Browsing Category

Odisha

ଜନସାଧାରଣଙ୍କ ଅନୁରୋଧ ମାନିଲା ପ୍ରଶାସନ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏବଂ ସ୍ୱାଧୀନତା ଦିବସରେ ସଟ୍‍ଡାଉନ…

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ଓ ନୂଆଖାଇ ଅବସରରେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ ନାହିଁ। ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ସମୟରେ ଲାଗୁ ହେବନି ସଟ୍‍ଡାଉନ କଟକଣା। ଏନେଇ

ଆସନ୍ତା ସ୍ୱାଧୀନତା ଦିବସରେ ସାରା ବିଶ୍ୱ ଦେଖିବ ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ : ପ୍ରଥମଥର ପାଇଁ ନ୍ୟୁୟର୍କର…

ନୂଆଦିଲ୍ଲୀ/ନ୍ୟୁୟର୍କ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମଥର ପାଇଁ ଭାରତର ସ୍ୱାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆସନ୍ତା ୧୫ ତାରିଖରେ ଭାରତର

‘କଳିଙ୍ଗ ଜ୍ୟୋତି’ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଏବଂ ସାଧାରଣତନ୍ତ୍ର ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା।

ତା. ୧୨/୦୮/୨୦୨୦, ମଙ୍ଗଳବାର ଠାରୁ ଦୈନିକ 'କଳିଙ୍ଗ ଜ୍ୟୋତି' ଇ-ପେପର ରୂପେ ଆତ୍ମପ୍ରକାଶ କରିବାକୁ ଯାଉଅଛି।

ଲଞ୍ଚ ହେଲା ଏଲଜି ଇଣ୍ଡିଆର ଅନଲାଇନ ଷ୍ଟୋର ‘ଡାଇରେକ୍ଟ-ଟୁ-କଞ୍ଜୁମର’ ଚ୍ୟାନେଲ ବିଜନେସ : ଏବେ ଗ୍ରାହକଙ୍କ ଘରେ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ଗ୍ରାହକଙ୍କ ନିକଟକୁ ସିଧା ପହଞ୍ଚାଇବା ପାଇଁ ‘ଡାଇରେକ୍ଟ-ଟୁ-କଞ୍ଜୁମର ଚ୍ୟାନେଲ' ଲଞ୍ଚ କରିଛି। ପ୍ରତ୍ୟେକ ଗ୍ରାହକଙ୍କ ରୁଚିକୁ ଆଖି ଆଗରେ ରଖି ଇ-କମର୍ସ କମ୍ପାନୀଙ୍କ ପରି ଗ୍ରାହକମାନେ ଅନ୍ୟ ଉତ୍ପାଦ

‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ଆକ୍ରାନ୍ତ : ନିଜେ ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮: ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ବିଧାୟକ ସୌମ୍ୟରଞ୍ଜନ ଅନୁରୋଧ କରିଛନ୍ତି।

କରୋନା ପ୍ରଭାବ : ନିବେଶକଙ୍କୁ ବିପୁଳ ରିଟର୍ଣ୍ଣ ଦେଉଛି ସୁନା – ଦିପାବଳୀ ବେଳକୁ ସୁନା ଦର ଛୁଇଁପାରେ ୭୦,୦୦୦…

ମୁମ୍ବାଇ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଗତ କିଛି ଦିନ ମଧ୍ୟରେ କ୍ରମାଗତ ଭାବେ ୧୬ ଦିନ ଧରି ସୁନା ଓ ରୁପା ଦରରେ ବୃଦ୍ଧି ଜାରି ରହିଛି । କରୋନା ମାଡ଼ରେ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଚଳିତବର୍ଷ ଜାନୁଆରୀଠାରୁ ନିବେଶକଙ୍କୁ ବିପୁଳ

ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁବ୍ରତ ବାଗ୍‌ଚୀ ଏବଂ ପତ୍ନୀ ସୁସ୍ମିତା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା - ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ

ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ : ସେପ୍ଟେମ୍ବର ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ପିଲାଙ୍କ ପାଠପଢ଼ାରେ କ୍ଷତି ହୋଇଥିଲେ ହେଁ ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ। ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ୪ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆସନ୍ତା ସେପ୍ଟେମ୍ବର ଶେଷ

ରୁଷ ଲଞ୍ଚ କଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ : ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ ଡୋଜ

ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ସବୁ ଅପେକ୍ଷାର ଅନ୍ତ ଘଟାଇ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ କରୋନାକୁ ମାତ ଦେଇପାରୁଥିବା ଟିକା ବାହାର କରିବାରେ ସକ୍ଷମ ହୋଇଛି। ଆଜି ରୁଷ କରୋନା ଟିକା ବାହାର କରିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଋଷ

ରାଜସ୍ଥାନ କଂଗ୍ରେସ ବିବାଦର ଅନ୍ତ : ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ମାନିଲେ ପାଇଲଟ

ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରମାଣ କଲେ ସଚ୍ଚିନ ପାଇଲଟ, ମାସେ ପରେ ଦଳକୁ ଫେରିଲେ - ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିବାଦ ଭୁଲିଲେ ପାଇଲଟ, କହିଲେ- ‘ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତା ଓ ମତପାର୍ଥକ୍ୟର ସ୍ଥାନ ନାହିଁ ’ ଜୟପୁର/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି
error: Content is protected !!
Open chat