Browsing Category

National-International

ଗୃହିଣୀ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର: ଲଗାତାର ଭାବେ ଖସୁଛି ସୁନା ଦର ! !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଟ୍ୱିଟ୍ କରି ଆଶ୍ୱସ୍ତି ପ୍ୟାକେଜରେ ହସ୍ତାକ୍ଷର କରିବା କଥା କହିଛନ୍ତି । ଏହା ପରେ ସାରା ବିଶ୍ୱରେ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । କାରଣ ଆମେରିକା ବିଶ୍ୱର

ନୀତୀଶ କୁମାର: ବିଧାୟକ ନ ଥାଇ ୬ଥର ହେଲେଣି ମୁଖ୍ୟମନ୍ତ୍ରୀ ! !

ନୂଆଦିଲ୍ଲୀ/ପାଟନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬ ଥର ଶପଥ ନେଇଥିବା ଜେଡିୟୁ ନେତା ନୀତୀଶ କୁମାର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଥରେ ବି ବିଧାୟକ ହୋଇନାହାନ୍ତି।  ନୀତୀଶ କୁମାର ଯେତେବେଳେ ପ୍ରଥମଥର ପାଇଁ

“ଭାରତର ସାର୍ବଭୌମତ୍ୱ ରକ୍ଷା କରିବାକୁ ବାୟୁସେନା ସର୍ବଦା ପ୍ରସ୍ତୁତ” : ଭାରତୀୟ ବାୟୁସେନାର ୮୮ତମ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଜି ଅକ୍ଟୋବର ୮, ଦେଶର ବାୟୁସେନା ଏହାର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ

ଆଜି ଠାରୁ ମୋଦୀଙ୍କ ‘ଜନ ଆନ୍ଦୋଳନ’- ଔଷଧ ନ ଆସିବା ଯାଏଁ ଢିଲା ନାହିଁ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଏହାକୁ ନେଇ ସଭିଁଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି , ଔଷଧ

ଚାରିଧାମ ଦେବସ୍ଥାନମ ବୋର୍ଡକୁ ୫ କୋଟି ଲେଖାଏଁ ଦାନ କଲେ ଅନନ୍ତ ଅମ୍ବାନୀ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଉତ୍ତରାଖଣ୍ଡର ଚାରିଧାମ ଦେବସ୍ଥାନମ ବୋର୍ଡକୁ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ତରଫରୁ ୫ କୋଟି ଟଙ୍କା ଦାନ କରାଯାଇଛି । ମୁକେଶଙ୍କ ପୁଅ ଅନନ୍ତ ଏହି ଦାନ କରିଛନ୍ତି । କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଏହି

ସର୍ବସାଧାରଣ ସ୍ଥାନରେ ଧାରଣା ଓ ପ୍ରତିବାଦ ବନ୍ଦ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ :ଏଣିକି ସର୍ବସସାଧାରଣ ସ୍ଥାନରେ ଧାରଣା କିମ୍ବା ପ୍ରତିବାଦ ସଭା କରି ପାରିବେନି ଆନ୍ଦୋଳନକାରୀ । ଅନିର୍ଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ଏହି ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶାହିନବାଗରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଦ୍ଧ

କେନ୍ଦ୍ର କ୍ୟାବିନେଟ‌ ନିଷ୍ପତ୍ତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ: “ପ୍ରାକୃତିକ ଗ୍ୟାସ…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ପ୍ରାକୃତିକ ଗ୍ୟାସ ମାର୍କେଟିଂ ସଂସ୍କାରକୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଦିଗରେ ବଡ଼

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଦୁଇ ମହିଳା କମାଣ୍ଡୋ ଉଦ୍ଧାର କଲେ ଲ୍ୟାଣ୍ଡମାଇନ – ପଣ୍ଡ କଲେ ମାଓ…

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ପ୍ରଶଂସା । କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ର ଟେଲମ ଓ ଟେଟମକୁ ସଂଯୋଗ କରୁଥିବା

‘କ୍ୟାଟ୍‌ ଫିସ୍‌’: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ବିରଳ ପ୍ରଜାତିର ବିଶେଷ ମାଛ

ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୧୦:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ‘କ୍ୟାଟ୍‌ ଫିସ୍‌’ ଦେଖିବାକୁ ମିଳିଛି। ଦେଖିବାକୁ ସୁନ୍ଦର ହେଲେ ମଧ୍ୟ, ଏହି ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ। ପରିବେଶ ଓ ଜୈବ ବିବିଧତା ପାଇଁ ଏହି

ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ଦେଶର ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମଙ୍ଗଳବାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଉପରାଷ୍ଟ୍ରପତି ପଜିଟିଭ୍ ଥିବା ନିଜ  ଟ୍ୱିଟ୍‌ରେ ସମସ୍ତଙ୍କୁ  
error: Content is protected !!
Open chat