ୍ଷା: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ ୦୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ମେନ୍ସ ପରୀକ୍ଷାର କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ। ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ୟୁପିଏସସି ନିଯୁକ୍ତି ମୁଖ୍ୟ ପରୀକ୍ଷା ଜାନୁଆରି ୭ ରୁ ୧୬!-->…
ବୁଷ୍ଟର୍ ଡୋଜ୍ ଭାବେ ‘କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍’ ପରୀକ୍ଷା କରିବା ଲାଗି ‘ଡିସିଜିଆଇ’ଙ୍କ ସ୍ବୀକୃତି…
ନୂଆଦିଲ୍ଲୀ ୦୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବୁଷ୍ଟର୍ ଡୋଜ୍ ଭାବେ ‘କୋଭିଡ୍-୧୯ ଅନ୍ତର୍ନାସିକା ଟିକା’କୁ (ନାଜାଲ୍ ଭ୍ୟାକ୍ସିନ୍) ବୁଷ୍ଟର୍ ଡୋଜ୍ ଭାବେ ପରୀକ୍ଷା କରିବା ଲାଗି ଆଜି ହାଇଦ୍ରାବାଦର ଟିକା ନିର୍ମାତା ‘ଭାରତ ବାୟୋଟେକ୍’ ଦେଶର ‘ଡ୍ରଗ୍ ରେଗୁଲେଟର୍’ଙ୍କ ଠାରୁ ଅନୁମତି!-->…
ଓମିକ୍ରନ ହେଉଛି କରୋନା: ବିଶେଷଜ୍ଞ
ନୂଆଦିଲ୍ଲୀ ୦୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସାରା ବିଶ୍ୱକୁ ଡରାଉଛି ଓମିକ୍ରନ ଭୂତାଣୁ । ଓମିକ୍ରନ ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢ଼ିବାରେ ଲାଗିଛି । ଓମିକ୍ରନ ସଂକ୍ରମଣକୁ ନେଇ ବିଶେଷଜ୍ଞ ମାନେ ପ୍ରତିକ୍ରିୟା ରଖିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି କି, ଓମିକ୍ରନକୁ ଅବହେଳା!-->…
ଦିଲ୍ଲୀରେ ୬ଟି ଡାକ୍ତରଖାନାର ୧୮୦ ଡାକ୍ତର କରୋନା ସଂକ୍ରମିତ
ନୂଆଦିଲ୍ଲୀ ୦୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀର ୬ଟି ବଡ଼ ଡାକ୍ତରଖାନାର ୧୮୦ରୁ ଅଧିକ ଡାକ୍ତର କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ୨୫୦କୁ ବୃଦ୍ଧି ପାଇବା ସମ୍ଭାବନା ଥିବା ଏକ ସମ୍ବାଦ!-->…
ଆଜିଠୁ ପଶ୍ଚିମବଙ୍ଗରେ ସବୁ ଶିକ୍ଷାକେନ୍ଦ୍ର ବନ୍ଦ
୫୦% କର୍ମଚାରୀରେ ଖୋଲିବ କାର୍ଯ୍ୟାଳୟ
କୋଲକାତା ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରାତ୍ରିକଟକଣା, ତାଲାବନ୍ଦ ଆଦି ଲାଗୁ ହୋଇଛି। ଏହି କ୍ରମରେ ପଶ୍ଚିମବଙ୍ଗ ସରକାର ରାଜ୍ୟର!-->!-->!-->…
ପଶ୍ଚିମବଙ୍ଗ ସରକାରଙ୍କ ଘୋଷଣା: ବନ୍ଦ ହେଲା ସ୍କୁଲ, ୫୦% କର୍ମଚାରୀଙ୍କ ସହ ଚାଲିବ ଅଫିସ
କୋଲକାତା ୦୨/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଦେଶରେ ଏବେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚିନ୍ତାରେ ସରକାର। ସମସ୍ତ ରାଜ୍ୟକୁ ସତର୍କ ରହିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରି ରଖିବାକୁ କେନ୍ଦ୍ର କହିଥିବା ବେଳେ ଏବେ!-->…
୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ଆଜିଠାରୁ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଯାବତ୍ ୪୫ ହଜାର ପିଲା ଟିକାକରଣ ଲାଗି ନିଜ ନିଜ ନାମ ପଞ୍ଜୀକରଣ!-->…
ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ
ମୁମ୍ବଇ ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡ୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ମଧ୍ୟରେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ସବୁ ରାଜ୍ୟଠାରୁ ଆଗରେ ଥିବା ଜଣାଯାଇଛି। ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବଂ ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ!-->…
ଚାଷୀଙ୍କୁ ମୋଦୀଙ୍କ ନୂଆ ବର୍ଷ ଭେଟି
ନୂଆଦିଲ୍ଲୀ ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଚାଷୀମାନଙ୍କୁ ନୂଆବର୍ଷରେ ଉପହାର ଦେଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ୧୦ ହଜାର କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ!-->…