Browsing Category
Odisha
ରାଜଧାନୀ ଭୁବନେଶ୍ୱରରେ ସମାବେଶ ମନା :ବିଏମସି
ଭୁବନେଶ୍ୱର,୪ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜଧାନୀରେ ଲାଗୁ ହୋଇଛି କଟକଣା । କୌଣସି ପ୍ରକାର ସମାବେଶ, ରାଲି, ସଭା ଓ ଧାରଣା ଉପରେ କଟକଣା ଲାଗୁ ହୋଇଛି ।
ବିଏମସି ଅଧିନ ଅଞ୍ଚଳରେ କୌଣସି ସଭା ହୋଇପାରିବ ନାହିଁ । ନିୟମ ଉଲ୍ଲଙ୍ଘନ ଦେଖିଲେ ସ୍ଥାନୀୟ ଆଇଆଇସି!-->!-->!-->!-->!-->!-->!-->…
ଭୁବନେଶ୍ୱର ବିଏମ୍ସି ଅଫିସରେ ପଶିଲା କରୋନା : ଦୁଇ ଇଞ୍ଜିନିୟର, ଜଣେ ଡ୍ରାଇଭରଙ୍କୁ କରୋନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ରାଜଧାନୀରେ କରୋନା ମୁକାବିଲା ପାଇଁ ବିଏମ୍ସିରେ ଖୋଲିଛି କଣ୍ଟ୍ରୋଲ ରୁମ୍। କେଉଁ ଅଞ୍ଚଳ ସିଲ୍ ହେବ, ରାଜଧାନୀରେ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ନିଷ୍ପତ୍ତି ବିଏମ୍ସି ନେଉଛି। କରୋନା ହୁ ହୁ ହୋଇ ବଢ଼ୁଥିବାବେଳେ ଏବେ ବିଏମ୍ସି!-->!-->!-->…
ଶ୍ରୀକ୍ଷେତ୍ର ରେ ଲାଗିଲା ପ୍ରବେଶ କଟକଣା : ବିନା କାରଣରେ ପୁରୀକୁ ଯାଇପାରିବେ ନାହିଁ
ପୁରୀ (କଳିଙ୍ଗ ଜ୍ୟୋତି), ୦୫।୦୭ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଅନେକ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ କରିବା ପାଇଁ ଥିବା ୩ଟି ରାସ୍ତାରେ ନାକାବନ୍ଦୀ କରି ଯାଂଚ କରାଯିବ । ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ!-->…
ଭଦ୍ରକରେ ହେବ ସିନ୍ଥେଟିକ୍ ଫାଇବର କାରଖାନା : ଧର୍ମେନ୍ଦ୍ର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୦୫/୦୭ : ଭଦ୍ରକ ଜିଲାରେ ସିନ୍ଥେଟିକ୍ ଫାଇବର ନିର୍ମାଣ ପାଇଁ କାରଖାନା ନିର୍ମାଣ ହେବ । ନିକଟରେ ରାଜ୍ୟ ସରକାର ଏଥି ନିମିତ୍ତ ଜମି ଚିହ୍ନଟ କରିଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ!-->!-->!-->…
ଭାରତ ପରେ ଆମେରିକାରେ ଶୁଭିଲା ବୟକଟ୍ ଚାଇନା ନାରା,ଐତିହାସିକ ଟାଇମ ସ୍କୋୟାରରେ ଜୋରଦାର ପ୍ରଦର୍ଶନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନ୍ୟୁୟର୍କ ୦୫/୦୭: ଚୀନର ଆକ୍ରମଣାତ୍ମକ ଓ ବିସ୍ତାରବାଦୀ ନୀତିରେ ବିରକ୍ତି ଏବଂ ଅସନ୍ତୋଷ ପ୍ରକାଶ କରି ଏବେ ସମଗ୍ର ଦୁନିଆର ଲୋକ ସଡକକୁ ଓହ୍ଲାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭାରତୀୟ ଆମେରିକୀ, ତିବ୍ବତି ଓ ତାଇଓ୍ଵାନୀ ନାଗରିକ ଚୀନ ବିରୋଧରେ!-->!-->!-->…
ସକାଳ ଖବର
https://m.facebook.com/story.php?story_fbid=120653236362544&id=111417877286080
ଚୀନ ଭେଟି ଦେଲା ଆଉ ଏକ ନୂଆ ସ୍ୱାଇନ୍ ଫ୍ଲୁ ଭାଇରସ୍ ‘G-4’
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫।୦୭ : ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର!-->…
ଘୋଷଯାତ୍ରାରୁ ବାହୁଡ଼ି ରତ୍ନବେଦୀକୁ ଫେରିଲେ ତିନି ଠାକୁର- ଅଭିମାନୀନୀ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କଲେ…
ଲୀଳାମୟ ଠାକୁର ଆଷାଢ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀକୁ ଫେରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ!-->!-->!-->…
ଭାରତ ସରକାର ବ୍ୟାନ୍ କଲା ପରେ ଏବେ ଚୀନଠାରୁ ନିଜକୁ ଦୂରେଇବାକୁ ଚାହୁଁଛି ଟିକଟକ୍
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ଭାରତରେ ବ୍ୟାନ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ!-->…
ରାଜଧାନୀରେ ମାଡ଼ି ମାଡ଼ି ଚାଲିଛି କରୋନା: ଆଜି ପୁଣି ଚିହ୍ନଟ ହେଲେ ୪୫ ନୂଆ ଆକ୍ରାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ରାଜଧାନୀରେ ମାଡ଼ି ଚାଲିଛି କରୋନା। ଶନିବାର ଆଉ ୪୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ ହୋଇଛି। ସେଥିରୁ ୨୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ ସକ୍ରିୟ କେସ୍!-->!-->!-->…
