Browsing Category
Odisha
କରୋନାର ୩ୟ ଲହର ନିଶ୍ଚିତ ଆସିବ, ସରକାର ଓ ଜନ ସାଧାରଣ ସତର୍କ ରୁହନ୍ତୁ : ଆଇଏମଏ
ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନାର ୩ୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କତାର ସ୍ତରକୁ ଢିଲା କରିବା ଉଚିତ ନୁହେଁ ବୋଲି ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇଦେଇଛି ।
ସଂଘ ପକ୍ଷରୁ କୁହାଯାଇଛି!-->!-->!-->…
ବିନା ଭକ୍ତରେ ଗଡ଼ିଚାଲିଛି ଶ୍ରୀଜିଉଙ୍କ ରଥ: ଭାବବିହ୍ବଳ ହେଲେ ପୁରୀବାସୀ
ପୁରୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରିଛି କରୋନା ମହାମାରୀ। ଗତବର୍ଷ କରୋନାର ପ୍ରଥମ ଲହର କାରଣରୁ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା। ଏଥର ପୁଣି ଦ୍ୱିତୀୟ ଲହରର ପ୍ରଭାବ କମିନଥିବାରୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ!-->…
ମାଲକାନଗିରିରେ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ଶୁଭ ଉଦଘାଟନ
ମାଲକାନଗିରି ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ବିଶ୍ଵ ଜନସଂଖ୍ୟା ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଛି । ଏହି ରଥକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା!-->…
ଦାୟିତ୍ୱ ଗ୍ରହଣ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା, ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ
ନୂଆଦିଲ୍ଲୀ ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନବନିଯୁକ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏକ ବଡ଼ ଘୋଷଣା କରିଛନ୍ତି | ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ ‘ଉଡାନ’ ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି!-->…
ରାତି ପାହିଲେ ଘୋଷଯାତ୍ରା, ରଥ ଓ ପଥ ପ୍ରସ୍ତୁତ
ପୁରୀ ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି :ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ କରିବେ ମହାବାହୁ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ!-->…
ମୋଟର ସାଇକେଲ ମେକାନିକ ଙ୍କ ହାତର ଚମତ୍କାରିତା : ତୁଳି ଧରି ଆଙ୍କି ଦେଉଛନ୍ତି ନିଖୁଣ ଚିତ୍ର
ଉମରକୋଟ ୧୦/୦୭/୨୦୨୧ କଳିଙ୍ଗ ଜ୍ଯୋତି :- ତାଙ୍କ ଭିତରେ ଭରି ରହିଛି କଳା ଓ ଲୁଚି ରହିଛି ପ୍ରତିଭା। ମୋଟର ସାଇକେଲ ମେକାନିକ୍ ହୋଇ ହାତରେ ତୁଳି ଧରି ଆଙ୍କି ଦେଉଛନ୍ତି ନିଖୁଣ ଚିତ୍ର। ନିଜର କଳା ଯୋଗୁଁ ସାମାଜିକ ଗଣମାଧ୍ୟମରେ ସେ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇ!-->…
ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରାହ୍ମଣଛାଇରେ ଗୋଷ୍ଠୀ ସଂର୍ଘଷ ଘଟଣାରେ ଆଉ ୨ ଗିରଫ
ହିଂଜିଳିକାଟୁ ୧୦/୦୭/୨୦୨୧କଳିଙ୍ଗ ଜ୍ୟୋତି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇରେ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମଙ୍ଗଳବାର ଦିନତମାମ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳି ଉଠୁଥିବା ନିଆଁ ରାତ୍ର ସମୟରେ ଉଗ୍ର ରୂପ ଧାରଣ କରି ଗ୍ରାମର ଦୁଇ ଗୋଷ୍ଠୀ!-->…
ବେକରେ ରସି ଲଗାଇ ଯୁବତୀଙ୍କ ଆତ୍ମ ହତ୍ୟା
ମାଲକାନଗିରି ୧୦/୦୭/୨୦୨୧ କଳିଙ୍ଗ ଜ୍ୟୋତି : ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯ କଲୋନୀରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭାଗିରଥି ପାଣିଗ୍ରାହୀଙ୍କ ଏକ ମାତ୍ର ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।!-->…
ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁରରେ ନିୟମଗିରିର ଡଙ୍ଗରିଆ କନ୍ଧ
ଭୁବନେଶ୍ୱର ୧୦/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି।!-->…
ଦେଶରେ କରୋନା ସଂକ୍ରମଣ କମୁଛି, କିନ୍ତୁ ସତର୍କ ନହେଲେ ପୁଣି ବିପଦ ମାଡ଼ିଆସିବ : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଚାଲିଛି । କିନ୍ତୁ ଏହାର ସୁଯୋଗ ନେଇ ଆମେ ଆମର ସତର୍କତାକୁ ଢିଲା କଲେ ପୁଣି ସଂକ୍ରମଣ ମାଡ଼ିଆସିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି।
ମନ୍ତ୍ରାଳୟର ସାମ୍ବାଦିକ!-->!-->!-->…