Browsing Category
Odisha
କୃଷକ ଆନ୍ଦୋଳନକୁ ସମର୍ଥନ, ଇସ୍ତଫା ପତ୍ର ପଠାଇଲେ ପଞ୍ଜାବ ଜେଲର ଡ଼ିଆଇଜି
ପଞ୍ଜାବରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରସ୍ତ ପରେ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ପଞ୍ଜାବର ଜେଲ ଡ଼ିଆଇଜି ଲଖବିନ୍ଦର ସିଂ ଜାଖର ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ତଫା ଦେବାର କାରଣ ହେଉଛି କୃଷି ଆଇନ!-->…
ଘରେ ପହଞ୍ଚିବ କରୋନା ଟୀକାକରଣ ସୂଚନା, ଜାଣିପାରିବେ ଟୀକାକରଣ କେନ୍ଦ୍ର ଓ ସମୟ
କରୋନା ଟୀକାକରଣ ପାଇଁ ଦିନକୁ ଦିନ ସମ୍ଭାବନା ବୃଦ୍ଧି ପାଉଥିବା ବେଳେ କାହାକୁ କେଉଁଠି ଓ କେଉଁ ସମୟରେ ଟୀକାକରଣ କରାଯିବ ସେ ନେଇ ଜାଣିବା ଆବଶ୍ୟକ ହୋଇପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଏନଏମ, ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀମାନେ ପୂର୍ବରୁ ସ୍ଥିରୀକୃତ ଲୋକଙ୍କ ଘରକୁ ଯାଇ ଭୋଟର!-->…
ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାମ୍ନାକୁ ଆସନ୍ତୁ : କ୍ରାଇମବ୍ରାଞ୍ଚ…
କଟକ: ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଓ ଠକାମିର ଶିକାର ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ସାମ୍ନାକୁ ବାହାରି ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ!-->…
ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୋହନ ଭାଗବତ
କଲକାତା : ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ତେଣୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ମଧ୍ୟ ଶନିବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି।ତାଙ୍କର ଏହି ଗସ୍ତ ସମୟରେ ସେ ରାଜ୍ୟର ଯୁବକମାନଙ୍କୁ!-->…
ପ୍ରେମ ସଂପର୍କ ଭାଙ୍ଗିବା ପରେ ଅଧିକାଂଶ ଦୁଷ୍କର୍ମ ମାମଲା ଦାଏର କରାଯାଉଛି : ଛତିଶଗଡ଼ର ମହିଳା ଆୟୋଗ ମୁଖ୍ୟ
ଭୋପାଳ: ଦେଶରେ ଅଧିକାଂଶ ଦୁଷ୍କର୍ମ ମାମଲା ପ୍ରେମ ସଂପର୍କ ଭାଙ୍ଗିବା ପରେ ହିଁ ଦାଏର କରାଯାଇଥାଏ। ଯେତେବେଳେ ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହୁଏ ବା ଭାଙ୍ଗିଯାଏ, ସେତେବେଳେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲା ଦାଏର କରିଥାନ୍ତି ବୋଲି କହିଛନ୍ତି ଛତିଶଗଡ଼ର ମହିଳା ଆୟୋଗ ଅଧ୍ୟକ୍ଷା କିରଣମୟୀ!-->…
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ହେବ ନବକଳେବର
ସାକ୍ଷୀଗୋପାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସତ୍ୟବାଦୀ ଯୁଗର ପଞ୍ଚସଖା ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ୧୯୦୯ ମସିହାରେ ପ୍ରତିଷ୍ଠିତ ଐତିହାସିକ ସତ୍ୟବାଦୀ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ!-->…
ଟିକାକରଣ ପାଇଁ ଏସଓପି ଜାରି କଲା କେନ୍ଦ୍ର: ଗୋଟିଏ ପର୍ଯ୍ୟାୟରେ ୧୦୦ଜଣଙ୍କୁ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଉପରେ ସମସ୍ତଙ୍କ ନଜର ରହିଛି। ଟିକା ଆସିବା ପୂର୍ବରୁ ଭାରତ ସରକାର ଟିକାକରଣ କେମିତି ହେବ, ସେ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଟିକାକରଣକୁ ସହଜ ଏବଂ ଭିଡ଼ କମାଇବା ପାଇଁ!-->…
ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା। କିନ୍ତୁ ଖୋଦ୍ ସିବିଆଇ ହେପାଜତରୁ ଗାଏବ ହୋଇଯାଇଛି ୧୦୩ କିଲୋଗ୍ରାମ ଓଜନର ସୁନା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସିବିଆଇ ହେପାଜତରୁ ଗାଏବ!-->…
କୋଭିଡ-୧୯ ସତ୍ତ୍ବେ ଦେଶରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : କୋଭିଡ-୧୯ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ଉତ୍ଥାନ ପତନ ସତ୍ତ୍ବେ ଅର୍ଥନୈତିକ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଭାରତୀୟ ଶିଳ୍ପ ବଣିକ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ଘାଟନୀ ଅଭିଭାଷଣ!-->…
କଟକଣା ଭିତରେ ଖୋଲିବ ଶ୍ରୀମନ୍ଦିର,ଜିଲ୍ଲା ବାହାର ଲୋକଙ୍କୁ ଦେବାକୁ ପଡ଼ିବ କୋଭିଡ୍ ନେଗେଟିଭ୍ ରିପୋର୍ଟ
ପୁରୀ: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଦୀର୍ଘ ୯ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ପରେ ତାହାକୁ ପୁନଃ ଆରମ୍ଭ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଏ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା!-->…