Browsing Category

Odisha

ବହୁ ଚର୍ଚ୍ଚିତ ଦୁଇ ଦାଦନଙ୍କ ହାତ କଟା ଘଟଣା: ଶେଷ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଦଣ୍ଡିତ କଲେ…

ଧର୍ମଗଡ ୧୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : କଳାହାଣ୍ଡି ଜିଲ୍ଲାରେ ଗତ ୨୦୧୩ ମସିହାରେ ୨ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ହାତ କଟାଯିବା ଘଟଣାରେ ଶେଷ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ  ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି

ହଜିଯାଇଛି ‌ମୌସୁମୀ: ଜୁଲାଇରେ ୪୧% ନିଅଣ୍ଟିଆ ବର୍ଷା

ଭୁବନେଶ୍ବର ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷା ହେବନି। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୧୫ ତାରିଖ ପରେ ବର୍ଷା ପୁଣି ଛାଡ଼ିଯିବ। ବର୍ତମାନ ସମୟରେ ରାଜ୍ୟରେ ମୌସୁମୀ

ସଂଗଠନରେ ପରିବର୍ତ୍ତନ : ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ଭିଏଚପିର ନୂଆ ଅଧ୍ୟକ୍ଷ

ପାଟନା ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ନୂଆ ଅଧ୍ୟକ୍ଷ  ହୋଇଛନ୍ତି। ପରିଷଦର ଅଧ୍ୟକ୍ଷ ହେବା ପରେ ଡକ୍ଟର ସିଂହ କହିଛନ୍ତି ଯେ ଲୋକଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି। କେବଳ ସମସ୍ତଙ୍କ ଅଂଶଗ୍ରହଣରେ

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୧୫ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ବଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଆନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ

ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ; ରାଜ୍ୟ ପାଇଁ ନୂଆ ଗାଇଡ ଲାଇନ

ସମଗ୍ର ଜିଲାରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ ଭୁବନେଶ୍ୱର ୧୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ପାଇଁ ନୂଆ ଗାଇଡ଼ଲାଇନ ସହ ପୁଣି ବୃଦ୍ଧି ହେଲା ଆଂଶିକ ତାଲାବନ୍ଦ। ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ

ୱାସିମ୍ ଜାଫର ହେଲେ ଓଡ଼ିଶା କ୍ରିକେଟ ଦଳର କୋଚ୍‌

ଭୁବନେଶ୍ୱର ୧୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ୱାସିମ୍ ଜାଫର ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ୱାସିମ୍ ଜାଫର ଉତ୍ତରାଖଣ୍ଡର କୋଚ ଭାବେ ଦାୟିତ୍ୱ ତୁଲାଇଥିଲେ । ଉଭୟ ପ୍ରଥମ ଶ୍ରେଣୀ ଓ

ଅନ୍‌ଲକ୍‌ ହେବ ଓଡ଼ିଶା ! ସାରା ରାଜ୍ୟରେ ଗଡିବ ବସ୍ : ପରିବହନ ମନ୍ତ୍ରୀ

ଭୁବନେଶ୍ବର ୧୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଲକଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ୍‌ର ଦ୍ଵିତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ନେଇ ବିଚାର ବିମର୍ଷ ଜାରି ରହିଛି। ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ

ଚଳିତ ବର୍ଷ ବି ବୋଲବମ୍ ଉପରେ ଲାଗିଲା କଟକଣା, ଜଳଧରି ଯାତ୍ରା କରିପାରିବେନି କାଉଡ଼ିଆ

ଭୁବନେଶ୍ୱର ୧୩/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର

ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା

ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
error: Content is protected !!
Open chat