Browsing Category
Political
ଯାଜପୁର ର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୧୦/୦୭: ମହାମାରୀ କରୋନା ପାଇଁ ସଭା, ସମିତି ଆୟୋଜନ ହୋଇପାରୁନାହିଁ । ଏପରି ସ୍ଥଳେ ବିଜେପି ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ରାଲି ଆୟୋଜନ କରି ଲୋକଙ୍କୁ ଏକାଠି କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ!-->!-->!-->…
ଏନ୍କାଉଣ୍ଟର୍ ରେ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଲକ୍ଷ୍ନୌ ୧୦/୦୭: କାନପୁରରେ ଏନ୍କାଉଣ୍ଟର୍ କାରଣରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ ହୋଇଛନ୍ତି। ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସଙ୍କ ଏନ୍କାଉଣ୍ଟର୍ର ସରବ୍ୟ ହୋଇଥିଲେ।!-->!-->!-->…
ରାଜଧାନୀର ଜମି ହଡପକାରୀ ସାବଧାନ !! ନଜର ରଖିଛି ବ୍ଲୁଇସ ଆପ୍ ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଉପରେ ନଜର ରଖିଛି ବ୍ଲୁଇସ ଆପ୍। ନାସା ସହ ସମ୍ପର୍କ ରଖି ସରକାରୀ ଜମି ଉପରେ ନଜର ରଖିଛି ଏହି ଆପସ। ସରକାରୀ ସ୍ତରର ଏଭଳି ଆପସ ଜରିଆରେ ଜମି ତଦାରଖ କରିବା!-->…
ଭାରତରେ ଜନସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ସମାନ ଧ୍ୟାନ ଦିଆଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ତାଙ୍କ ସରକାର କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ, ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିବା କଥା ଗୁରୁବାର ଦିନ ଗୁରୁତ୍ବାରୋପ କରି!-->…
ସଙ୍କଟ ସମୟରେ ବେକାରୀ ଯୁବକଙ୍କୁ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାଏକ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ : ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି। ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିବା ପରେ ବି ପୂରଣ ହେଉନି। ବିଶେଷ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗରେ ଅନେକ!-->!-->!-->…
ସ୍କୁଲ ଖୋଲିବା ନେଇ ଅଗଷ୍ଟରେ ନିଷ୍ପତ୍ତି, କମିପାରେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ – ବିଦ୍ୟାଳୟ ଓ ଗଣଶିକ୍ଷା…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କ୍ରମାଗତ ଭାବେ ୭ରୁ ୮ଦିନ ହେବ ବହୁ ସଂଖ୍ୟକ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଭୟରେ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇ ପାରୁ ନାହିଁ । ତେଣୁ ପିଲାଙ୍କ ପାଠପଢ଼ାରେ ବେଶ ପ୍ରଭାବ!-->…
‘ଏମ୍ସ’, ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବନ୍ଦ ରହିବ ଓପିଡି ସେବା, ଜାରି ରହିବ କେବଳ ଜରୁରୀକାଳୀନ ସେବା
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତାକାଲିଠାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାର ଓପିଡି (ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ) ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର!-->…
ରେଳବାଇର କୌଣସି ଘରୋଇକରଣ ହେବନି :ପିୟୁଷ ଗୋଏଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଦେଶରେ ରେଳବାଇର ଘରୋଇକରଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ରେଳ ମନ୍ତ୍ରାଳୟର ଏକ ବୟାନ ସାମ୍ନାକୁ ଆସିଛି । କୌଣସି ପ୍ରକାର ଘରୋଇକରଣ ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି । ଏବେ ଯେପରି ଭାବେ ସେବା ଚାଲୁଛି ଆଗରୁ!-->!-->!-->…
ଚାଇନାକୁ ଆମେରିକାର କଡ଼ା ଚେତାବନୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭:ୱାଶିଂଟନ: ଚାଇନା ବିରୋଧରେ ଆହୁରି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଯୋଜନା କରୁଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ତେବେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କିଛି ବି କୁହାଯାଇ ନାହିଁ।
କରୋନା!-->!-->!-->!-->!-->…
ଚୀନ୍ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟକୁ ମୁକାବିଲା କରିବାକୁ ଭାରତ ମୁହଁତୋଡ ଜବାବ ଦେଇଛି : ମାଇକ୍ ପମ୍ପିଓ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭ : ଚୀନ୍ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟକୁ ମୁକାବିଲା କରିବାକୁ ଭାରତ ମୁହଁତୋଡ ଜବାବ ଦେଇଛି। ଚୀନ୍ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟର ମୁକାବିଲା କରିବାକୁ ଭାରତୀୟମାନେ ଯଥାସାଧ୍ୟ ଉଦ୍ୟମ କରିଥିବା କଥା ବୁଧବାର ଦିନ!-->!-->!-->…
