Browsing Category
National-International
‘ଏୟାର ଇଣ୍ଡିଆ ୱାନ୍’ : ଆମେରିକା ନିର୍ମିତ ଅବିଶ୍ୱସନୀୟ ସୁରକ୍ଷା ବ୍ୟବସ୍ଥା ସଜ୍ଜିତ – ଭାରତର ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ‘ଏୟାର ଫୋର୍ସ ୱାନ’ ବିଶ୍ବର ଶକ୍ତିଶାଳୀ ବିମାନ ମଧ୍ୟରେ ଅନ୍ୟତମ ଅଟେ। ତେବେ ଏହାରି ମଧ୍ୟରେ ଭାରତ ମଧ୍ୟ ଆମେରିକାର ‘ଏୟାର ଫୋର୍ସ ୱାନ’ ସମକକ୍ଷ ଦୁଇଟି ବିମାନ ପାଇବାକୁ ଯାଉଛି। ଯେଉଁଥିରୁ ଗୋଟିଏ ଭାରତର ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ!-->…
ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦୁଇ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରୈନା…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର!-->…
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା – ‘ନ୍ୟାଶନାଲ୍ ଡିଜିଟାଲ୍ ହେଲ୍ଥ ମିଶନ’ –…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଡିଜିଟାଲ କାର୍ଯ୍ୟକୁ ଅଧିକ ତ୍ୱାରାନ୍ୱିତ କରିବା ପାଇଁ ମୋଦି ‘ନ୍ୟାଶନାଲ୍!-->…
ଭୁବନେଶ୍ୱର: ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ – ୟୁନିଟ:୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ମହାମାରୀ କରୋନା କାଳରେ ଆଜି ସମଗ୍ର ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ୭୪ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର!-->…
କରୋନା କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ…
ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ କଲେ ପ୍ରଶଂସା
ସ୍ୱାଧୀନତା ଦିବସରେ ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : କରୋନା କଟକଣା!-->!-->!-->!-->!-->…
ଘରୋଇ ହସ୍ପିଟାଲ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୮ : କରୋନା ମହାମାରୀ ସମୟରେ ଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍ ପିଟାଲ ପାଇଁ ଫି’ ଧାର୍ଯ୍ୟ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍ଓଙ୍କୁ!-->…
ଚୀନରେ ଖାଦ୍ୟ ସଙ୍କଟ : ସରକାରଙ୍କ ଦ୍ୱାରା ଆରମ୍ଭ ହେଲା କ୍ୟାମ୍ପେନ ‘କ୍ଲିନ୍ ୟୋର ପ୍ଲେଟ୍’
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୫/୦୮ : ଚୀନରେ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ଏ କଥା କ୍ଷମତାସୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ ସ୍ବୀକାର ନ କଲେ ମଧ୍ୟ ତାଙ୍କ କାର୍ଯ୍ୟ ପ୍ରଣାଳୀରୁ ଏହା ସ୍ପଷ୍ଟ ହୋଇ ଯାଇଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ, ଆମେରିକା ପରି ଦେଶରୁ!-->…
ନୀଲମ-ଝେଲମ ନଦୀରେ ଚୀଇନା କମ୍ପାନୀ ଦ୍ୱାରା ନିର୍ମାଣଧିନ ଏକ ବଡ଼ ବନ୍ଧକୁ ପିଓକେରେ ବିରୋଧ : ରାଜ-ରାସ୍ତାରେ ମଶାଲ…
ମୁଜାଫରାବାଦ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : ପାକିସ୍ଥାନ ଓ ଚୀନ ସମ୍ପର୍କ ଅତି ନିବିଡ଼ । ଭାରତ ବିରୋଧରେ ଚୀନ ଲାଗି ପାକିସ୍ଥାନ ଓ ପାକିସ୍ଥାନ ଲାଗି ଚୀନ ପରସ୍ପର ସହ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ଇମ୍ରାନଙ୍କ ଚୀନ ପ୍ରେମ ତ ସବୁଠାରୁ ବଳି ଯାଇଛି । ଏଥିପାଇଁ ସେ!-->…
ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର : ଏଣିକି ପାଇବେ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ଯୋଜନାର ସୁବିଧା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : 'ଆୟୁଷ୍ମାନ ଭାରତ ଯୋଜନା' ଏବେ କେବଳ ଗରିବଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଦେଶର ଗରିବଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳୁଛି, ମାତ୍ର ଏହି ଯୋଜନାର ଫାଇଦା ଗରିବୀ ରେଖା ଉପରେ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ପାଇବେ । ଏ!-->…
କରୋନା ମୁକାବିଲା ପାଇଁ ରାଜ୍ୟଗୁଡିକୁ ୩ କୋଟିରୁ ଅଧିକ ଏନ-95 ମାସ୍କ ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର!-->…
