Browsing Category
Odisha
ଓଡ଼ିଶା ହାଇକୋର୍ଟ ଆସନ୍ତା ଜୁଲାଇ ୧୦ ପର୍ଯ୍ୟନ୍ତ ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୯/୦୭: ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍ଡାଉନ୍ ଘୋଷଣା କରିଛି ସିଏମ୍ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦!-->!-->!-->…
ସେନା କର୍ମଚାରୀଙ୍କୁ ଫୋନରୁ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ସକୁ ଡିଲିଟ ପାଇଁ ନିର୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ୮୯ଟି ଆପକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍ କରିବେ, ସେନେଇ ସେନା ପକ୍ଷରୁ କଡ଼ା!-->!-->!-->…
କୋଭିଡ୍-୧୯ ପାଇଁ ସିବିଏସ୍ଇର ସଂଶୋଧିତ ପାଠ୍ୟକ୍ରମ ପ୍ରକାଶିତ : ଏଥର ସଂଘବାଦ, ନାଗରିକତା, ଜାତୀୟତା ଓ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ସମସ୍ତ ବିଷୟକୁ ୩୦% ଲେଖାଏ କମାଯିବା ସହ ସଂଶୋଧିତ!-->!-->!-->…
ଓଜେଇଇ ପଞ୍ଜୀକରଣ ତାରିଖ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍ଲାଇନ୍ ପଞ୍ଜୀକରଣ ଅବଧି ଜୂଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ବୁଧବାର ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଶେଷ ମୁହୂର୍ତ୍ତରେ ଆବେଦନ କରୁଥିବା!-->!-->!-->…
ସଚିନ ତେନ୍ଦୁଲକର ଉଦ୍ଘାଟନ କଲେ ପ୍ଲାଜ୍ମା ଥେରାପି ୟୁନିଟ୍
ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମୁମ୍ବାଇର ସୁନ୍ଦରବନ, ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍ମା ଥେରାପୀ ୟୁନିଟ୍ ଉଦ୍ଘାଟନ କରିଛନ୍ତି। ଏହି ୟୁନିଟ୍ରେ କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସା ହେବ।!-->…
କାନପୁର ଏନ୍କାଉଣ୍ଟରର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେ ପୋଲିସ ପଞ୍ଝାରେ ,ଉଜ୍ଜେନରୁ ହେଲା ଗିରଫ
କଳିଙ୍ଗ ଜ୍ୟୋତି ବ୍ୟୁରୋ କାନପୁର ୦୯/୦୭ : କାନପୁର ସୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ!-->!-->!-->…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡ଼ା କାର୍ଯ୍ୟାନୁଷ୍ଠାନ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ୩୨୯.୬୬ କୋଟି ଟଙ୍କାର…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଜୁନ୍ ମାସ!-->…
ଆଉ ୨୦ ହଜାର ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ’ କିଟ୍ ପହଞ୍ଚିଲା ଓଡ଼ିଶା
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ସେଥିରୁ କଟକ SCBକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦!-->…
ପ୍ରଶାସନ ଦ୍ଵାରା ପୁରୀ ସ୍ୱର୍ଗଦ୍ୱାରରେ ଉପରେ କଟକଣା ଲାଗୁ : ବିଜେପି କହିଲା ରଥଯାତ୍ରା ବନ୍ଦ କରିବା ଷଡଯନ୍ତ୍ର ଭଳି,…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ହିନ୍ଦୁ ଧର୍ମରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ପ୍ରତିଦିନ ସ୍ୱର୍ଗଦ୍ୱାରରେ ହଜାର ହଜାର ସଂଖ୍ୟାରେ ଶବ ଦାହ କରାଯାଏ । ସେହିପରି ମହୋଦଧୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ!-->…
ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଣ୍ଠି ପ୍ରସଙ୍ଗ : ଅନୁଧ୍ୟାନ କରିବ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭ : ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନରୁ ଅର୍ଥ ମିଳୁଥିବା ନେଇ ଅଭିଯୋଗ ହେଉଥିଲା। ଅନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ସରକାର ଏହାର ପାଣ୍ଠି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି।
!-->!-->!-->!-->!-->!-->!-->…
