Browsing Category
National-International
ରାଜ୍ୟରେ ଖୋଲିବ ଆଉ ତିନି ନୂଆ କୋଭିଡ୍ ହସ୍ପିଟାଲ୍ : ୨ଟି ଏସ୍ସିବିରେ ଓ ଗୋଟିଏ କୋରାପୁଟ ମେଡିକାଲ କଲେଜରେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିକୁ ମଧ୍ୟ ମଜଭୁତ କରାଯାଉଛି । ସେହିକ୍ରମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ତିନିଟି କୋଭିଡ୍ ହସ୍ପିଟାଲ୍ ଖୋଲିବ । ଏସ୍ସିବି!-->…
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆଜି ଲୋକସେବା ଭବନରେ ପାଳିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଲୋକଙ୍କ ଆଶା ଓ!-->…
ଆଜିଠୁ ଜେଇଇ ମେନ୍, ନିଟ୍ ପ୍ରବେଶିକା : କଡ଼ା ସୁରକ୍ଷା, ସାମାଜିକ ଦୂରତାକୁ ଗୁରୁତ୍ୱ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଆଜିଠୁ ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷା । ଏଥିପାଇଁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ସୁରକ୍ଷା ପ୍ରସଙ୍ଗରେ ବିଏମ୍ସି ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ରାଜଧାନୀର ୬ଟି ଓ!-->…
ଭୁବନେଶ୍ବର ଓ କଟକରେ ସବୁ ଶନିବାର ସରକାରୀ ଅଫିସ୍ ଛୁଟି, ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯:ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ସରକାରୀ ଅଫିସ୍ ଛୁଟି ରହିବ। ବାକି ଦିନରେ ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍ ଏ ଅଧିକାରୀମାନେ ଅଫିସ୍ ଆସିବା ସହ କେଉଁ ୫୦% କର୍ମଚାରୀ!-->…
ରିଲିଜ୍ ହେଲା ଫିଲ୍ମ ପୋଷ୍ଟର ‘ଶଶାଙ୍କ’ – ସୁଶାନ୍ତଙ୍କ ଭଉଣୀଙ୍କ ଆହ୍ୱାନ , କହିଲେ – ‘ବୟକଟ୍ କର’
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୧/୦୯ : ବଲିଉଡ୍ର ପ୍ରସିଦ୍ଧ ଅଭିନେତା ରାଜ୍ ବବ୍ବର ଓ ନାଦିରା ବବ୍ବରଙ୍କ ପୁଅ ଆର୍ଯ୍ୟ ବ୍ବର ,ଅନେକ ବଡ଼ ବଡ଼ ଫିଲ୍ମରେ ଛୋଟ ଛୋଟ ରୋଲ୍ କରିବା ପରେ ଏବେ ସୋ ଛୋଟ ଛୋଟ ଫିଲ୍ମରେ ବଡ଼ ରୋଲ୍ କରୁଛନ୍ତି । ନିକଟରେ ତାଙ୍କର ପଞ୍ଜାବୀ ଫିଲ୍ମ !-->…
ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୯ : ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅକ୍ଟୋବର ୧ ଯାଏ ଅଧିବେଶନ ଚାଲିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଇଚ । ସଂସଦର ଉଭୟ ସଦନ ବିନା ଛୁଟିରେ ଏବଂ ଶନିବାର ଓ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ ।
ସୂଚନା!-->!-->!-->!-->!-->…
କରୋନା ଯୋଗୁଁ କଟକଣା :ରାଜଧାନୀରେ ନିରାଡମ୍ବର ଭାବେ ହେବ ଦୂର୍ଗା ପୂଜା : ଦୁଆର ଦୁଆର ବୁଲି ଆଦାୟ ହେବନି ଚାନ୍ଦା- ଏହି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯:ଚଳିତ ବର୍ଷ କରୋନା ଯୋଗୁଁ ଅନେକ କଟକଣା । ତେବେ ପରମ୍ପରା ରକ୍ଷା ପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ନିରାଡମ୍ବର ଭାବେ ଦୂର୍ଗା ପୂଜା କରାଯିବ । ୯୦ ପ୍ରତିଶତରୁ କମ୍ ଖର୍ଚ୍ଚ କରାଯବ । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ ବୋଲି ମୋଟ!-->…
କଣ୍ଟେନମେଣ୍ଟ ଜୋନରେ ସେପ୍ଟମ୍ବେର ୩୦ ଯାଏଁ ଜାରି ରହିବ ଲକଡାଉନ୍; ଧର୍ମାନୁଷ୍ଠାନ,ସିନେମା ହଲ,ଶିକ୍ଷାନୁଷ୍ଠାନ, ଓ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଆଜି ରାଜ୍ୟ ସରକାର ସେପ୍ଟମ୍ବେର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ!-->…
ଅନଲକ ୪.୦ : କେଉଁଗୁଡ଼ିକୁ ଅନୁମତି ମିଳିବ ? ୧ରୁ ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯ : କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟରେ କଟକଣାକୁ କିଛିଟା କୋହଳ କରିଛନ୍ତି ।
ନିମ୍ନ!-->!-->!-->!-->!-->!-->!-->…
ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ: କ୍ଷତିଗ୍ରସ୍ତଙ୍କୁ ୫୦ କିଲୋ ଚାଉଳ, ୫୦୦ ଟଙ୍କା ସହାୟତା ଦେବାକୁ ନିର୍ଦେଶ
ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ବନ୍ୟାଦୁର୍ଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯ : ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ୫ କିଲୋ ଲେଖାଏଁ ଚାଉଳ ଓ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି!-->!-->!-->…
