Browsing Category
Odisha
ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ : ନବୀନ ପଟ୍ଟନାୟକ
ଭୁବନେଶ୍ବର ୨୨/୦୬/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଟ୍ବିଟ୍ ଜରିଆରେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବାକୁ ନବୀନ ନିବେଦନ କରିଛନ୍ତି। ଦଳମତ ନିର୍ବିଶେଷରେ!-->…
ଗୋପ ଓ ନିମାପଡ଼ାରେ କଂଗ୍ରେସର ପ୍ରତିବାଦ ସଭା ।
ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ନୂଆଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଭିତରେ ପଶି ପୋଲିସ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ସହିତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପ୍ରତିବାଦରେ ଆଜି ଗୋପ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗୋପ ଉପ-ଡାକଘର ସମ୍ମୁଖରେ ପ୍ରତିବାଦ!-->…
ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର : ସୂଚନା ଫଳକରେ ସୀମିତ ମନ୍ଦିରର ସୌନ୍ଦର୍ଯ୍ୟକରଣ !!
ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଉ ନ ଥିବାରୁ ଶ୍ରଦ୍ଧାଳୁ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକ ଦେଖାଣିଆ!-->…
ନେହେରୁ ଯୁବ କେନ୍ଦ୍ର ଏବଂ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ତରଫରୁ “ମାନବତା ପାଇଁ ଯୋଗ” କାର୍ଯ୍ୟକ୍ରମ…
ରାୟଗଡା, (ଧନେଶ୍ଵର ରାଉତ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ରାୟଗଡାର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରସରରେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ଏବଂ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମ କ୍ରମେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ସୁଶ୍ରୀ ରଚିତା ରାଉଳଙ୍କ!-->…
“ଶ୍ରୀଜଗନ୍ନାଥ ଉପାସନା : ଅଣସରନୀତି” – ଏକ ତାତ୍ତ୍ଵିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର…
ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ’ଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ, ରାଇରଙ୍ଗପୁର' ଆନୁକୁଲ୍ୟରେ ସ୍ଥାନୀୟ ଉପଖଣ୍ଡ ପଶୁ ଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଏକ!-->…
୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ସାଧାରଣ ସଭାରେ ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ “ପଞ୍ଚାଶତ୍…
କଟକ ସଦର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧ ଜୁନ ୨୦୨୨ : ୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ଏକ ସାଧାରଣ ସଭା ଦହିଗାଁସ୍ଥିତ ମା ବରୁଣେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅସ୍ଥାୟୀ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ!-->…
ସ୍କୁଲ ଗାଡ଼ି ଓଲଟି ୮ ଛାତ୍ରଛାତ୍ରୀ ଆହତ !
ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଖେଲାର ଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୁ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ ଗାଡ଼ି ବଉଳପଦା କେନାଲବନ୍ଧ ଠାରେ ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ୧୨!-->…
ନିମାପଡ଼ା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ !
ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଗୋପାଳପୁର ମଲଉ ସାହିର ପଞ୍ଚୁ କାଣ୍ଡିଙ୍କ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବାସଗୃହ ସମେତ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ନିମାପଡ଼ା ଅଗ୍ନିଶମ!-->…
ନିରୀହ ଲୋକଙ୍କୁ ହଇରାଣ ନକରି ଯଥାଶୀଘ୍ର ପୀଡ଼ିତ ପରିବାରର ସମସ୍ୟାର ସମାଧାନ କରିବା ପାଇଁ ବରଗଡ ଜିଲ୍ଲାପାଳଙ୍କୁ ଅନୁରୋଧ…
କଳିଙ୍ଗଜ୍ୟୋତି, ଭୁବନେଶ୍ଵର / ଅତାବିରା, ବରଗଡ ; ୨୧ ଜୁନ, ୨୦୨୨: ନ୍ୟାୟ ନମିଳିଲେ ଜିଲ୍ଲାପାଳ ଅଫିସ ଆଗରେ ବିଷ ଖାଇ ପୁରା ପରିବାର ଆତ୍ମହତ୍ୟା କରିବୁ ବୋଲି କୋହର ସହିତ କାନ୍ଦି କାନ୍ଦି କହିଛନ୍ତି ଅତାବିରା ଥାନା ଅନ୍ତର୍ଗତ ବଡମାଳ ଗ୍ରାମର ଭାଗୀରଥି ମିର୍ଧା । ଭାଗରଥି ତାଙ୍କ!-->…
ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…
ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ • ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି• ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି• ଛାତ୍ରଛାତ୍ରୀମାନେ ପିଲା!-->…