Browsing Category

Odisha

ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ହିଁ ନୂତନ ଭାରତର ଶକ୍ତି – ମୋଦୀ

ନୂଆଦିଲ୍ଲୀ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ତୃତୀୟ ଟୀକାକରଣ ପର୍ଯ୍ୟାୟରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଏହା ହିଁ ହେଉଛି ନୂତନ ଭାରତର ଶକ୍ତି। ଆଜି ଆକାଶବାଣୀରେ ପ୍ରଚାରିତ ମନ କି

ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ: ‘ମନ୍‌ କି ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୭୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ବିଜ୍ଞାନକୁ ବିଶ୍ବାସ କରିବା

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ ଦାବି କଲା ଓଡ଼ିଶା

ଭୁବନେଶ୍ବର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଟିକା ଅନୁପାତରେ ପରିବର୍ତ୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି। ପରିବର୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନି

୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ବର ଜିଲ୍ଲା ପାଇଁ ପ୍ରତାପ ଦେବ, ବରଗଡ଼ ଜିଲ୍ଲା ପାଇଁ ସୁଧୀର ସାମଲ ଓ

କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍‌

ପୁଣେ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକାର ଔଷଧ କମ୍ପାନୀ ନୋଭାଭାକ୍ସ ଦ୍ବାରା ବିକଶିତ କରୋନା ଟିକାକୁ ଭାରତରେ ଉତ୍ପାଦନ ଆରମ୍ଭ କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)। ନୋଭାଭାକ୍ସର ଭାରତ ଉତ୍ପାଦିତ ଟିକାର ନାମ କୋଭାଭାକ୍ସ ରଖାଯାଇଛି। ଏସ୍‌ଆଇଆଇର ପୁଣେସ୍ଥିତ

ନିଜେ ଅସହାୟ ୱାର୍ଡ ସଭ୍ୟା, ସାହାଯ୍ୟ କରିବେ କାହାକୁ

ନନ୍ଦପୁର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି :  ଲୋକଙ୍କ ପ୍ରତିନିଧି ହେବାର  ପ୍ରଥମ ପାହାଚ ୱାର୍ଡ ସଭ୍ୟ ସଭ୍ୟା, ଯେଉଁଠାରୁ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ନିଜ ୱାର୍ଡର ସମସ୍ୟା ଗୁଡ଼ିକ ପଞ୍ଚାୟତ ସ୍ତରରେ ପହଞ୍ଚାଯାଏ। କିନ୍ତୁ ଯଦି ନିଜେ ୱାର୍ଡ ସଭ୍ୟ /ସଭ୍ୟା ସମସ୍ୟା ଘେରରେ ଥାଇ ପ୍ରଶାସନିକ

ଅଧିକ କ୍ଷମତାସମ୍ପନ୍ନ ପିନାକ ରକେଟ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ତୋପ ରକେଟ୍‌ ପ୍ରଣାଳୀର ବିକାଶ ଜାରି ରଖିଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ସ୍ବଦେଶୀ ଭାବେ ବିକଶିତ ପିନାକ ରକେଟ୍‌ର ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ଥିବା ବର୍ଦ୍ଧିତ ସଂସ୍କରଣର ସଫଳ ପରୀକ୍ଷଣ କରାଯାଇଛି।

ବୈପାରିଗୁଡା ବ୍ଲକରେ ନୂତନ ସିଡ଼ିପିଓ ଜି. ସୀତା କୁମାରୀଙ୍କ ଯୋଗଦାନ

ବୈପାରିଗୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଭାବେ ଶ୍ରୀମତୀ ଜି. ସୀତା କୁମାରୀ ଯୋଗଦାନ କରିବା ସହିତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଶ୍ରୀମତୀ ଜି. ସୀତା କୁମାରୀ ଏହା ପୂର୍ବରୁ କୋରାପୁଟ ଜିଲ୍ଲାର

ବାଣପୁର : ବେଆଇନ କ୍ଲିନିକରେ ଚଢାଉ ସହ ଲକ୍ଷାଧୀକ ଟଙ୍କାର ଔଷଧ ଜବତ

ବାଣପୁର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ ପ୍ରବୀର କୁମାର ରୟ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେଲା ଏକ କ୍ଲିନିକ୍ କରି ରୋଗୀ ମାନଙ୍କୁ ଚିକିତ୍ସା କରିଆସୁଥିଲେ। କିନ୍ତୁ ଉକ୍ତ କ୍ଲିନିକ୍ ଵିନା ଲାଇସେନସରେ

ୟୁନିଟ୍‌-୧ ହାଟକୁ ସିଲ୍ କଲା ବିଏମ୍‌ସି, ଜୁଲାଇ ୧ ଯାଏଁ ବନ୍ଦ ରହିବ ମାକେର୍ଟ

ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୟୁନିଟ୍‌-୧ ହାଟକୁ ବୁଧବାର ଦିନ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୋଲିସ ସିଲ୍‌ କରିଛି । କୋଭିଡ୍‌ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଏହି  ଖୁଚୁରା(ରିଟେଲ) ଓ ପାଇକାରୀ (​ହୋଲ୍‌ସେଲ୍‌) ବଜାରକୁ ଜୁଲାଇ ୧ ତାରିଖ
error: Content is protected !!
Open chat