Browsing Category
Odisha
କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
ଓଡ଼ିଶାରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର/କୋରାପୁଟ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି । ଅଧିକରୁ ଅଧିକ କୋଭିନ ରୋଗୀ ଏହି ଚିକିତ୍ସା ପଦ୍ଦତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ!-->!-->!-->…
ରାଜ୍ୟର ଏମ.ଏସ.ଏମ.ଇ.ରେ ଉତ୍କର୍ଷତା ଭାରତ ସରକାରଙ୍କ “ଏକ ଜିଲ୍ଲା ଏକ ଉତ୍ପାଦ” କାର୍ଯ୍ୟକ୍ରମରେ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମର ରୂପାୟନରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉତ୍କର୍ଷ ସହାୟକ ହେବ ବୋଲି ଶକ୍ତି, ଶିଳ୍ପ,!-->…
ଭାରତର ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ
-ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଦେଶର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି-ଆଇଏନ୍-ସ୍ପେଶର ପ୍ରତିଷ୍ଠା ମହାକାଶ ଅଭିଯାନରେ ଭାରତକୁ ଆତ୍ମନିର୍ଭର କରିବ-‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ ମହାକାଶ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ-ଭାରତ’ର!-->…
ସେପ୍ଟେମ୍ବର ୧ରୁ ଧର୍ମଘଟ କରିବେ ଓଲା, ଉବର ଚାଳକ
ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହା ଫଳରେ ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।
ସର୍ବୋଦୟ ଡ୍ରାଇଭର ସଂଘର ସଭାପତି କମଲଜିତ ସିଂ!-->!-->!-->…
ଚୀନକୁ ଝଟକା ଦେଲା ଶ୍ରୀଲଙ୍କା : ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ : ଶ୍ରୀଲଙ୍କା ପାଇଁ ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ଷେ କହିଛନ୍ତି । ସେ କହିଛନ୍ତି ଯେ, ଶ୍ରୀଲଙ୍କା!-->…
ଆଇପିଏଲ୍ : ଆବୁଧାବିରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତାରେ ବିସିସିଆଇ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୮:ବିଶ୍ୱର ସବୁଠାରୁ ଧନଶାଳୀ ଟ୍ୱେଣ୍ଟି୨୦ ଲିଗ୍ ଆଇପିଏଲ୍ ଖେଳିବା ପାଇଁ ଖେଳାଳି ଏବେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ସଂଗରୋଧରେ ଅଛନ୍ତି। ୮ଟିଯାକ ଫ୍ରାଞ୍ଚାଇଜି ଖୁବ୍ ଶୀଘ୍ର ଅଭ୍ୟାସ ପାଇଁ ମଧ୍ୟ ଓହ୍ଲାଇବେ। ଆଇପିଏଲ୍ର ୧୩ଶ ସଂସ୍କରଣ!-->…
ନିତି ଆୟୋଗ ରପ୍ତାନି ତତ୍ପରତା ସୂଚୀ ୨୦୨୦ : ଶେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ପ୍ରକାଶ ପାଇଛି ନୀତି ଆୟୋଗ ‘ରପ୍ତାନି ତତ୍ପରତା ସୂଚୀ ୨୦୨୦’ । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ସୂଚୀରେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ!-->…
ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବିକଶିତ କରିବ : ଧର୍ମେନ୍ଦ୍ର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ଓଡ଼ିଶା ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର!-->…
ଭାରତ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପକୁ ମିଳିଛି ସଫଳତା – ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି:…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସରକାରଙ୍କ ବାଘ ପ୍ରକଳ୍ପକୁ ସଫଳତା ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡ଼ା ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ!-->…
ବିଳାସ ସାମଗ୍ରୀ ବର୍ଗରୁ ବାଦ ପଡ଼ିବ – କମିବ ଟିକସ : ଶସ୍ତା ହୋଇପାରେ ମୋଟର ସାଇକେଲ, ମୋପେଡ଼, ସ୍କୁଟର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା : ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଦୁଇଚକିଆ ଯାନ ଉପରୁ ଟିକସ କମାଇ ପାରନ୍ତି ।
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଦୁଇଚକିଆ ଯାନ ଉପରେ କମିପାରେ ଟିକସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟରୁ ଏ!-->!-->!-->…