Browsing Category
Odisha
ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ବିଜେପି ରୋକ ଲଗାଇଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଥିବା ଭିତିରି ବୁଝାମଣା ପୁଣିଥରେ ସାମ୍ନାକୁ ଆସିଛି। କରୋନା ମୁକାବିଲାରେ ଭାରତ ସରକାର କେତେ ଦୂର ସଫଳ ହୋଇଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ପିଏମ!-->…
ହୋମ୍ ଆଇସୋଲେସନ୍ ନେଇ ଭୁବନେଶ୍ୱର ମହାନଗର ନିଗମ ନୂଆ SOP ଜାରି କଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୭: ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନ୍ରେ ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ SOP ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(BMC)।
ଏହି SOPରେ କୁହାଯାଇଛି, ହୋମ୍ ଆଇସୋଲେସନରେ ରହିବାକୁ!-->!-->!-->!-->!-->…
ବିବାଦ ନକରି ଭାରତ ଓ ଚୀନ ପରସ୍ପର ସହଯୋଗୀ ହେବା ଉଚିତ :ଚୀନ ରାଷ୍ଟ୍ରଦୂତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ସୀମାରେ ସୈନ୍ୟ ଠୁଳକରି ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ଆଜି ଶାନ୍ତିର କଥା କହିଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍ଵଡଙ୍ଗ୍ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ!-->…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି , Whatsapp ଓ Teligramରେ ପଠାଯିବ ସମନ୍ ଓ ଲିଗାଲ ନୋଟିସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଏବେ କୋର୍ଟଙ୍କ ପକ୍ଷରୁ ସମନ୍ ଅଥବା ଲିଗାଲ ନୋଟିସ୍ ସୋସିଆଲ ନେଟୱାର୍କିଂ ସାଇଟ୍ରେ ପଠା ଯାଇପାରିବ। ଏଥିଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍!-->…
ସାରା ଦେଶରେ ଖୁବ୍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ : ଆଇସିଏମ୍ଆର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭:: କୋଭିଡ୍-୧୯ ସଂକ୍ରମଣର ଗତି ନିର୍ଦ୍ଧାରଣ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର) ସାରା ଦେଶରେ ଖୁବ୍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ ଆରମ୍ଭ କରିବାକୁ ଯୋଜନା କରୁଛି। ଲୋକମାନଙ୍କ ମଧ୍ୟରେ କୋଭିଡ୍-୧୯ ସଂକ୍ରମଣର ଗତି!-->…
ଆସନ୍ତା ସପ୍ତାହରୁ ୧୦ କରୋନା ନମୂନା ଟେଷ୍ଟ ହେବ: ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ବର ୧୧/୦୭: ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହବ୍ । ୧୦ ଦିନ ଭିତରେ ସରକାର ଏହାର ଉଦଘାଟନ କରିବେ । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା!-->…
ବ୍ୟାନ୍ ହୋଇଥିବା ୫୯ ଚାଇନିଜ୍ ଆପକୁ ସରକାରଙ୍କ ନୋଟିସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍ ହୋଇଥିବା ୫୯ ଟି ଚାଇନିଜ୍ ଆପକୁ ନୋଟିସ୍ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍ରେ ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି।!-->…
ବାୟୁ ଦ୍ୱାରା କରୋନା ବ୍ୟାପିବା ସମ୍ଭାବନା ପରେ WHO ର ନୂଆ ଗାଇଡଲାଇନ୍ ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କରୋନା ଭାଇରସକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି । ବାୟୁ ଦ୍ୱାରା ଭାଇରସ ବ୍ୟାପିବା ଖବର ଆସିବା ପରେ ଏହି ଗାଇଡଲାଇନ୍ ଜାରି କରାଯାଇଛି ।
ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗାଇଡଲାଇନ୍!-->!-->!-->!-->!-->…
ଭାରତରେ ପହଞ୍ଚିଲା ଆଉ ୫ଟି ଆପାଚେ ଲଢୁଆ ହେଲିକାପ୍ଟର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି । ଗଲଓ୍ଵାନ ସଂଘର୍ଷ ପରେ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ପୁଣି ଫେରିବା ଅସମ୍ଭବ ନୁହେଁ । ଏଣୁ ଭାରତ ନିଜର ଲଢୁଆ ବିମାନ ଓ!-->!-->!-->…
