Browsing Category
Odisha
ଜୁନ୍ ଶେଷ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାରିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : କେବେ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା ରହିଥିଲା। ଏବେ ତାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି।!-->…
ହଜ୍ ଯାତ୍ରା ପାଇଁ ଗାଇଡ୍ଲାଇନ୍ ଜାରି ; ୬୫ ବର୍ଷରୁ କମ ଓ ଟୀକା ନେଇଥିବା ବ୍ୟକ୍ତି ଯାଇପାରିବେ
ଦୁବାଇ ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ହଜ୍ ଯାତ୍ରା ପାଇଁ ଗାଇଡ୍ଲାଇନ୍ ଜାରୀ କରିଛି ସଉଦି ଅରବ। ଗାଇଡ୍ ଲାଇନ୍ ଆନୁସାରେ ଚଳିତ ଥର ବିଦେଶ ହଜ୍ ଯାତ୍ରୀଙ୍କୁ ମନା ହୋଇଥିବା ବେଳେ ମାତ୍ର ୬୦ ହଜାର ଶ୍ରଦ୍ଧାଳୁଙ୍କୁ ପବିତ୍ର ହଜ୍ ପାଇଁ ଅନୁମତି ମିଳିଛି। ଅନୁମୋଦିତ ସମସ୍ତ!-->…
ଭାରତୀୟ ବୈଜ୍ଞାନିକ ବଡ଼ ସଫଳତା : ୧ ଘଣ୍ଟାରୁ କମ ସମୟ କାଗଜ ମଧ୍ୟରେ ଦ୍ୱାରା ଜାଣିହେବ କରୋନା ଭାଇରସର ମ୍ୟୁଟେସନ
ନୂଆଦିଲ୍ଲୀ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜିନୋମ ସିକ୍ଵେନ୍ସିଂ ବିଜ୍ଞାନରେ ଭାରତୀୟ ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଦୁନିଆରେ ପ୍ରଥମ ଥର ପାଇଁ କାଗଜ ଜରିଆରେ ଏକ ଘଣ୍ଟା ମଧ୍ୟରେ କରୋନା ଭୂତାଣୁର ମ୍ୟୁଟେଶନ ଚିହ୍ନଟ କରିବା ପାଇଁ ଟେକନିକ୍ ବିକଶିତ କରିଛନ୍ତି ଭାରତୀୟ ବୈଜ୍ଞାନିକ।!-->…
ଶୁଭାରମ୍ଭ ହେଲା ସମ୍ବଲପୁର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ, ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ସଂପନ୍ନ
ସମ୍ବଲପୁର୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ପର୍ବର ବିଭିନ୍ନ ବିଧି ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ବିବାହ ପୂର୍ବରୁ ମହାଦେବଙ୍କ କନ୍ୟା ଅନ୍ୱେଷଣର ପର୍ବ ପତରପେଣ୍ଡିରୁ ଏହି ପ୍ରସିଦ୍ଧ ପର୍ବ ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସର୍ବ!-->…
ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍ ଗେଟସ
ୱାଶିଂଟନ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ବିଶ୍ୱର ସବୁଠାରୁ ଧନୀମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ସମସ୍ତେ ବିଲ୍ ଗେଟସଙ୍କୁ ଜାଣନ୍ତି। କିନ୍ତୁ ହୁଏତ କମ୍ ଲୋକ ଏକଥା ଜାଣିଥିବେ ଯେ, ସେ ହେଉଛନ୍ତି ଆମେରିକାର ଅନ୍ୟତମ!-->…
କୋଭିଡ୍ ମୁକାବିଲା: ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା
ଭୁବନେଶ୍ୱର ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ!-->!-->!-->…
ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଳ ରାୟ
କୋଲକତା ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଯ଼ାଇଛନ୍ତି । ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ସେ ତୃଣମୂଳ କଂଗ୍ରେସ ଭବନଠାରେ ସେ ଏହି ଦଳକୁ ଫେରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ!-->…
୮ ଦିନ ମଧ୍ୟରେ ପ୍ରକାଶିତ ହେବ କୋଭାକ୍ସିନର ୩ୟ ପର୍ୟ୍ୟାୟ ପରୀକ୍ଷଣ ଫଳାଫଳ : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ପକ୍ଷରୁ କୋଭାକ୍ସିନକୁ ଜରୁରିକାଳୀନ ଅନୁମତି ନ ଦେବା ଭାରତରେ ଏହି ଟିକାର ବ୍ୟବହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯ଼ାଇଛି । ତେବେ ଆସନ୍ତା ୭ରୁ ୮ ଦିନ!-->…
ମୁଖ୍ୟମନ୍ତ୍ରୀଙ୍କ ଇସାରା: କୋହଳ ହେବ ଲକ୍ଡାଉନ୍, କମ୍ ସଂକ୍ରମଣ ଜିଲ୍ଲାରେ ଅନ୍ଲକ୍ ନେଇ ବିଚାର
ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜୀବନ ଜୀବିକାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ବିଶେଷଜ୍ଞମାନେ କରୋନାର ତୃତୀୟ ଲହର ଆସିବ ବୋଲି ଆକଳନ କରୁଛନ୍ତି । ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିକୁ!-->…
୧୫୦ ଟଙ୍କାରେ ମିଳିବ ବାୟୋଲଜିକାଲ-ଇ ର ଗୋଟେ ଡୋଜ
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ କରୋନା ଦେଖା ଦେଉଥିବା ବେଳେ କେନ୍ଦ୍ର ସରକାର ଏବେ ବିଭିନ୍ନ ଟିକାକୁ ଅନୁମୋଦନ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁର୍ବରୁ କୋଭାକ୍ସିନ୍, କୋଭିସିଲଡ଼ ଓ ସ୍ପୁଟନିକ-ଭି ଟିକାକୁ ସରକାର ଅନୁମତି ଦେଇଥିବା ବେଳେ ଏବେ ହାଇଦ୍ରାବାଦ!-->…