Browsing Category
Political
ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର : ସୂଚନା ଫଳକରେ ସୀମିତ ମନ୍ଦିରର ସୌନ୍ଦର୍ଯ୍ୟକରଣ !!
ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଉ ନ ଥିବାରୁ ଶ୍ରଦ୍ଧାଳୁ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକ ଦେଖାଣିଆ!-->…
ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…
ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ • ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି• ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି• ଛାତ୍ରଛାତ୍ରୀମାନେ ପିଲା!-->…
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ଭୋଟ, ନଗଡାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ
ଭୁବନେଶ୍ବର ୨୨/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଛି। ତେବେ ଯାଜପୁର ଜିଲାର ପଛୁଆ ଅଞ୍ଚଳ ନଗଡାରେ ରେକର୍ଡ ମତଦାନ ହୋଇଛି।ନଗଡାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଛି। ସେହିପରି ମାଓ!-->…
ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ୍ ଦଣ୍ଡାଦେଶ
ନୂଆଦିଲ୍ଲୀ ୨୧/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୁଣି ଲାଲୁଙ୍କୁ ଜେଲ ଦଣ୍ଡାଦେଶ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ରାଞ୍ଚି ସିବିଆଇ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ!-->…
ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ
ଭୁବନେଶ୍ବର ୨୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ତୃତୀୟ ପର୍ଯ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୧% ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ମତଦାନ ନେଇ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୩୮୨ଟି!-->…
ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ୨୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ, ଆଜି ତ୍ରିସ୍ତରୀୟ ପଞ୍ଚାୟତ!-->!-->!-->…
ଯାଜପୁରରେ ୪ଟି ବୁଥରେ ଜବରଦଖଲ, ମତଦାନ ବନ୍ଦ; ବିଡ଼ିଓଙ୍କ ଉପରେ ଆକ୍ରମଣ ସୂଚନା
ଯାଜପୁର ୨୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଯାଜପୁର ଜିଲ୍ଲାରେ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ବୁଥ ଜବରଦଖଲ ଭଳି ଘଟଣା ଘଟିଥିଲା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା!-->…
କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ : ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ପାଇଁ କଟକଣା
ଭୁବନେଶ୍ବର ୧୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପଞ୍ଚାୟତ ନିର୍ବାଚନବେଳେ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ!-->…
ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭତ୍ତା, ରାସନ ଓ ଆବାସ ବନ୍ଦ: ପ୍ରମିଳା ମଲିକ
ଯାଜପୁର ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ ବୋଲି ଭୋଟରଙ୍କୁ ସିଧାସଳଖ କହିଛନ୍ତି ବିଂଝାରପୁର ବିଧାୟିକା ପ୍ରମିଳା ମଲିକ। ପ୍ରମିଳାଙ୍କ ଏଭଳି ବକ୍ତବ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି!-->…
କଂଗ୍ରେସକୁ ମୋଦୀଙ୍କ ସିଧା ନିଶାନା- କହିଲେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା କଂଗ୍ରେସ ଚାହୁଁନି
ନୂଆଦିଲ୍ଲୀ ୦୭/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ଓଡ଼ିଶାରେ କଂଗ୍ରେସ ଜିତି ପାରିନାହିଁ। ନାଗାଲାଣ୍ଡ ଓ ଗୋଆରେ ବି ୨୮ ବର୍ଷ ହେଲା ଜିତିପାରି ନାହିଁ। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ!-->…