Browsing Category
National-International
ଦେଶରେ କରୋନା ଟିକା ପ୍ରସ୍ତୁତି ଦ୍ରୁତଗତିରେ ଆଗେଇ ଚାଲିଛି: ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ଆମ ଦେଶରେ ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତିରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ଆସନ୍ତାକାଲି ଠାରୁ ଗୋଟିଏ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ ବୋଲି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ ଆଜି କହିଛନ୍ତି। ଅନ୍ୟ ୨ଟି ଟିକାର!-->…
ନିର୍ବାଚନ ଆୟୋଗଙ୍କ ଇସ୍ତଫା: ଏସିଆନ ବିକାଶ ବ୍ୟାଙ୍କ (ଏଡିବି)ର ଉପ-ସଭାପତି ଦାୟିତ୍ଵରେ ରହିବେ ଅଶୋକ ଲାଭାସା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ନିର୍ବାଚନ ଆୟୋଗ ଅଶୋକ ଲାଭାସା ଆଜି ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଲଭାସା ଆଗାମୀ ମାସରେ ଫିଲିପାଇନ୍ସ ସ୍ଥିତ ଏସିଆନ ବିକାଶ ବ୍ୟାଙ୍କ(ଏଡିବି)ରେ ଉପ ସଭାପତି ଦାୟିତ୍ଵ ସମ୍ଭାଳିବେ। ସେ ଏଡିବିରେ ଦିବାକର ଗୁପ୍ତାଙ୍କ ସ୍ଥାନ ନେବେ। ଲାଭାସା!-->…
ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୦କୁ ସରକାର ଅନୁମତି ଦେଲେ : ୨୨୨ କୋଟି ଟଙ୍କା ଦେଇ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେଇଛନ୍ତି। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି!-->…
“ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି” ରୁ ‘ଏନ୍ଡିଆର୍ଏଫ୍’ ପାଣ୍ଠିକୁ ଟଙ୍କା ସ୍ଥାନାନ୍ତର ହୋଇପାରିବ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮ : ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆସୁଥିବା ସମସ୍ତ ଅନୁଦାନ ‘ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’କୁ (ଏନ୍ଡିଆର୍ଏଫ୍) ସ୍ଥାନାନ୍ତର କରାଯାଉ ବୋଲି ଅନୁରୋଧ କରି ଏକ ‘ଏନ୍ଜିଓ’ ଦ୍ବାରା ଆଗତ ଆବେଦନକୁ ସୁପ୍ରିମ୍ କୋର୍ଟ ଆଜି ଖାରଜ!-->…
କୋଭିଡ ନମୁନା ପରୀକ୍ଷାରେ ଓଡିଶା ଆଗୁଆ: ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ନମୂନା ପରୀକ୍ଷଣ – ଟ୍ୱିଟ କରି…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି। କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ!-->…
ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ଆଶ୍ୱାସନା: “ଭାରତୀୟ ସେନା ସ୍ୱଦେଶୀ ଅସ୍ତ୍ରରେ ଯୁଦ୍ଧ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ସ୍ୱଦେଶ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ସେନା ବାହିନୀ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି’ର (ଏଫ୍ଆଇସିସିଆଇ) ୱେବିନର୍ରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ୍!-->…
ରାଜ୍ୟର ସମସ୍ତ ବିଚାରପତିଙ୍କ ପାଇଁ ‘କାର୍ଯ୍ୟ ମାପଦଣ୍ଡ’ ଧାର୍ଯ୍ୟ: ପ୍ରତ୍ୟେକ ବିଚାରପତିଙ୍କ ପାଇଁ…
ଭୁବନେଶ୍ୱର/କଟକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ରାଜ୍ୟର ସମସ୍ତ କ୍ୟାଡର୍ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରୁ ଏହି ନୂତନ ମାପଦଣ୍ଡ ବ୍ୟବସ୍ଥା!-->…
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ “ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ” ସରକାରୀ ଭାବେ ହେଲା “ଶିକ୍ଷା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବେ ସରକାରୀ ଭାବେ ଶିକ୍ଷା ମନ୍ତ୍ରାଳୟ ଭାବେ ପରିବର୍ତ୍ତିତ ହୋଇଛି।
ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରାଯାଇ!-->!-->!-->!-->!-->…
ଗୃହମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି ହେଲେ , କିଛିଦିନ ତଳେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି ।
ନିକଟରେ ଅମିତ ଶାହା କରୋନାରୁ!-->!-->!-->…
ଧୋନୀ-ରାଇନାଙ୍କ ଅବସର ନେବା ପଛର କାରଣ , ରାଇନା ନିଜେ ଖୋଲିଲେ ରହସ୍ୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ପୂର୍ବତନ ଅଧିନାୟକ ଏମଏସ ଧୋନି ଅବସର ନେବାର କିଛି ସମୟ ପରେ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନା ପ୍ରକାଶ କରିଛନ୍ତି ଯେ ଦୁଇଜଣ କାହିଁକି ଗୋଟିଏ ଦିନରେ ଅବସର ନେଇଛନ୍ତି। ରାଇନା (ସୁରେଶ ରାଇନା) କହିଛନ୍ତି ଯେ ଚେନ୍ନାଇରେ ପହଞ୍ଚିବା!-->!-->!-->…
