Browsing Category
National-International
ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ: ବିଦ୍ୟାଳୟ ଓ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ଯୁକ୍ତ୨ କଳା!-->!-->!-->!-->!-->…
ଡବ୍ଲୁଏଚଓ ଜାରି କଲା ଆଡଭାଇଜରୀ : ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇ ପାରିବ ଷ୍ଟେରଏଡ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ମାମଲାର ଗ୍ରାଫ୍ ବଢିବାରେ ଲାଗିଛି। ଭାରତ, ଆମେରିକା ସହିତ ବହୁ ଦେଶ ଏଥିରେ କବଳିତ ହୋଇଛି। ଏହାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଔଷଧ ଓ ଟିକା ବିକଶିତ କରିବାରେ ଲାଗିଛନ୍ତି। ଏହା ଭିତରେ ଏକ!-->…
ଭିଡିଓକନ୍କୁ କିଣିବ ଅନିଲ ଅଗ୍ରୱାଲ୍ଙ୍କ ସଂସ୍ଥା ବେଦାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ବେଣୁଗୋପଳ ଧୁତ୍ଙ୍କ ଇଲେକ୍ଟ୍ରୋନିକ୍ସ କଂପାନି ଭିଡିଓକନ୍କୁ କିଣିବା ଲାଗି ଅନିଲ ଅଗ୍ରୱାଲ୍ଙ୍କ ସଂସ୍ଥା ବେଦାନ୍ତ ଆଗ୍ରହ ପ୍ରକାଶ କରିଛି।
Vcon logo new
ଆମେରିକାର ଏଇଟ୍ କ୍ୟାପିଟାଲ୍ ନାମକ ସଂସ୍ଥା ସହ ମିଶି ବେଦାନ୍ତ!-->!-->!-->!-->!-->!-->!-->…
ରାଜ୍ୟ କ୍ୟାବିନେଟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ : ଆଇନଜୀବୀଙ୍କୁ ମିଳିବ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ, ୧୯୮୭ରେ କେତେକ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଭଳି ପରିସ୍ଥିତି ଉପୁଜୁଥିବାରୁ ଆଇନ ବ୍ୟବସାୟ!-->!-->!-->!-->!-->…
ଚୀନ୍ର ଅନୈତିକ ଆଚରଣ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେଉଛି: ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ :ସମଗ୍ର ବିଶ୍ବ ଚୀନ୍ର ଅନୈତିକ ଆଚରଣ ବିରୋଧରେ ଏକଜୁଟ ହେଉଛି ଓ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଯୁକ୍ତରାଷ୍ଟ୍ର ଆମେରିକା ସହ ମିଶି ବେଜିଙ୍ଗ୍କୁ ସବୁ କ୍ଷେତ୍ରରେ ପଛକୁ ଧକ୍କା ଦେବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର!-->…
କେନ୍ଦ୍ର ସରକାରଙ୍କ ନୂଆ ନିୟମ : କେନ୍ଦ୍ର ‘ସି’ ସ୍ତରର ସରକାରୀ ପଦରେ ଉତ୍ତମ ଖେଳାଳୀଙ୍କୁ ସିଧା ଭର୍ତ୍ତି କରିବା ପାଇଁ…
ଭିନ୍ନ ଭିନ୍ନ ସ୍ପୋର୍ଟ୍ସର ଖେଳାଳୀଙ୍କ ପାଇଁ ଏବେ ସରକାରୀ ଚାକିରୀ ପାଇବା ସହଜ ହେବ । କେନ୍ଦ୍ର ସରକାର ନିୟମରେ କିଛି ପରିବର୍ତ୍ତନ ଆଣି ସ୍ପୋର୍ଟ୍ସ କାଟାଗୋରୀକୁ ଅଧିକ ବ୍ୟାପକ କରିଦେଇଛନ୍ତି । କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟ ମଙ୍ଗଳବାର ଜାରି ଏକ ଆଦେଶରେ କହିଛି ଯେ କେନ୍ଦ୍ର ‘ସି’ ସ୍ତରର!-->…
ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା କରୋନା ସଂକ୍ରମିତଙ୍କ ଠାରୁ ୩ ଗୁଣ ଅଧିକ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨ ହଜାର ୨୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ଆରୋଗ୍ୟ ହାର ୭୭ ପ୍ରତିଶତ ଛୁଇଁବାକୁ ଯାଉଛି। ଏବେ ଏହି ହାର ୭୬.୯୮ ପ୍ରତିଶତ ରହିଛି। ଆରୋଗ୍ୟ ସଂଖ୍ୟା ୨୯ଲକ୍ଷ ଅତିକ୍ରମ କରିଥିବା ସ୍ୱାସ୍ଥ୍ୟ!-->…
ଅଯୋଧ୍ୟ ବିକାଶ ପ୍ରାଧିକରଣ ବୋର୍ଡ ଦ୍ଵାରା ରାମ ମନ୍ଦିର ନକ୍ସା ପାସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୩/୦୯:ଅଯୋଧ୍ୟାରେ ତିଆରି ହେଉଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନକ୍ସା ଆଜି ପାସ୍ କରିଦିଆଯାଇଛି। ଅଯୋଧ୍ୟ ବିକାଶ ପ୍ରାଧିକରଣ ବୋର୍ଡର ବୈଠକରେ ସର୍ବସମ୍ମତି କ୍ରମ ନକ୍ସା ପାସ୍ କରିଦିଆଯାିଛି। ୨୭୪୧୧୦ ବର୍ଗ କିଲୋମିଟର ଓପନ ଏରିଆ ଓ ପ୍ରାୟ ୧୩୦୦୦ ବର୍ଗ!-->…
କ୍ୟାବିନେଟର ବଡ ନିଷ୍ପତ୍ତି : ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ ମୋହର: ରାଜ୍ୟର ସବୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ!-->…
ଐତିହ୍ୟ କ୍ୟାବିନେଟ୍ରେ ୭ଟି ପ୍ରସ୍ତାବକୁ ମଂଜୁରୀ: ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ଆଜି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ!-->…
