Browsing Category

Odisha

ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର

ପୁକଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୧୩/୦୭:ସିଂହାସନ ଡାହାଣ ପାଖ ପଦ୍ମ ପାଖୁଡାରେ କ୍ଷେତ ହୋଇଥିବା ନେଇ ଜଣେ ସେବାୟତଙ୍କ ଅଭିଯୋଗ ଉପରେ ଯାଞ୍ଚ କରାଯାଇଛି। ଏହି ପଦ୍ମ ପାଖୁଡାର ସ୍ଥିତି ଜାଣିବାକୁ, ଏଏସ୍ ଆଇ ସହ ଶ୍ରୀମନ୍ଦିର ପ୍ରଶାସନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନ ସିଂହାସନ

ୟୁଜି, ପିଜି ପରୀକ୍ଷାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୭: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପରୀକ୍ଷା ହେବ ନା ନାହିଁ। ଯଦି ହୁଏ, କେବେ କରାଯିବ। ସେପ୍ଟେମ୍ବର ମଧ୍ୟରେ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଛି। ଯାହାକୁ ନେଇ ଓଡ଼ିଶା

ରାଜସ୍ଥାନ ରାଜନୀତିରେ ଝଡ : ଆଜି ସଚିନ ପାଇଲଟ ବିଜେପିରେ ମିଶିବା ସମ୍ଭାବନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ସଚିନ ପାଇଲଟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଉପସ୍ଥିତିରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ । କାରଣ କଂଗ୍ରେସ ପାଇଲଟଙ୍କ ସହିତ ରବିବାରଦିନ ରଖିଥିବା

ଆଧାର କାର୍ଡ ଦେଖାଇଲେ ମିଳିବ କରୋନା ଔଷଧ ‘ରେମଡେସିଭିର୍’

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୨/୦୭ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନା ଧରୁନି। କରୋନା ମହାମାରୀ ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର ଏବଂ କରୋନା ଔଷଧ ‘ରେମଡେସିଭିର୍‌’ର କଳାବଜାରି ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଖୁବଶୀଘ୍ର ବଦଳିବେ ପିସିସି ସଭାପତି !

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ । ପିସିସି ସଭାପତି ବଦଳିବା ସମ୍ଭାବନା ନେଇ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ପିସିସି ସଭାପତି ଦୌଡ଼ରେ ରହିଛନ୍ତି ୧୩ ବରିଷ୍ଠ ନେତା । ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଭକ୍ତ ଚରଣ ଦାସ,

ବିଶ୍ୱର ପ୍ରଥମ କରୋନା ଟୀକାର ମାନବ ପରୀକ୍ଷା ଶେଷ, ନିରାପଦ ପ୍ରମାଣିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭:ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ବେଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବା ଟ୍ରାଞ୍ଜିସିନାଲ ମେଡିସିନ୍

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭ ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନ ସୂଚନା ଦେଇଛନ୍ତି।

ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାର : ସହଯୋଗୀ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପାଇଲଟ୍, ଅନୁସରଣ କରିବେ କି…

ଜୟପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ

କୋଭିଡ ରୋଗୀଙ୍କୁ ଆଇଟୋଲିଜୁମାବ ଔଷଧର ସୀମିତ ବ୍ୟବହାର ପାଇଁ ଅନୁମତି ମିଳିଲା

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି

ଭାରତ ସଙ୍କଳ୍ପବଦ୍ଧତା ଓ ଉତ୍ସାହର ସହ କୋଭିଡ୍-୧୯ ମହାମାରୀ ବିରୋଧୀ ସଂଗ୍ରାମରେ ଉତ୍ତମ ସ୍ଥିତିରେ ରହିଛି: କେନ୍ଦ୍ର…

ଗୁରୁଗ୍ରାମ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଦ୍ବାରା ଆରମ୍ଭ ହୋଇଥିବା ବିଶାଳ ବୃକ୍ଷରୋପଣ ଅଭିଯାନରେ ଅଂଶ ଗ୍ରହଣ କରି ଗୃହମନ୍ତ୍ରୀ କହିଛନ୍ତି, ଯ ଦୁନିଆ ଦେଖୁଛି ଯଦି ସମଗ୍ର ବିଶ୍ବରେ କେଉଁଠି କରୋନାଭାଇରସ୍ ବିରୋଧରେ ସଫଳ ସଂଗ୍ରାମ
error: Content is protected !!
Open chat